ବନ୍ଦ ହୋଇଯିବ ଏହି ୪ଟି ସିରିୟଲ!

ମୁମ୍ବାଇ: ବଡ ପରଦା ପରି ଛୋଟ ପରଦାର ବି ରହିଛି ଅନେକ କ୍ରେଜ୍‌। ପ୍ରାୟ ସମସ୍ତେ ଟିଭି ସିରିୟଲ ଓ ରିଆଲିଟି ଶୋ’ ଦେଖିବାକୁ ପସନ୍ଦ କରନ୍ତି। ଦର୍ଶକଙ୍କ ପସନ୍ଦକୁ ଆଖି ଆଗରେ ଟିଭି ଚ୍ୟାନେଲ ଗୁଡ଼ିକ ଅନେକ ସିରିୟଲ ଓ ରିଆଲିଟି ଶୋ’ ଆଣୁଛନ୍ତି। କିନ୍ତୁ ବେଳେବେଳେ ଶୋ’ କିମ୍ବା ସିରିୟଲ ନ ଚାଲିବା କାରଣରୁ ଏହାକୁ  ବନ୍ଦ କରିବାକୁ ପଡ଼ିଥାଏ। ଏବେ ଏମିତି କିଛି ଘଟିଛି ଲୋକପ୍ରିୟ ଚ୍ୟାନେଲ ଷ୍ଟାର ପ୍ଲସ ସହ। ଚ୍ୟାନେଲ୍‌ର […]

star plus

star plus

Rakesh Mallick
  • Published: Monday, 05 February 2018
  • Updated: 05 February 2018, 12:27 PM IST

Sports

Latest News

ମୁମ୍ବାଇ: ବଡ ପରଦା ପରି ଛୋଟ ପରଦାର ବି ରହିଛି ଅନେକ କ୍ରେଜ୍‌। ପ୍ରାୟ ସମସ୍ତେ ଟିଭି ସିରିୟଲ ଓ ରିଆଲିଟି ଶୋ’ ଦେଖିବାକୁ ପସନ୍ଦ କରନ୍ତି। ଦର୍ଶକଙ୍କ ପସନ୍ଦକୁ ଆଖି ଆଗରେ ଟିଭି ଚ୍ୟାନେଲ ଗୁଡ଼ିକ ଅନେକ ସିରିୟଲ ଓ ରିଆଲିଟି ଶୋ’ ଆଣୁଛନ୍ତି। କିନ୍ତୁ ବେଳେବେଳେ ଶୋ’ କିମ୍ବା ସିରିୟଲ ନ ଚାଲିବା କାରଣରୁ ଏହାକୁ  ବନ୍ଦ କରିବାକୁ ପଡ଼ିଥାଏ। ଏବେ ଏମିତି କିଛି ଘଟିଛି ଲୋକପ୍ରିୟ ଚ୍ୟାନେଲ ଷ୍ଟାର ପ୍ଲସ ସହ। ଚ୍ୟାନେଲ୍‌ର ୪ଟି ସିରିୟଲ ଆଉ ପୂର୍ବପରି ଦର୍ଶକଙ୍କ ଆଦୃତି ପାଉ ନଥିବାରୁ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଚାଲନ୍ତୁ ଜାଣିବା ସେହି ବନ୍ଦ ତାଲିକାରେ କେଉଁ କେଉଁ ସିରିୟଲ ଏହି ତାଲିକାରେ।

51ଇକ୍ୟାବନ୍‌: ୨୦୧୭ ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଏହି ସିରିୟଲ ଏକ ଝିଅର କାହାଣୀ ଉପରେ ଆଧାରିତ। ଝିଅଟି ପୁଅଙ୍କ ଭଳି ଲମ୍ବା, ଚଉଡ଼ା। ପିଲାବେଳୁ ସେ ପୁଅଙ୍କ ଗହଣରେ ବଢିଛି। କାହିଁକି ନା ଏକ ଦୁର୍ଘଟଣାରେ ଘରର ସବୁ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି। ଫିଲ୍ମର ଏତେ ଭଲ ପ୍ରମୋସନ୍‌ ପରେ ବି ଲୋକଙ୍କ ମନ କିଣି ପାରିନି ଏହି ସିରିୟଲ। ସେଥିପାଇଁ ଏହି ସିରିୟଲକୁ  ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି।

meri-durgaମେରୀ ଦୁର୍ଗା: ଷ୍ଟାରପ୍ଲସ୍‌ର ଏହି ସିରିୟଲ ଉପରେ ବି ବିପଦ ଅଛି। ୨୦୧୭ ଜାନୁଆରୀ ୨୬ରେ ଆରମ୍ଭ ହୋଇଥିବା ‘ମେରୀ ଦୁର୍ଗା’ ଭଲ ଚାଲିନି। ଦୁର୍ବଳ କଣ୍ଟେଣ୍ଟ ଯୋଗୁଁ ଟିଆର୍‌ପି କମିବାରେ ଲାଗିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ସିରିୟଲକୁ ଜୁନ୍ ସୁଦ୍ଧା ବନ୍ଦ କରିବାକୁ ଯୋଜନା କରାଯାଉଛି।

naamkaranନାମକରଣ: ଷ୍ଟାରପ୍ଲସ୍‌ର ଲୋକପ୍ରିୟ ସିରିୟଲ ‘ନାମକରଣ’ ମଧ୍ୟ ଏହି ତାଲିକାରେ ରହିଛି। ପ୍ରଥମରୁ ଭଲ ଟିଆର୍‌ପି ଥିବା ‘ନାମକରଣ’ର ଷ୍ଟୋରିରେ ପରିବର୍ତ୍ତନ ପରେ ଟିଆରପି କମିଯାଉଛି। ତେଣୁ ଏହା ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

isqଇସ୍କବାଜ୍‌: ଏହି ସିରିୟଲ କଥା ଶୁଣିଲା ବେଳକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ସିରିୟଲର ଶିବାୟ ଓ ଅନିକାଙ୍କ ଲଭ ଷ୍ଟୋରୀ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। କିନ୍ତୁ ଏହାର କଣ୍ଟେଣ୍ଡ ଦିନକୁ ଦିନ ଦୁର୍ବଳ ହେବା କାରଣରୁ ଏହା ଆଗପରି ଆଉ ଦର୍ଶକଙ୍କ ପସନ୍ଦରେ ଆସୁନାହିଁ। ଏହି କାରଣରୁ ଜୁନ୍‌ ସୁଦ୍ଧା ଏହାକୁ ବନ୍ଦ କରାଯିବାକୁ ଯୋଜନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story