ସନ୍ନି ପୋଷାକ ପିନ୍ଧୁଥିବାର ଫଟୋ ଭାଇରାଲ୍‌

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ନିଜର ଷ୍ଟାଇଲ୍‌ ଓ ଫ୍ୟାଶନ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସନ୍ନି ସୋଶାଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି, ଯାହା ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ସନ୍ନି ନିଜର ଏକ ପୁରୁଣା ପୋଷାକ ପିନ୍ଧିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି କପଡା ତାଙ୍କୁ ଫିଟ୍‌ ହେଉ ନଥିବା ଫଟୋରୁ ସ୍ପଷ୍ଟ ଜଣାପଡୁଛି। ସନ୍ନିଙ୍କ ଫ୍ୟାନ୍‌ମାନେ ଏହି ଫଟୋ ଦେଖି ମଜାଳିଆ କମେଣ୍ଟ ଦେଇଛନ୍ତି। […]

sunny

sunny

Puspanjali Panda
  • Published: Sunday, 28 July 2019
  • Updated: 28 July 2019, 01:20 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ନିଜର ଷ୍ଟାଇଲ୍‌ ଓ ଫ୍ୟାଶନ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସନ୍ନି ସୋଶାଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି, ଯାହା ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋରେ ସନ୍ନି ନିଜର ଏକ ପୁରୁଣା ପୋଷାକ ପିନ୍ଧିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି କପଡା ତାଙ୍କୁ ଫିଟ୍‌ ହେଉ ନଥିବା ଫଟୋରୁ ସ୍ପଷ୍ଟ ଜଣାପଡୁଛି।

ସନ୍ନିଙ୍କ ଫ୍ୟାନ୍‌ମାନେ ଏହି ଫଟୋ ଦେଖି ମଜାଳିଆ କମେଣ୍ଟ ଦେଇଛନ୍ତି। ଫଟୋଟିକୁ ସନ୍ନି ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍‌ କରିଛନ୍ତି।
https://www.instagram.com/p/B0bFxYlBHOH/?utm_source=ig_web_copy_link

ଫଟୋଟିକୁ ଶେଆର କରି ସନ୍ନି ଲେଖିଛନ୍ତି, ‘ମୁଁ ବି ଆପଣଙ୍କ ମଧ୍ୟରୁ ଜଣେ, ଯିଏ ଭାବୁଥିଲା ଯେ ପୁରୁଣା ପୋଷାକ ଫିଟ୍‌ ହୋଇଯିବ। କିନ୍ତୁ ଏହା ମୋତେ ବିଲ୍‌କୁଲ୍‌ ବି ଫିଟ୍‌ ହେଲା ନାହିଁ।’

ସୂଚନାଯୋଗ୍ୟ, ୨୦୧୨ରେ ପୂଜା ଭଟ୍ଟଙ୍କ ଫିଲ୍ମ ଜିସ୍ମ-୨ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସନ୍ନି ଲିଓନି। ଏହାପରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି।
https://www.instagram.com/p/B0OhH8tBjBt/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos