‘ଶୋଲେ’ର ଆମ୍ବତୋଳା ସିନ ସୁଟିଂ ପାଇଁ ୧୦ଟି ଟେକ୍‌ ନେଇଥିଲେ ଧର୍ମେନ୍ଦ୍ର, କାରଣ ଜାଣିଲେ ହସି ହସି ଗଡ଼ିବେ

ମୁମ୍ବାଇ: ୬୯ ବର୍ଷରେ ଡ୍ରିମ୍ ଗର୍ଲ। ବଲିଉଡ୍ ଡ୍ରିମ ଗର୍ଲ ହେମାମାଳିନୀଙ୍କ ଆଜି ୬୯ ତମ ଜନ୍ମ ଦିନ। ଏହି ଅବସରରେ ଚାଲନ୍ତୁ ଜାଣିବା ହେମାଙ୍କ ବିଷୟରେ କିଛି ଖାସ କଥା। ହେମା ମାଳିନୀ ତାଙ୍କ ସମୟର ସୁପରଷ୍ଚାର ଥିଲେ। ତାଙ୍କର ଟିକିଏ ଝଲକ ପାଇବା ପାଇଁ ସମସ୍ତେ ପାଗଳ ଥିଲେ। ଏମିତିରେ ଏଥିରୁ ଧର୍ମେନ୍ଦ୍ର ବା କେମିତି ବାଦ ପଡିବେ। ତାଙ୍କ ସହ ରୋମାନ୍ସ କରିବା ପାଇଁ ଧର୍ମେନ୍ଦ୍ର ଏକ ଭିନ୍ନ ଉପାୟ ଆପଣେଇଥିଲେ। ଯେଉଁଥିପାଇଁକି […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 03:18 PM IST

Sports

Latest News

ମୁମ୍ବାଇ: ୬୯ ବର୍ଷରେ ଡ୍ରିମ୍ ଗର୍ଲ। ବଲିଉଡ୍ ଡ୍ରିମ ଗର୍ଲ ହେମାମାଳିନୀଙ୍କ ଆଜି ୬୯ ତମ ଜନ୍ମ ଦିନ। ଏହି ଅବସରରେ ଚାଲନ୍ତୁ ଜାଣିବା ହେମାଙ୍କ ବିଷୟରେ କିଛି ଖାସ କଥା। ହେମା ମାଳିନୀ ତାଙ୍କ ସମୟର ସୁପରଷ୍ଚାର ଥିଲେ। ତାଙ୍କର ଟିକିଏ ଝଲକ ପାଇବା ପାଇଁ ସମସ୍ତେ ପାଗଳ ଥିଲେ। ଏମିତିରେ ଏଥିରୁ ଧର୍ମେନ୍ଦ୍ର ବା କେମିତି ବାଦ ପଡିବେ। ତାଙ୍କ ସହ ରୋମାନ୍ସ କରିବା ପାଇଁ ଧର୍ମେନ୍ଦ୍ର ଏକ ଭିନ୍ନ ଉପାୟ ଆପଣେଇଥିଲେ। ଯେଉଁଥିପାଇଁକି ତାଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ହେମାଙ୍କ ସହ ରୋମାନ୍ସ କରିବାପାଇଁ ଧର୍ମେନ୍ଦ୍ର ନିଜ ଫିଲ୍ମର କ୍ୟାମେରା ମ୍ୟାନଙ୍କୁ ଲାଞ୍ଚ ଦେଉଥିଲେ। ହେମାଙ୍କ ଜନ୍ମଦିନରେ ଆଜି ଆସନ୍ତୁ ଜାଣିବା ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପ୍ରେମର କିଛି ଅଜଣା କଥା। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଧର୍ମେନ୍ଦ୍ରଙ୍କ ବିବାହ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପୂର୍ବରୁ ହୋଇଯାଇଥିଲା। କିନ୍ତୁ ପ୍ରଥମଥର ତାଙ୍କର ହେମା ମାଳିନୀଙ୍କ ସହ ପ୍ରେମ ହୋଇଥିଲା। ଧର୍ମେନ୍ଦ୍ର ବିବାହିତ ହୋଇଥିବାରୁ ଏହି କଥାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଉଭୟଙ୍କର ପରସ୍ପର ପଟରୁ ଅନେକ ବାଧାଥିଲା। ଧର୍ମେନ୍ଦ୍ର ବିବାହିତ ଓ ପଞ୍ଜାବୀ ଥିଲେ। ସେପଟେ ପୁଣି ହେମା ଦକ୍ଷିଣ ଭାରତୀୟ ହୋଇଥିବାରୁ ତାଙ୍କ ପରିବାର ରକ୍ଷଣଶୀଳ ଥିଲେ। ଏମିତିରେ ବି ହେମା ଜଣେ ପଞ୍ଜାବୀକୁ ବିବାହ କରନ୍ତୁ,ତାହା ତାଙ୍କ ପରିବାର ଆଦୌ ଚାହୁଁନଥିଲେ। ଖବର କାଗଜରେ ଦୁହିଁଙ୍କ ପ୍ରେମକୁ ନେଇ ଚର୍ଚ୍ଚା ହେବା ପରେ ହେମାଙ୍କ ପରିବାର ଲୋକ, କେବେ ତାଙ୍କ ମାଆ ତ କେବେ ମାଉସୀ ଓ ଆଈ ସୁଟିଂ ସେଟରେ ପହଞ୍ଚି ଯାଉଥିଲେ। ତେଣୁ ସୁଟିଂ ସମୟରେ ଦୁହିଁଙ୍କ କଥାବାର୍ତ୍ତା ହେବା ବନ୍ଦ ହେଇଯାଉଥିଲା। ହେମାଙ୍କ ସହ ଧର୍ମେନ୍ଦ୍ର ବାହାରେ ମଧ୍ୟ କୋଉଠି ଦେଖା କରିପାରୁନଥିଲେ। ଆଜି ପରି ସେତେବେଳେ ନାଥିଲା ମୋବାଇଲ ନା ଇଣ୍ଟରନେଟ୍। ଦେଖା କରିବାକୁ ମଧ୍ୟ କୌଣସି ସୁବିଧା ଥିଲା। ଏଥିପାଇଁ ଧର୍ମେନ୍ଦ୍ର ହେମାଙ୍କ ସହ ଦେଖା କରିବାକୁ ଏକ ନୂଆ ଉପାୟ ଭାବିଥିଲେ।

