ଜୋୟାଙ୍କ ଫିଲ୍ମରେ ରଣଭୀର ଓ ଆଲିଆଙ୍କ ଯୋଡ଼ି

ମୁମ୍ବାଇ: ବଲିଉଡ ହିରୋ ରଣଭୀର ସିଂହଙ୍କୁ ନେଇ ଏବେ ଇଣ୍ଡଷ୍ଟ୍ରିରେ ଖୁବ୍‌ ଡିମାଣ୍ଡ ରହିଛି। ଗୋଟି ଏପରେ ଗୋଟିଏ ଫିଲ୍ମରେ ସେ ସାଇନ୍ କରିବାରେ ବ୍ୟସ୍ତ। ନିକଟରେ ରିଲିଜ ହେବାକୁ ଥିବା ଫିଲ୍ମ ‘ବେଫିକ୍ରେ’ ପରେ ବର୍ତ୍ତମାନ ସେ ଜୋୟା ଅଖତରଙ୍କ ଆଗାମୀ ଫିଲ୍ମ ପାଇଁ ସାଇନ୍ କରିଛନ୍ତି। ଏହି ଫିଲ୍ମରେ ସେ ଆଲିଆ ଭଟ୍ଟଙ୍କ ସହ ରୋମାନ୍ସ କରିବାରେ ନଜିର ଆସିବେ। ଏହା ପୂର୍ବରୁ ମଧ୍ୟ ରଣବୀର ବଲିଉଡର ବହୁ ହିରୋଇନଙ୍କ ସହ ନିଜ ରୋମାନ୍ସର […]

alia-bhatt-ranveer-singh

alia-bhatt-ranveer-singh

Rakesh Mallick
  • Published: Wednesday, 09 November 2016
  • Updated: 11 November 2016, 04:56 PM IST

Sports

Latest News

ମୁମ୍ବାଇ: ବଲିଉଡ ହିରୋ ରଣଭୀର ସିଂହଙ୍କୁ ନେଇ ଏବେ ଇଣ୍ଡଷ୍ଟ୍ରିରେ ଖୁବ୍‌ ଡିମାଣ୍ଡ ରହିଛି। ଗୋଟି ଏପରେ ଗୋଟିଏ ଫିଲ୍ମରେ ସେ ସାଇନ୍ କରିବାରେ ବ୍ୟସ୍ତ। ନିକଟରେ ରିଲିଜ ହେବାକୁ ଥିବା ଫିଲ୍ମ ‘ବେଫିକ୍ରେ’ ପରେ ବର୍ତ୍ତମାନ ସେ ଜୋୟା ଅଖତରଙ୍କ ଆଗାମୀ ଫିଲ୍ମ ପାଇଁ ସାଇନ୍ କରିଛନ୍ତି। ଏହି ଫିଲ୍ମରେ ସେ ଆଲିଆ ଭଟ୍ଟଙ୍କ ସହ ରୋମାନ୍ସ କରିବାରେ ନଜିର ଆସିବେ।

ଏହା ପୂର୍ବରୁ ମଧ୍ୟ ରଣବୀର ବଲିଉଡର ବହୁ ହିରୋଇନଙ୍କ ସହ ନିଜ ରୋମାନ୍ସର ଅନ୍ଦାଜ ଦେଖାଇ ସାରିଛନ୍ତି। ବର୍ତ୍ତମାନ ରଣଭୀର ‘ପଦ୍ମାବତୀ’ର ସୁଟିଂ ବ୍ୟସ୍ତ ଥିବାରୁ ଜୋୟାଙ୍କ ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ। ଫିଲ୍ମରେ ସୈଫଙ୍କ ଝିଅ ସାରା ଖାନ୍‌ଙ୍କୁ ମଧ୍ୟ ସାଇନ୍‌ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos