ଆସୁଛି ‘ଲଭ୍‌ ଆଜ୍‌ କଲ୍‌’ର ସିକ୍ୱେଲ୍‌

ମୁମ୍ବାଇ: ସୈଫ ଅଲି ଖାନ୍ ଓ ଦୀପିକା ପାଦୁକୋନ୍‌ ଅଭିନୀତ ବଲିଉଡ୍‌ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍’ର ସିକ୍ୱେଲ୍ ନିର୍ମାଣ ହେବାକୁ ଯାଉଛି। ଶୁଣାଯାଉଛି, ସୈଫ୍‌ ନୁହନ୍ତି ବରଂ ତାଙ୍କ ଲାଡ୍‌ଲୀ ସାରା ଅଲି ଖାନ୍‌ ଏହି ଅପ୍‌କମିଂ ମୁଭିର ଲିଡ୍‌ ରୋଲ୍‌ରେ ନଜର ଆସିବେ। ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସିକ୍ୱେଲ୍‌ରେ ସାରା ଓ କାର୍ତ୍ତିକ ଆର୍ୟନ୍‌ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିବେ ବୋଲି ଚର୍ଚ୍ଚା ହେଉଛି। ଫିଲ୍ନ ‘କେଦାରନାଥ୍‌’ରୁ ସାରା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବାବେଳେ […]

love

love

Chinmayee Roy
  • Published: Friday, 23 November 2018
  • Updated: 23 November 2018, 08:46 AM IST

Sports

Latest News

ମୁମ୍ବାଇ: ସୈଫ ଅଲି ଖାନ୍ ଓ ଦୀପିକା ପାଦୁକୋନ୍‌ ଅଭିନୀତ ବଲିଉଡ୍‌ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍’ର ସିକ୍ୱେଲ୍ ନିର୍ମାଣ ହେବାକୁ ଯାଉଛି। ଶୁଣାଯାଉଛି, ସୈଫ୍‌ ନୁହନ୍ତି ବରଂ ତାଙ୍କ ଲାଡ୍‌ଲୀ ସାରା ଅଲି ଖାନ୍‌ ଏହି ଅପ୍‌କମିଂ ମୁଭିର ଲିଡ୍‌ ରୋଲ୍‌ରେ ନଜର ଆସିବେ।

ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସିକ୍ୱେଲ୍‌ରେ ସାରା ଓ କାର୍ତ୍ତିକ ଆର୍ୟନ୍‌ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିବେ ବୋଲି ଚର୍ଚ୍ଚା ହେଉଛି।

ଫିଲ୍ନ ‘କେଦାରନାଥ୍‌’ରୁ ସାରା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବାବେଳେ ‘ପ୍ୟାର୍‌କା ପଞ୍ଚନାମା’ ଭଳି ଫିଲ୍ମରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି କାର୍ତ୍ତିକ୍‌।

‘ଲଭ୍‌ ଆଜ୍‌ କଲ୍’ର ସିକ୍ୱେଲ୍‌ରେ କାର୍ତ୍ତିକ୍‌ ମୂଳ ଫିଲ୍ମ୍‌ର ସୈଫଙ୍କ ଭୂମିକାରେ ଆସିବାକୁ ଥିବାବେଳେ ସାରା ଦୀପିକାଙ୍କ ଭୂମିକାରେ ଅବତ୍ତୀର୍ଣ୍ଣ ହେବେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story