‘ମୁଁ ସନ୍ନି ଲିଓନି ହେବି’

ନୂଆଦିଲ୍ଲୀ: “ମୁଁ ସନ୍ନି ଲିଓନିଙ୍କ ଭଳି ହେବାକୁ ଚାହେଁ। ତାଙ୍କ ଭଳି ଚେହେରା ଓ ତାଙ୍କ ଭଳି ବୋଲ୍ଡ ଅନ୍ଦାଜରେ ଲକ୍ଷ ଲକ୍ଷ ପୁରୁଷଙ୍କ ଆକର୍ଷଣର କେନ୍ଦ୍ର ହେବାକୁ ଚାହେଁ । ଆଉ ପ୍ରଥମ ଦଫାରେ ହିନ୍ଦୀ ପର୍ନ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମୋର ଇଚ୍ଛା।” ଏହା କେଉଁ ସୁନ୍ଦରୀ ଅଭିନେତ୍ରୀ କହି ନାହାନ୍ତି । କହିଛନ୍ତି ଜଣେ କିନ୍ନର। ଗୁଜରାଟର ଭଦୋଦରାରେ ଜନ୍ମିତ ଜୋୟା ଖାନ୍‌ଙ୍କ ଏଭଳି କଥା ଏବେ ଭାରି ଚର୍ଚ୍ଚାରେ। ସେ କହିଛନ୍ତି […]

k-uuu

k-uuu

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 08:45 AM IST

Sports

Latest News

ନୂଆଦିଲ୍ଲୀ: “ମୁଁ ସନ୍ନି ଲିଓନିଙ୍କ ଭଳି ହେବାକୁ ଚାହେଁ। ତାଙ୍କ ଭଳି ଚେହେରା ଓ ତାଙ୍କ ଭଳି ବୋଲ୍ଡ ଅନ୍ଦାଜରେ ଲକ୍ଷ ଲକ୍ଷ ପୁରୁଷଙ୍କ ଆକର୍ଷଣର କେନ୍ଦ୍ର ହେବାକୁ ଚାହେଁ । ଆଉ ପ୍ରଥମ ଦଫାରେ ହିନ୍ଦୀ ପର୍ନ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମୋର ଇଚ୍ଛା।”

ଏହା କେଉଁ ସୁନ୍ଦରୀ ଅଭିନେତ୍ରୀ କହି ନାହାନ୍ତି । କହିଛନ୍ତି ଜଣେ କିନ୍ନର। ଗୁଜରାଟର ଭଦୋଦରାରେ ଜନ୍ମିତ ଜୋୟା ଖାନ୍‌ଙ୍କ ଏଭଳି କଥା ଏବେ ଭାରି ଚର୍ଚ୍ଚାରେ। ସେ କହିଛନ୍ତି ଯେ, ସନ୍ନି ତାଙ୍କ ଆଦର୍ଶ। ଆଉ ସେ ତାଙ୍କୁ ହିଁ ଫଲୋ କରୁଛନ୍ତି। ଆଉ ଆଶା ରଖିଛନ୍ତି ନିକଟରେ ସେ ବି ଜଣେ ସଫଳ ପର୍ନଷ୍ଟାର ହୋଇପାରିବେ।

ଜୋୟା ଜନ୍ମରୁ ପୁରୁଷ ଥିବା ବେଳେ ୧୫ ବର୍ଷ ବୟସରେ ସେ ନିଜକୁ ନାରୀ ଭାବେ ସଜେଇବାକୁ ଭଲପାଇବାକୁ ଲାଗିଲେ। ନାରୀସୁଲଭ ସମସ୍ତ ଗୁଣ ଥିବା ଅନୁଭବ କଲେ। ବହୁ ବାଧାବିଘ୍ନ ସତ୍ତ୍ୱେ ସେ ୫ ବର୍ଷ ତଳେ  ଅସ୍ତ୍ରୋପଚାର କରି ସମ୍ପୁର୍ଣ୍ଣ ନାରୀ ହୋଇପାରିଛନ୍ତି। ମଡେଲିଂ ପ୍ରତି ରୁଚି ଥିବାରୁ ସେ ଏହି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଏବେ ଅଭିନୟ ଜଗତକୁ ମୁହଁଇଛନ୍ତି ବୋଲି କୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos