ଏହି କାରଣରୁ ମହମ୍ମଦ ରଫିଙ୍କ ସହ ଗୀତ ଗାଇବା ବନ୍ଦ କରିଦେଇଥିଲେ ଲତା

ମୁମ୍ୱାଇ : ଭାରତରତ୍ନ ସମ୍ମାନିତ ହୋଇଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମଦିନ। ୧୯୨୯ ମସିହା ୨୮ ସେପ୍ଟେମ୍ୱରରେ ମଧ୍ୟପ୍ରଦେଶର ଏକ ମଧ୍ୟବିତ୍ତ ମରାଠି ପରିବାରରେ ଲତା ଜନ୍ମ ଗ୍ରହଣ କରିଥିଲେ। ଲତାଙ୍କର ପ୍ରଥମ ନାମ ହେମା ଥିଲା। କିନ୍ତୁ ଜନ୍ମର ୫ ବର୍ଷ ପରେ ବାପା-ମା ତାଙ୍କ ନାମ ଲତା ବୋଲି ରଖିଥିଲେ। ଲତା ତାଙ୍କ ଭଭଉଣୀ ଆଶା, ଉଷା ମୀନାତାଇ ଓ ଭାଇ ହୃଦୟନାଥ ସମସ୍ତତଙ୍କଠୁ ବଡ଼। ଲତାଙ୍କର ବାପା ରଙ୍ଗମଞ୍ଚର ଜଣେ […]

lata

lata

Chinmayee Roy
  • Published: Saturday, 28 September 2019
  • Updated: 28 September 2019, 02:00 PM IST

Sports

Latest News

ମୁମ୍ୱାଇ : ଭାରତରତ୍ନ ସମ୍ମାନିତ ହୋଇଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମଦିନ। ୧୯୨୯ ମସିହା ୨୮ ସେପ୍ଟେମ୍ୱରରେ ମଧ୍ୟପ୍ରଦେଶର ଏକ ମଧ୍ୟବିତ୍ତ ମରାଠି ପରିବାରରେ ଲତା ଜନ୍ମ ଗ୍ରହଣ କରିଥିଲେ। ଲତାଙ୍କର ପ୍ରଥମ ନାମ ହେମା ଥିଲା। କିନ୍ତୁ ଜନ୍ମର ୫ ବର୍ଷ ପରେ ବାପା-ମା ତାଙ୍କ ନାମ ଲତା ବୋଲି ରଖିଥିଲେ। ଲତା ତାଙ୍କ ଭଭଉଣୀ ଆଶା, ଉଷା ମୀନାତାଇ ଓ ଭାଇ ହୃଦୟନାଥ ସମସ୍ତତଙ୍କଠୁ ବଡ଼। ଲତାଙ୍କର ବାପା ରଙ୍ଗମଞ୍ଚର ଜଣେ କଳାକାର ଥିଲେ। ତେଣୁ ପିଲାଦିନୁ ଲତାଙ୍କର ଅଭିନୟ ଓ ଗୀତ ପ୍ରତି ଦୁର୍ବଳତା ରହିଥିଲା। ପିଲାବେଳେ ଯେତେବେଳେ ସମସ୍ତେ କଣ୍ଢେଇ ସହ ଖେଳୁଥିଲେ ଲତା ସେତେବେଳେ ସଙ୍ଗୀତ ଭ୍ୟାସ କରୁଥିଲେ। ଆଜିଯାଏ ଲତା କେତେ ଗୀତ ଗାଇଛନ୍ତି ତାହା ସେ ନିଜେ ବି ଜାଣିନାହାଁନ୍ତି। ବିଶେଷ ସୂତ୍ର ଅନୁଯାୟୀ ଲତା ଆଜି ଯାଏ ୩୦ରୁ ଅଧିକ ଭାଷାରେ ପାଖାପାଖି ୫୦ ହଜାର ଗୀତ ଗାଇଛନ୍ତି। ଗିନିଜ୍‌ ବୁକ୍‌ ଅଫ୍ ରେକର୍ଡ଼ରେ ଥରେ ଛପିଥିଲା ଯେ ଲତା ୧୯୪୮ରୁ ୧୯୮୭ ମଧରେ  ପାଖାପାଖି ୩୦ ହଜାର ଗୀତ ଗାଇଛନ୍ତି।

