‘ଟ୍ୟୁବଲାଇଟ୍‌’ରେ ଫୌଜି ୟୁନିଫର୍ମରେ ନଜର ଆସିବେ ସଲମାନ୍‌

ମୁମ୍ବାଇ: ଦବଙ୍ଗ ଖାନ ସଲମାନ ତାଙ୍କ ଆଗାମୀ ଫିଲ୍ମ ‘ଟ୍ୟୁବଲାଇଟ’ରେ ଫୌଜିଙ୍କ ୟୁନିଫର୍ମରେ ନଜର ଆସିବେ। ଫିଲ୍ମର ‘ଫାଷ୍ଟ ଲୁକ୍‌’ରୁ ଏହା ଜଣାପଡ଼ିଛି। ଏଥିରେ ସେ କାନ୍ଧରେ ବନ୍ଧୁକ ଓ ବ୍ୟାଗ ଧରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ କବୀନ ଖାନ୍  ‘ଟ୍ୟୁବଲାଇଟ’ର ‘ଫାଷ୍ଟ ଲୁକ’କୁ  ସୋସିଆଲ ମିଡିଆରେ ସେୟାର କରିଛନ୍ତି। ‘ଏକ୍‌ ଥା ଟାଇଗର’ ଓ ‘ବଜରଙ୍ଗୀ ଭାଇଜାନ’ ପରେ ‘ଟ୍ୟୁବଲାଇଟ’ରେ ପୁଣି କବୀର-ସଲମାନ୍‌ଙ୍କ ଯୋଡି ଦେଖିବାକୁ ମିଳିବ।। ଜାମ୍ମୁ–କାଶ୍ମୀରର ଲଦାଖରେ ଏହାର ସୁଟିଂ ଜାରି ରହିଛି। ସଲମାନ […]

tubelight-

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 02:17 PM IST

ମୁମ୍ବାଇ: ଦବଙ୍ଗ ଖାନ ସଲମାନ ତାଙ୍କ ଆଗାମୀ ଫିଲ୍ମ ‘ଟ୍ୟୁବଲାଇଟ’ରେ ଫୌଜିଙ୍କ ୟୁନିଫର୍ମରେ ନଜର ଆସିବେ। ଫିଲ୍ମର ‘ଫାଷ୍ଟ ଲୁକ୍‌’ରୁ ଏହା ଜଣାପଡ଼ିଛି। ଏଥିରେ ସେ କାନ୍ଧରେ ବନ୍ଧୁକ ଓ ବ୍ୟାଗ ଧରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ କବୀନ ଖାନ୍  ‘ଟ୍ୟୁବଲାଇଟ’ର ‘ଫାଷ୍ଟ ଲୁକ’କୁ  ସୋସିଆଲ ମିଡିଆରେ ସେୟାର କରିଛନ୍ତି।

‘ଏକ୍‌ ଥା ଟାଇଗର’ ଓ ‘ବଜରଙ୍ଗୀ ଭାଇଜାନ’ ପରେ ‘ଟ୍ୟୁବଲାଇଟ’ରେ ପୁଣି କବୀର-ସଲମାନ୍‌ଙ୍କ ଯୋଡି ଦେଖିବାକୁ ମିଳିବ।।

ଜାମ୍ମୁ–କାଶ୍ମୀରର ଲଦାଖରେ ଏହାର ସୁଟିଂ ଜାରି ରହିଛି। ସଲମାନ ଏହି ଫିଲ୍ମ ଫୌଜି ଭୂମିକାରେ ଅଭିନୟ କରୁଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି।

‘ଟ୍ୟୁବଲାଇଟ୍‌’ ଆସନ୍ତା ବର୍ଷ ଇଦ୍‌ରେ ପରଦାକୁ ଆସିବ।

Related story