dharmendra- hemaଯେଉଁ  ଫିଲ୍ମରେ ହେମା ମାଳିନୀଙ୍କ ସହ ତାଙ୍କ ସୁଟିଂ ଥାଏ ତାଙ୍କ ସହ ଭେଟ କରିବାପାଇଁ ଓ ରୋମାନ୍ସ କରିବା ପାଇଁ  ସେ କ୍ୟାମେରା ମ୍ୟାନକୁ ଟଙ୍କା ଲାଞ୍ଚ ଦେଇଥାନ୍ତି। ହେମାଙ୍କ ସହ ରୋମାଣ୍ଟିକ୍ ସିନ୍ କୁ ବାରମ୍ବାର ରିଟେକ୍ କରିବା ପାଇଁ ସେ କ୍ୟାମେରା ମ୍ୟାନକୁ କୁହନ୍ତି ଓ କୌଣସି ସଟକୁ ଏକା ଥରରେ ଓକେ ନକରିବା ପାଇଁ ମଧ୍ୟ କହୁଥିଲେ। ସେଥିପାଇଁ କ୍ୟାମେରା ମ୍ୟାନ ମଧ୍ୟ ତାଙ୍କ କଥା ମାନି କେବେ ଲାଇଟ କମ୍ ହୋଇଗଲା ବୋଲି କୁହଁନ୍ତିତ କେବେ ଆଉକିଛି କାରଣ କହି ଦିଅନ୍ତି। ଏଥିପାଇଁ ଧର୍ମେନ୍ଦ୍ର ଏକ କୋର୍ଡ ମଧ୍ୟ ରଖୁଥିଲେ। ଯେବେ ସିନ୍ କୁ ରିଟେକ କରିବାକୁ ପଡିଥାଏ ତେବେ ସେ ନିଜ କାନ ଧରିଦିଅନ୍ତି। ଅନ୍ୟପଟେ ସେ ଯେବେ ସିନକୁ ଓକେ କରିବାକୁ ଚାହୁଁଥିବେ ତେବେ ନାକରେ ହାତ ମାରି ଦିଅନ୍ତି। କ୍ୟାମେରା ମ୍ୟାନ ତାଙ୍କ ଠାର ଠିକ୍ ଠିକ୍ ବୁଝିପାରି ସେହି ଅନୁଯାୟୀ କାମ କରିଥାନ୍ତି।

ଧର୍ମେନ୍ଦ୍ର ଗୋଟେ ସିନ୍ କୁ ରିଟେକ କରିବାକୁ କ୍ୟାମେରା ମ୍ୟାନକୁ ୧୦୦ ଟଙ୍କା ଲାଞ୍ଚ ଦେଉଥିଲେ। ଏମିତିରେ ଯଦି ଗୋଟେ ସିନ ୫ ଥର ସୁଟ ହୁଏ ତେବେ ସେ କ୍ୟାମେରା ମ୍ୟାନକୁ ୫୦୦ଟଙ୍କା ଦେଉଥିଲେ।

‘ଶୋଲେ’ ଫିଲ୍ମରେ ଯେବେ ଧର୍ମେନ୍ଦ୍ର ହେମାଙ୍କୁ ଗଛରୁ ଆମ୍ବ ତୋଳିବା ଶିଖାଉଥିଲେ। ସେ ସେହି ସିନକୁ ଦଶରୁ ଅଧିକଥର ରିଟେକ ନେଇଥିଲେ। ହେମା ଧର୍ମେନ୍ଦ୍ରଙ୍କର ସବୁ ବଦମାସିକୁ ବୁଝୁଥିଲେ। କିଛି ନକହି ଚୁପଚାପ ସଟ୍ ଦେଉଥିଲେ। ହେମାଙ୍କ ମାଆ ଓ ଆଇଙ୍କୁ ଏସବୁ ବରଦାସ୍ତ ନହେଉଥିଲେ ମଧ୍ୟ ସେମାନେ ଏସବୁ ଦେଖିବାକୁ ବାଧ୍ୟ ହେଉଥିଲେ ଓ ଧର୍ମେନ୍ଦ୍ର ପୂରା ଖୋଲାଖୋଲି ଭାବେ ହେମାଙ୍କ ସହ ରୋମାନ୍ସ କରିବାରେ ସଫଳ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story