ସ୍ୱାମୀ: ମୋ ପାଖରେ ଏମିତି କ’ଣ ଦେଖିଲ ଯେ, ବାହା ହେବାକୁ ରାଜି ହୋଇଗଲ ? ସ୍ତ୍ରୀ: ଧେତ୍‌ କହିବିନି… ସ୍ୱାମୀ: ପ୍ଲିଜ୍‌ ଥରେ କୁହନା.. ସ୍ତ୍ରୀ: ରାଗିବନି ଟି ? ସ୍ୱାମୀ: ଆରେ, ରାଗିବିନି କହୁଛି ପା, କହୁନ ସ୍ତ୍ରୀ: ଆମ ବାଲକୋନୀରୁ ସବୁବେଳେ ତୁମକୁ ଲୁଗା କାଚିବା, ବାସନ ମାଜିବା, ରୁଟି ବେଲିବା ଦେଖିଛି ତ …

hu8

Mihir Pattnayak
  • Published: Sunday, 19 August 2018
  • , Updated: 19 August 2018, 12:32 PM IST

ସ୍ୱାମୀ: ମୋ ପାଖରେ ଏମିତି କ’ଣ ଦେଖିଲ ଯେ, ବାହା ହେବାକୁ ରାଜି ହୋଇଗଲ ?

ସ୍ତ୍ରୀ: ଧେତ୍‌ କହିବିନି...

ସ୍ୱାମୀ: ପ୍ଲିଜ୍‌ ଥରେ କୁହନା..

ସ୍ତ୍ରୀ: ରାଗିବନି ଟି ?

ସ୍ୱାମୀ: ଆରେ, ରାଗିବିନି କହୁଛି ପା, କହୁନ

ସ୍ତ୍ରୀ: ଆମ ବାଲକୋନୀରୁ ସବୁବେଳେ ତୁମକୁ ଲୁଗା କାଚିବା, ବାସନ ମାଜିବା, ରୁଟି ବେଲିବା ଦେଖିଛି ତ ...

Related story