ରାଜି ନାହାନ୍ତି ରିଆ!

ମୁମ୍ବାଇ: ବି-ଟାଉନ୍‌ରେ ଏବେ ସୁଶାନ୍ତ ସିଂହ ରାଜପୁତ ଓ ଫିଲ୍ମ ‘ଜଲେବି’ ଫେମ୍ ରିଆ ଚକ୍ରବର୍ତ୍ତୀଙ୍କ ଅଫେୟାରକୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଛି। ଅନେକ ଦିନ ହେବ ଏମାନେ ରିଲେସନ୍‌ସିପ୍‌ରେ ଅଛନ୍ତି। ହେଲେ ଏବେ ଖବର ଆସୁଛି ଯେ, ସୁଶାନ୍ତ ଏ ସଂପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁଥିବା ବେଳେ ରିଆ କିନ୍ତୁ ରାଜି ନାହାନ୍ତି। ସୂଚନା ଅନୁଯାୟୀ, ସୁଶାନ୍ତ ରିଆଙ୍କ ସହ ସଂପର୍କକୁ ନେଇ ବେଶ୍‌ ସିରିୟସ ଅଛନ୍ତି। ଏପରିକି ସେ ରିଆଙ୍କ ସହ ବିବାହ କରିବାକୁ […]

sushant-riya

sushant-riya

Chinmayee Roy
  • Published: Tuesday, 27 August 2019
  • Updated: 27 August 2019, 02:20 PM IST

Sports

Latest News

ମୁମ୍ବାଇ: ବି-ଟାଉନ୍‌ରେ ଏବେ ସୁଶାନ୍ତ ସିଂହ ରାଜପୁତ ଓ ଫିଲ୍ମ ‘ଜଲେବି’ ଫେମ୍ ରିଆ ଚକ୍ରବର୍ତ୍ତୀଙ୍କ ଅଫେୟାରକୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା ଚାଲିଛି। ଅନେକ ଦିନ ହେବ ଏମାନେ ରିଲେସନ୍‌ସିପ୍‌ରେ ଅଛନ୍ତି। ହେଲେ ଏବେ ଖବର ଆସୁଛି ଯେ, ସୁଶାନ୍ତ ଏ ସଂପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁଥିବା ବେଳେ ରିଆ କିନ୍ତୁ ରାଜି ନାହାନ୍ତି।

ସୂଚନା ଅନୁଯାୟୀ, ସୁଶାନ୍ତ ରିଆଙ୍କ ସହ ସଂପର୍କକୁ ନେଇ ବେଶ୍‌ ସିରିୟସ ଅଛନ୍ତି। ଏପରିକି ସେ ରିଆଙ୍କ ସହ ବିବାହ କରିବାକୁ ମଧ୍ୟ ଚାହୁଁଛନ୍ତି। ହେଲେ ରିଆ ଏବେ ବାହାଘର ପାଇଁ ରାଜି ନାହାନ୍ତି। ଏ ନେଇ ନିଷ୍ପତ୍ତି ନେବାକୁ ସେ ସୁଶାନ୍ତଙ୍କୁ କିଛି ସମୟ ମାଗିଛନ୍ତି। ଯାହା ଫଳରେ ସେ ଭଲ ଭାବେ ଭାବିଚିନ୍ତି ନିଷ୍ପତ୍ତି ନେଇପାରିବେ ଯେ, ବର୍ତ୍ତମାନ ବିବାହ କରିବା ତାଙ୍କ ପାଇଁ ଠିକ୍‌ କି ନାହିଁ?

https://www.instagram.com/p/BxLuS7znQi1/?utm_source=ig_web_copy_link

ନିକଟରେ ରିଆଙ୍କ ଜନ୍ମଦିନରେ ଦୁହେଁ କିଛି ବନ୍ଧୁଙ୍କ ସହ ଲଦାଖ ଯାଇଥିଲେ। ସେଠାରେ ସେ ଅନେକ ମସ୍ତି କରିଥିଲେ। ଏହା ମଧ୍ୟ ଖବର ମିଳିଥିଲା ଯେ, ଜନ୍ମଦିନରେ ରିଆଙ୍କୁ ଏକ ସ୍ପେଶାଲ ପ୍ଲାଟିନମ୍‌ ଲକେଟ୍‌ ଦେଇଥିଲେ ସୁଶାନ୍ତ। ସୁଶାନ୍ତ ଏହା ପୂର୍ବରୁ ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ୍‌ ଓ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ।

ସୁଶାନ୍ତ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ‘ଛିଚୋରେ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ଅଛନ୍ତି ଶ୍ରଦ୍ଧା କପୁର। ଫିଲ୍ମଟି ସେପ୍ଟେମ୍ବର ୬ ତାରିଖରେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story