କିଙ୍ଗ ଖାନ୍‌ଙ୍କୁ କିଏ ଦେଲା ଝଟକା ? ଖସିଲା ବ୍ରାଣ୍ଡ ଭାଲ୍ୟୁ

ମୁମ୍ବାଇ: ବଲିଉଡ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କୁ ଲାଗିଛି ଝଟକା। ମାର୍କେଟ୍‌ରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ଖସି ଯାଇଛି। ବଡ଼ ପରଦା ପରି ମାର୍କେଟ୍‌ରେ ରାଜ୍‌ କରୁଥିବା କିଙ୍ଗ ଖାନ୍‌ଙ୍କୁ ବ୍ରାଣ୍ଡ ଭାଲ୍ୟୁ ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଯାଇଛି। ଏବେ ଭାବୁଥିବେ କିଏ ବାଦଶାହଙ୍କ ଏପରି ଅବସ୍ଥା କଲା ? ବ୍ରାଣ୍ଡ ଭାଲ୍ୟୁରେ ପ୍ରଥମ ସ୍ଥାନକୁ ଆସିଥିବା ବ୍ୟକ୍ତି ଜଣଙ୍କ କୌଣସି କଳାକାର ନ ହେଲେ ବି ସୁପରଷ୍ଟାର। ଏବେ ଆପଣ କିଛି କିଛି ଧାରଣା […]

Sharukh

Sharukh

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 04:21 PM IST

ମୁମ୍ବାଇ: ବଲିଉଡ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କୁ ଲାଗିଛି ଝଟକା। ମାର୍କେଟ୍‌ରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ଖସି ଯାଇଛି। ବଡ଼ ପରଦା ପରି ମାର୍କେଟ୍‌ରେ ରାଜ୍‌ କରୁଥିବା କିଙ୍ଗ ଖାନ୍‌ଙ୍କୁ ବ୍ରାଣ୍ଡ ଭାଲ୍ୟୁ ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଯାଇଛି। ଏବେ ଭାବୁଥିବେ କିଏ ବାଦଶାହଙ୍କ ଏପରି ଅବସ୍ଥା କଲା ? ବ୍ରାଣ୍ଡ ଭାଲ୍ୟୁରେ ପ୍ରଥମ ସ୍ଥାନକୁ ଆସିଥିବା ବ୍ୟକ୍ତି ଜଣଙ୍କ କୌଣସି କଳାକାର ନ ହେଲେ ବି ସୁପରଷ୍ଟାର। ଏବେ ଆପଣ କିଛି କିଛି ଧାରଣା ଲଗାଉଥିବେ ଆମେ କାହା କଥା କହୁଛୁ। ସେ ଆଉ କେହି ନୁହଁନ୍ତି, ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି।

srk-virat‘ରାଇଜ ଅଫ୍‌ ଦି ମିଲେନିୟନ୍ସ: ଇଣ୍ଡିଆଜ ମୋଷ୍ଟ ଭେଲ୍ୟୁଏବଲ ସେଲିବ୍ରେଟି ବ୍ରାଣ୍ଡ’ ଶୀର୍ଷକ ଏକ ରିପୋର୍ଟ ଅନୁସାରେ ଏପରି ପ୍ରଥମ ଥର ହୋଇଛି, କିଙ୍ଗ ଖାନ୍‌ଙ୍କ ବ୍ରାଣ୍ଡ ଭାଲ୍ୟୁ ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟକୁ ଚାଲିଆସିଛି। ଡଫ୍‌ ଆଣ୍ଡ ଫେଲପ୍ସ ରିପୋର୍ଟ ଅନୁସାରେ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ଗତ ବର୍ଷ ତୁଳନାରେ ୫୬ ପ୍ରତିଶତ ବଢ଼ି ୧୪.୪ କୋଟି ଡଲାରରେ ପହଞ୍ଚି ଯାଇଛି। ଏହି ସମୟ ମଧ୍ୟରେ ଶାହାରୁଖଙ୍କ ବ୍ରାଣ୍ଡ ଭାଲ୍ୟୁ ୨୦ ପ୍ରତିଶତ କମି ୧୦.୬ କୋଟି ଡଲାରକୁ ଖସି ଆସିଛି।

ଦୀପିକା ପାଦୁକୋନ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୯.୩ କୋଟି ଡଲାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story