ସନ୍ନିଙ୍କ ନୂଆ ଅବତାର: ଜାଣନ୍ତୁ କେଉଁ ରୂପରେ ଆସିବେ ନଜର

ମୁମ୍ବାଇ: ନିଜ ସୌନ୍ଦର୍ଯ୍ୟ ଓ ଅଭିନୟରେ ବଲିଉଡ୍‌ ଦର୍ଶକଙ୍କୁ ଦିୱାନା କରିଥିବା ବୋଲ୍ଡ ଅଭିନେତ୍ରୀ ସନି ଲିଓନୀ ଏବେ ନୂଆ ଅବତାରରେ ଆସୁଛନ୍ତି। ହେଲେ ବଲିଉଡ ନୁହେଁ ସାଉଥ୍‌ ଇଣ୍ଡଷ୍ଟ୍ରିରୁ ତାଙ୍କ ନୂଆ ରୂପ ଦେଖିବାକୁ ମିଳିବ। ଶୁଣିବାକୁ ମିଳୁଛି, ଏଥିପାଇଁ ସନ୍ନି ସାଉଥ୍‌କୁ ମୁହାଁଇଛନ୍ତି। ସନ୍ନି ଏବେ ଏକ ତେଲଗୁ ଫିଲ୍ମ କରୁଛନ୍ତି। ଏଥିରେ ସେ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଜଣେ ମହିଳା ଯୋଦ୍ଧାଙ୍କ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଉଛି। ଏହା ତେଲଗୁ […]

sunnyleone

sunnyleone

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 03:01 PM IST

Sports

Latest News

ମୁମ୍ବାଇ: ନିଜ ସୌନ୍ଦର୍ଯ୍ୟ ଓ ଅଭିନୟରେ ବଲିଉଡ୍‌ ଦର୍ଶକଙ୍କୁ ଦିୱାନା କରିଥିବା ବୋଲ୍ଡ ଅଭିନେତ୍ରୀ ସନି ଲିଓନୀ ଏବେ ନୂଆ ଅବତାରରେ ଆସୁଛନ୍ତି। ହେଲେ ବଲିଉଡ ନୁହେଁ ସାଉଥ୍‌ ଇଣ୍ଡଷ୍ଟ୍ରିରୁ ତାଙ୍କ ନୂଆ ରୂପ ଦେଖିବାକୁ ମିଳିବ। ଶୁଣିବାକୁ ମିଳୁଛି, ଏଥିପାଇଁ ସନ୍ନି ସାଉଥ୍‌କୁ ମୁହାଁଇଛନ୍ତି।

ସନ୍ନି ଏବେ ଏକ ତେଲଗୁ ଫିଲ୍ମ କରୁଛନ୍ତି। ଏଥିରେ ସେ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଜଣେ ମହିଳା ଯୋଦ୍ଧାଙ୍କ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଉଛି। ଏହା ତେଲଗୁ ସହ ତାମିଲ, ମାଲାୟଲମ୍‌ ଓ ହିନ୍ଦିରେ ମଧ୍ୟ ନିର୍ମାଣ କରାଯିବ। ଏନେଇ ନିଜେ ସନ୍ନି ଏକ ଭିଡିଓ ଟ୍ୱିଟ୍‌ କରି କହିଛନ୍ତି।

ଫିଲ୍ମରେ ସନ୍ନିଙ୍କ ବୋଲ୍ଡ ସିନ୍‌ ବଦଳରେ ଘୋଡା ଚଢିବା, ଖଣ୍ଡା ଚାଳନା ଓ ଫାଇଟ୍‌ କରୁଥିବା ଦେଖିବାକୁ ମିଳିବ। ସେ କହିଛନ୍ତି, ‘‘ମତେ କିଛି ଅଲଗା କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ଅଛି। ପୂରା ଫିଲ୍ମରେ ମୋ ଚରିତ୍ରର ଖୁବ୍ ଗୁରୁତ୍ଵ ରହିଛି। ଏମିତି ଚରିତ୍ର ଯାହା ଅନ୍ୟକୁ ବି ଆକୃଷ୍ଟ କରିବ।’’

ଅତୀତର ନିଜ ଆଡଲ୍ଟ ଇମେଜକୁ ବଦଳାବାକୁ ସନ୍ନି ଏପରି ଫିଲ୍ମ ବାଛିଥିବା ଶୁଣିବାକୁ ମିଳୁଛି। ହେଲେ ଏହା ପରେ ସନ୍ନି ଗୁରୁତ୍ୱ ଦେଇନାହାଁନ୍ତି। ସେ କହିଛନ୍ତି, ମୁଁ ପୂର୍ବରୁ ଯାହା ଥିଲି ଏବେ ବି ସେଇଆ ଅଛି। କେବଳ ନିଜ ଇମେଜ ବଦଳାଇବାକୁ ଚାହୁଁଛି। ଦେଖାଇ ଦେବାକୁ ଚାହେଁ, ମୁଁ କେବଳ ବୋଲ୍ଡ ସିନ୍‌ରେ ସୀମିତ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story