କାହିଁକି ସୁଶାନ୍ତଙ୍କୁ ଫୋନ୍‌ କରି ଗାଳିଦେଲେ ସଲମାନ: ଜାଣନ୍ତୁ କାରଣଟି କ’ଣ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ସବୁବେଳେ ନିଜ ରାଗକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଅନେକ ସେଲିବ୍ରିଟି ତାଙ୍କ ରାଗର ଶିକାର ହୋଇଛନ୍ତି। ଏଥର ଦବଙ୍ଗ ଖାନ୍‌ଙ୍କ ରାଗର ଶିକାର ହୋଇଛନ୍ତି ସୁଶାନ୍ତ ସିଂହ ରାଜପୁତ। ତା’ ପୁଣି ସୁରଜ ପଞ୍ଚାଲିଙ୍କ ପାଇଁ। ମିଡିଆ ରିପୋର୍ଟ ମୁତାବିକ ନିକଟରେ ଏକ ପାର୍ଟିରେ ସୁଶାନ୍ତ ସିଂହ ରାଜପୁତ ଓ ଆଦିତ୍ୟ ପାଞ୍ଚାଲିଙ୍କ ପୁଅ ସୁରଜ ପାଞ୍ଚାଲି ଉପସ୍ଥିତ ଥିଲେ।  ସେହି ପାର୍ଟିରେ ସୁଶାନ୍ତ ସୁରଜ ପାଞ୍ଚାଲିଙ୍କ ସହ ନିଜ ପୁରୁଣା […]

salman

salman

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 10:18 AM IST

Sports

Latest News

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ସବୁବେଳେ ନିଜ ରାଗକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଅନେକ ସେଲିବ୍ରିଟି ତାଙ୍କ ରାଗର ଶିକାର ହୋଇଛନ୍ତି। ଏଥର ଦବଙ୍ଗ ଖାନ୍‌ଙ୍କ ରାଗର ଶିକାର ହୋଇଛନ୍ତି ସୁଶାନ୍ତ ସିଂହ ରାଜପୁତ। ତା’ ପୁଣି ସୁରଜ ପଞ୍ଚାଲିଙ୍କ ପାଇଁ।

ମିଡିଆ ରିପୋର୍ଟ ମୁତାବିକ ନିକଟରେ ଏକ ପାର୍ଟିରେ ସୁଶାନ୍ତ ସିଂହ ରାଜପୁତ ଓ ଆଦିତ୍ୟ ପାଞ୍ଚାଲିଙ୍କ ପୁଅ ସୁରଜ ପାଞ୍ଚାଲି ଉପସ୍ଥିତ ଥିଲେ।  ସେହି ପାର୍ଟିରେ ସୁଶାନ୍ତ ସୁରଜ ପାଞ୍ଚାଲିଙ୍କ ସହ ନିଜ ପୁରୁଣା ଢଙ୍ଗରେ ଅହଂଭାବ ଦେଖେଇ ସାକ୍ଷତ କରିଥିଲେ। ଏହି କଥା ସୁରଜଙ୍କୁ ବହୁତ ଖରାପ ଲାଗିଥିଲା। ଏହି କଥା ସଲମାନଙ୍କ କାନରେ ପହଞ୍ଚି ଯାଇଥିଲା। ତାପରେ ସଲମାନ ଏହି କଥାକୁ ନେଇ ସୁଶାନ୍ତ ସିଂହଙ୍କୁ ଫୋନ୍‌ରେ ଗାଳି କରିଥିଲେ। ଏହି ଘଟଣା ବଢିବାର ଦେଖି  ସୁଶାନ୍ତ ନିଜ ବ୍ୟବହାର ପାଇଁ ସଲମାନ ଖାନ୍‌ଙ୍କୁ କ୍ଷମା ମାଗିଥିଲେ। ସୁଶାନ୍ତଙ୍କ ଖରାପ ବ୍ୟବହାରର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।  କିନ୍ତୁ ଏମିତି ପ୍ରଥମ ଥର ନୁହେଁ ସୁଶାନ୍ତ କାହାକୁ ଖରାପ ବ୍ୟବହାର ଦେଖେଇଛନ୍ତି। ପୂର୍ବରୁ ବି ଅନେକ ଥର ସେ ଖରାପ ବ୍ୟବହାର କରି ସାରିଛନ୍ତି। ଫିଲ୍ମ ‘ରାବ୍‌ତା’ର ଏକ ପ୍ରେସ୍‌ କନ୍‌ଫ୍ରେସ୍‌ରେ  ସେ ରାଗିଯାଇ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story