ଅନେକ ଦିନ ଧରି ଗାଧୋଇ ନଥିଲେ ବଲିଉଡ୍‌ର ଏହି ଡାର୍ଟି ହିରୋଇନ୍‌

ମୁମ୍ବାଇ: ସାଧାରଣତଃ  ହିରୋଇନ୍‌ ମାନେ ବହୁତ ସୁନ୍ଦର ହୋଇଥାଆନ୍ତି। ସେମାନେ ସ୍କ୍ରିନ୍‌ରେ ସୁନ୍ଦର ଓ ଫିଟ୍‌ ଦେଖାଯିବାକୁ ଖୁବ୍‌ ପରିଶ୍ରମ କରନ୍ତି। ପୁଣି ମେକପ୍‌ ମ୍ୟାନଙ୍କଠୁ ଆରମ୍ଭ କରି କଷ୍ଟ୍ୟୁମ୍‌ ଡିଜାଇନର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଚରିତ୍ର ଅନୁଯାୟୀ ପରଫେକ୍ଟ କରିବାରେ ଟିକେ ବି ଊଣା କରନ୍ତି ନାହିଁ।  କିନ୍ତୁ ଆଜି ଆମେ ଏମିତି ଜଣେ ବଲିଉଡ୍‌ ହିରୋଇ‌ନ୍‌ ବିଷୟରେ କହିବୁ ଯିଏ ଏକ ଫିଲ୍ମ ପାଇଁ ଅନେକ ଦିନ ଧରି ଗାଧୋଇ ନଥିଲେ। କାରଣ ସେ […]

jasoos

jasoos

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 09:05 AM IST

Sports

Latest News

ମୁମ୍ବାଇ: ସାଧାରଣତଃ  ହିରୋଇନ୍‌ ମାନେ ବହୁତ ସୁନ୍ଦର ହୋଇଥାଆନ୍ତି। ସେମାନେ ସ୍କ୍ରିନ୍‌ରେ ସୁନ୍ଦର ଓ ଫିଟ୍‌ ଦେଖାଯିବାକୁ ଖୁବ୍‌ ପରିଶ୍ରମ କରନ୍ତି। ପୁଣି ମେକପ୍‌ ମ୍ୟାନଙ୍କଠୁ ଆରମ୍ଭ କରି କଷ୍ଟ୍ୟୁମ୍‌ ଡିଜାଇନର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଚରିତ୍ର ଅନୁଯାୟୀ ପରଫେକ୍ଟ କରିବାରେ ଟିକେ ବି ଊଣା କରନ୍ତି ନାହିଁ।  କିନ୍ତୁ ଆଜି ଆମେ ଏମିତି ଜଣେ ବଲିଉଡ୍‌ ହିରୋଇ‌ନ୍‌ ବିଷୟରେ କହିବୁ ଯିଏ ଏକ ଫିଲ୍ମ ପାଇଁ ଅନେକ ଦିନ ଧରି ଗାଧୋଇ ନଥିଲେ। କାରଣ ସେ ଫିଲ୍ମରେ ତାଙ୍କୁ ମିଳିଥିବା ଚରିତ୍ର ଭଳି ଦିଶିବାକୁ ଚାହୁଁଥିଲେ। ଚାଲନ୍ତୁ ଜାଣିବା ସେହି ହିରୋଇନ୍‌ ଜଣକ କିଏ?

ସେହି ହିରୋଇନ୍‌ ଜଣକ ହେଉଛନ୍ତି ବିଦ୍ୟା ବାଲନ। ନିଜ ଜବରଦସ୍ତ ଅଭିନୟ ପାଇଁ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। ବିଦ୍ୟା ସବୁବେଳେ ନିଜ ଅଭିନୟକୁ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି। ସେଥିପାଇଁ ଯାହା ଦରକାର ପଡ଼େ ସେ କରନ୍ତି। ଯେଉଁଥିପାଇଁ ବଲିଉଡ୍‌ରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଚରିତ୍ର ଯାହା ଡିମାଣ୍ଡ କରେ ସେ ତାକୁ ପୂରା କରନ୍ତି। ନିଜର ସୌନ୍ଦର୍ଯ୍ୟର ଚିନ୍ତା କରନ୍ତି ନାହିଁ।

vidyaଘଟଣାଟି ହେଉଛି ୨୦୧୪ ମସିହାର। ସେତେବେଳେ ବିଦ୍ୟାଙ୍କ ଫିଲ୍ମ ‘ବବି ଜାସୁସ’ ରିଲିଜ୍‌ ହୋଇଥିଲା। ବିଦ୍ୟାଙ୍କୁ କୁହାଯାଇଥିଲା ଯେ ସେ ଏମିତି ଦେଖାଯିବା ଦରକାର ଯେମିତିକି ଅନେକ ଦିନ ପର୍ଯ୍ୟନ୍ତ ଗାଧୋଇ ନାହାନ୍ତି। ତେଣୁ ସେ ଅନେକ ଦିନ ନିଜ କେଶ ଧୋଇ ନଥିଲେ କି ଗାଧୋଇ ନଥିଲେ। ସେଥିରେ ତାଙ୍କ ଚରିତ୍ର ମଧ୍ୟ ପୂରା ବାସ୍ତବ ଲାଗିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story