କାହିଁକି ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ମନା କରୁଛନ୍ତି ତାପସୀ ?

ମୁମ୍ୱାଇ: ତାପସୀ ପାନୁ ବଲିଉଡ୍‌ରେ ପ୍ରବେଶ କରିବାର କିଛି ସମୟ ମଧ୍ୟରେ ଖୁବ୍‌ ନାମ କମାଇ ସାରିଛନ୍ତି। ‘ପିଙ୍କ୍‌’ ଫିଲ୍ମର ସଫଳତା ପରେ ‘ନାମ୍‌ ସବାନା’ ଓ ‘ଜୁଡୁୱା-୨’ ପରି ଫିଲ୍ମରେ କାମ କରି ଅନେକ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ‘ଏଣ୍ଟର୍‌ଟେନ୍‌ମେଣ୍ଟ କି ରାତ’ ନାମକ ଏକ ରିୟାଲିଟି ଶୋ’ରେ ସାମିଲ୍ ହୋଇଥିଲେ ତାପସୀ। ଏହି ଶୋ’ରେ କେଉଁ ଅଭିନେତ୍ରୀଙ୍କ ସହ ଭବିଷ୍ୟତରେ କାମ କରିବାକୁ ପସନ୍ଦ କରିବେ ନାହିଁ ବୋଲି ଏକ ପ୍ରଶ୍ନରେ ସେ ଜ୍ୟାକଲିନ୍‌ଙ୍କ […]

tapasee

tapasee

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 12:35 PM IST

Sports

Latest News

ମୁମ୍ୱାଇ: ତାପସୀ ପାନୁ ବଲିଉଡ୍‌ରେ ପ୍ରବେଶ କରିବାର କିଛି ସମୟ ମଧ୍ୟରେ ଖୁବ୍‌ ନାମ କମାଇ ସାରିଛନ୍ତି। ‘ପିଙ୍କ୍‌’ ଫିଲ୍ମର ସଫଳତା ପରେ ‘ନାମ୍‌ ସବାନା’ ଓ ‘ଜୁଡୁୱା-୨’ ପରି ଫିଲ୍ମରେ କାମ କରି ଅନେକ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ‘ଏଣ୍ଟର୍‌ଟେନ୍‌ମେଣ୍ଟ କି ରାତ’ ନାମକ ଏକ ରିୟାଲିଟି ଶୋ’ରେ ସାମିଲ୍ ହୋଇଥିଲେ ତାପସୀ। ଏହି ଶୋ’ରେ କେଉଁ ଅଭିନେତ୍ରୀଙ୍କ ସହ ଭବିଷ୍ୟତରେ କାମ କରିବାକୁ ପସନ୍ଦ କରିବେ ନାହିଁ ବୋଲି ଏକ ପ୍ରଶ୍ନରେ ସେ ଜ୍ୟାକଲିନ୍‌ଙ୍କ ନାମ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଜ୍ୟାକଲିନ୍‌ଙ୍କ ସହ ‘ଜୁଡୁୱା-୨’ରେ ଏକାଠି କାମ କରିସାରିଛନ୍ତି ତାପସୀ।

ତାପସୀ କହିଛନ୍ତି, ଜ୍ୟାକଲିନ୍‌ଙ୍କ ଶରୀର ବେଶ ଆକର୍ଷକ। ତାଙ୍କ ଶରୀରକୁ ନେଇ ମୋତେ ଇର୍ଷା ହୋଇଥାଏ। ଏହି କାରଣରୁ ଭବିଷ୍ୟତରେ ଜ୍ୟାକ୍‌ଲିନ୍‌ଙ୍କ ସହ କାମ କରିବାକୁ ପସନ୍ଦ କରିବି ନାହିଁ।

ସୂଚନାଯୋଗ୍ୟ, ଲଣ୍ଡନ୍‌ରେ ‘ଜୁଡୁୱା-୨’ର ସୁଟିଂ ଚାଲୁଥିବା ସମୟରେ ଜ୍ୟାକଲିନ୍‌ଙ୍କ ତାପସୀଙ୍କର ଯୁକ୍ତିତର୍କ ହୋଇଥିବା ଶୁଣିବାକୁ ମିଳୁଥିଲା। ହେଲେ ଏହି କଥାକୁ ମିଛ ବୋଲି ଉଭୟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story