ଓ.ପି ନାୟରଙ୍କ ବ୍ୟତୀତ ବୋଧ ହୁଏ ଏମିତି କେହି ସଂଙ୍ଗୀତ ନିର୍ଦ୍ଦେଶକ ନଥିବେ ଯିଏ ନିଜ ଗୀତରେ ଲତାଙ୍କ କଣ୍ଠର ବ୍ୟବହାର ନ କରିଥିବେ। ଓ.ପି ନାୟରଙ୍କ ସହ ଲତାଙ୍କର ଆରମ୍ଭରୁ ହିଁ ଖିଟପିଟ୍‌ ଚାଲେ। ଉଭୟ ପରସ୍ପରକୁ ପସନ୍ଦ କରନ୍ତି ନାହିଁ। ହେଲେ ଏହାର ଫାଇଦା ତାଙ୍କ ସାନ ଭଉଣୀ ଆଶାଙ୍କୁ ମିଳିଲା। ଓପି. ନାୟର ଲତାଙ୍କୁ ଖୋସାମତ କରିବା ପରିବର୍ତ୍ତେ ଆଶାଙ୍କୁ ସୁଯୋଗ ଦେଲେ।  ନାୟରଙ୍କ ବ୍ୟତୀତ ଲତାଙ୍କର ସୁର ସମ୍ରାଟ ମହମ୍ମଦ ରଫିଙ୍କ ସହ ମଧ୍ୟ ମତାନ୍ତର ଯୋଗୁ କିଛି ବର୍ଷ ଯାଏ କଥାବାର୍ତ୍ତା ବନ୍ଦ ଥିଲା।

lataବାସ୍ତବରେ ଲତା, କିଶୋର କୁମାର ଓ ଅନ୍ୟ କିଛି ଗାୟକ ମାନେ ଚାହୁଁଥିଲେ ଯେ ସେମାନେ ଗାଇଥିବା ଗୀତର ରେକର୍ଡ଼ିଂ ବିକ୍ରିରୁ ଯେଉଁ ଲାଭ ମିଳୁଛି ମ୍ୟୁଜିକ କମ୍ପାନୀ ସେଥିରୁ କିଛି ଅଂଶ ଗାୟକମାନଙ୍କୁ ଦେଉ। ହେଲେ ଏଥିରେ ଏକମତ ନଥିଲେ ମହମ୍ମଦ ରଫି। ତାଙ୍କ କହିବାର ଥିଲା ଯେ ଗାୟକକୁ ଗୀତ ଗାଇବାର ପାରିଶ୍ରମିକ ମିଳିସାରିବା ପରେ ଆଉ ଅନ୍ୟ କିଛି ଆଶା କରିବା ଉଚିତ୍‌ ନୁହେଁ। ବାସ୍‌ ଏହି ଦୁଇଜଣଙ୍କ ମଧ୍ୟରେ ଏହି ମତାନ୍ତର ପରେ ମନାନ୍ତରରେ ବଦଳିଗଲା। ଦୁହେଁ ପରସ୍ପର ସହ କାମ କରିବା ବନ୍ଦ କରିବା ସହ ପରସ୍ପର କଥାବାର୍ତ୍ତା ବି ବନ୍ଦ କରିଦେଲେ। ୪ ବର୍ଷ ଏଭଳି ଚାଲିବା ପରେ ଆର୍‌.ଡି ବର୍ମନ ଦୁହିଁଙ୍କ ଭିତରେ ଆସି ଏହି ମାମଲାର ସାମାଧାନ କରିଥିଲେ। ଫଳରେ ୪ ବର୍ଷ ପରେ ୧୯୬୭ରେ ଉଭୟ ପୁଣି ଏକାଠି କାମ କରିବାକୁ ଲାଗିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story