ଗୁଗଲ୍‌ ସର୍ଚ୍ଚରେ ମୋଦି ଓ ଶାହରୁଖ୍‌ଙ୍କୁ ପଛରେ ପକାଇଲେ ସନ୍ନି ଲିଓନି

ନୂଆଦିଲ୍ଲୀ: ୨୦୧୯ରେ ହୋଇଥିବା ଗୁଗଲ୍‌ ସର୍ଭେରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ସବୁଠାରୁ ଆଗରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌ଙ୍କ ଅପେକ୍ଷା ସନ୍ନିଙ୍କୁ ଗୁଗଲ୍‌ରେ ଅଧିକ ଲୋକ ସର୍ଚ୍ଚ କରିଥିବା ଜଣାପଡ଼ିଛି। ଗୁଗଲ୍‌ ଟ୍ରେଣ୍ଡ ଆନାଲିଟିକ୍ସ ଅନୁସାରେ ସନ୍ନି ଲିଓନି ଓ ତାଙ୍କର ଭିଡିଓକୁ ସବୁଠାରୁ ଅଧିକ ଗୁଗଲ୍‌ କରାଯାଇଛି। ମଣିପୁର ଓ ଆସାମରେ ସର୍ବାଧିକ ଲୋକ ସନ୍ନିଙ୍କୁ ଗୁଗଲ୍‌ରେ ସର୍ଚ୍ଚ କରିଛନ୍ତି। ଗତବର୍ଷ ମଧ୍ୟ ଭାରତରେ ଗୁଗଲ୍‌ରେ ସବୁଠାରୁ […]

sunny2

sunny2

Puspanjali Panda
  • Published: Tuesday, 13 August 2019
  • Updated: 13 August 2019, 04:05 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ରେ ହୋଇଥିବା ଗୁଗଲ୍‌ ସର୍ଭେରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ସବୁଠାରୁ ଆଗରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌ଙ୍କ ଅପେକ୍ଷା ସନ୍ନିଙ୍କୁ ଗୁଗଲ୍‌ରେ ଅଧିକ ଲୋକ ସର୍ଚ୍ଚ କରିଥିବା ଜଣାପଡ଼ିଛି।

ଗୁଗଲ୍‌ ଟ୍ରେଣ୍ଡ ଆନାଲିଟିକ୍ସ ଅନୁସାରେ ସନ୍ନି ଲିଓନି ଓ ତାଙ୍କର ଭିଡିଓକୁ ସବୁଠାରୁ ଅଧିକ ଗୁଗଲ୍‌ କରାଯାଇଛି। ମଣିପୁର ଓ ଆସାମରେ ସର୍ବାଧିକ ଲୋକ ସନ୍ନିଙ୍କୁ ଗୁଗଲ୍‌ରେ ସର୍ଚ୍ଚ କରିଛନ୍ତି। ଗତବର୍ଷ ମଧ୍ୟ ଭାରତରେ ଗୁଗଲ୍‌ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସନ୍ନି ଲିଓନି ପ୍ରଥମ ସ୍ଥାନରେ ରହିଥିଲେ। ଏ ବର୍ଷ ମଧ୍ୟ ସନ୍ନି ସେହି ସ୍ଥାନକୁ ବଜାୟ ରଖିଛନ୍ତି।

ସନ୍ନି ପୂର୍ବରୁ 'ଆଡଲ୍ଟ ଫିଲ୍ମ'ରେ କାମ କରୁଥିଲେ। ପରେ ସେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ। ସଲମାନ୍‌ ଖାନ୍‌ଙ୍କ ଟିଭି ଶୋ ‘ବିଗବସ୍‌’ ଜରିଆରେ ସନ୍ନି ବଲିଉଡ୍‌ରେ ପାଦ ରଖିଥିଲେ। ବଲିଉଡ୍‌ର ଅନେକ ଫିଲ୍ମରେ ସେ ଅଭିନୟ କରି ସାରିଛନ୍ତି। ନିକଟରେ ସନ୍ନିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ ୱେବ୍‌ ସିରିଜ୍‌ ରିଲିଜ୍‌ ହୋଇଥିଲା। ଯାହାକୁ ସନ୍ନିଙ୍କର ଫ୍ୟାନ୍ସମାନେ ପସନ୍ଦ କରିଥିଲେ।

ଗୁଗଲ୍‌ ସର୍ଚ୍ଚରେ ସବୁଠାରୁ ଆଗରେ ରହିଥିବାରୁ ସନ୍ନି ତାଙ୍କର ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story