ରବୀନା କାହିଁକି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ?

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ହିରୋଇନ ରବୀନା ଟଣ୍ଡନଙ୍କ ଜନ୍ମଦିନ। ସେ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ବଲିଉଡରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ରବୀନା ୧୯୯୧ରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଅନେକ ସଫଳତା ମଧ୍ୟ ପାଇଥିଲେ। କିନ୍ତୁ ତାଙ୍କ ଜୀବନରେ ଏମିତି ଏଖ ସମୟ ଆସିଥିଲା  ଯେତେବେଳେ ସେ ସୁଇସାଇଡ୍ କରିବାକୁ ଉଦ୍ୟମ କରିଥିଲେ। ତା’ପୁଣି ଅଜୟ ଦେବଗନଙ୍କ ପାଇଁ। ଜାଣନ୍ତି କାହିଁକି? କଥା ହେଉଛି-  ରବୀନା ଓ ଅଜୟ ଗୋଟିଏ କଲେଜରେ […]

Rakesh Mallick
  • Published: Thursday, 26 October 2017
  • Updated: 26 October 2017, 11:30 AM IST

Sports

Latest News

ମୁମ୍ବାଇ: ଆଜି ହେଉଛି ବଲିଉଡ୍ ହିରୋଇନ ରବୀନା ଟଣ୍ଡନଙ୍କ ଜନ୍ମଦିନ। ସେ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ବଲିଉଡରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।

ରବୀନା ୧୯୯୧ରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଅନେକ ସଫଳତା ମଧ୍ୟ ପାଇଥିଲେ। କିନ୍ତୁ ତାଙ୍କ ଜୀବନରେ ଏମିତି ଏଖ ସମୟ ଆସିଥିଲା  ଯେତେବେଳେ ସେ ସୁଇସାଇଡ୍ କରିବାକୁ ଉଦ୍ୟମ କରିଥିଲେ। ତା’ପୁଣି ଅଜୟ ଦେବଗନଙ୍କ ପାଇଁ। ଜାଣନ୍ତି କାହିଁକି?

RaveenaTandon

କଥା ହେଉଛି-  ରବୀନା ଓ ଅଜୟ ଗୋଟିଏ କଲେଜରେ ପଢୁଥିଲେ। ପରେ ଫିଲ୍ମ ‘ଦିଲୱାଲେ’ରେ ଦୁହେଁ ଏକାଠି କାମ କରିଥିଲେ। ଏହି ଫିଲ୍ମ ଜରିଆରେ ଦୁହେଁ ଖୁବ ନିକଟତର ମଧ୍ୟ ହୋଇଥିଲେ। କିନ୍ତୁ କିଛି ଦିନ ପରେ ଅଜୟ କରିସ୍ମା କପୁରଙ୍କ ନିକଟତର ହୋଇଥିଲେ ଏବଂ ରବୀନାଙ୍କ ଠାରୁ ଦୂରେଇ ଯାଇଥିଲେ। ରବୀନା ଏହା ସହି ନପାରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି କଥାକୁ ନେଇ ରବୀନା ଓ କରିସ୍ମାଙ୍କ ମଧ୍ୟରେ ଖୁବ ଝଗଡ଼ା ମଧ୍ୟ ହୋଇଥିଲା। ଫିଲ୍ମ ‘ଅନ୍ଦାଜ’ରେ ଦୁହେଁ ବେଷ୍ଟ ଫ୍ରେଣ୍ଡ୍‌ ଭୂମିକାରେ ଅଭିନୟ କରିଥିଲେ ବି ଦୁହିଁଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ଅଜୟ କାଜଲଙ୍କୁ ବିବାହ କରିବା ପରେ ତିନି ଜଣଙ୍କ ସ୍ଥିତି ବଦଳି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story