ଜଏଣ୍ଟ ପେନ୍‌ରୁ ଉପସମ ପାଇଁ ଲାଭଦାୟୀ ଲେମ୍ବୁଚୋପା: ହେଲେ କେମିତି, ଆସନ୍ତୁ ଜାଣିବା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜିକାଲି ଆଣ୍ଠୁଗଣ୍ଠି ଦରଜ ବା ବିନ୍ଧା ଛିଟ୍‌କା ଏକ ସାଧାରଣ ସମସ୍ୟା । ଅଳ୍ପ ବୟସରେ ମଧ୍ୟ ଲୋକେ ଏହି ସମସ୍ୟାର ଶିକାର ହେଉଛନ୍ତି। ଯାହାକୁ ସାଧାରଣ ଭାଷାରେ ଗଣ୍ଠି ସମସ୍ୟା ବା ଜଏଣ୍ଟ ପେନ୍‌ ବୋଲି ଆମେ କହୁ। ଏହି ରୋଗର ଘରୋଇ ଉପଚାର ଅଛି। ଅଧିକାଂଶ ପାଠକ ଏ ବାବଦରେ ହୁଏତ ଜାଣି ନ ଥିବେ । ତାହାଲେ ଆସନ୍ତୁ ଜାଣିବା କ’ଣ କଲେ ଜଏଣ୍ଟ ପେନ୍‌ରୁ ମୁକ୍ତି ମିଳିବ । […]

big

big

Rakesh Mallick
  • Published: Saturday, 04 November 2017
  • Updated: 06 November 2017, 03:49 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜିକାଲି ଆଣ୍ଠୁଗଣ୍ଠି ଦରଜ ବା ବିନ୍ଧା ଛିଟ୍‌କା ଏକ ସାଧାରଣ ସମସ୍ୟା । ଅଳ୍ପ ବୟସରେ ମଧ୍ୟ ଲୋକେ ଏହି ସମସ୍ୟାର ଶିକାର ହେଉଛନ୍ତି। ଯାହାକୁ ସାଧାରଣ ଭାଷାରେ ଗଣ୍ଠି ସମସ୍ୟା ବା ଜଏଣ୍ଟ ପେନ୍‌ ବୋଲି ଆମେ କହୁ। ଏହି ରୋଗର ଘରୋଇ ଉପଚାର ଅଛି। ଅଧିକାଂଶ ପାଠକ ଏ ବାବଦରେ ହୁଏତ ଜାଣି ନ ଥିବେ । ତାହାଲେ ଆସନ୍ତୁ ଜାଣିବା କ’ଣ କଲେ ଜଏଣ୍ଟ ପେନ୍‌ରୁ ମୁକ୍ତି ମିଳିବ ।

ନିଜ ଜୀବନଶୈଳୀକୁ ସନ୍ତୁଳିତ ଭାବେ ରଖିଲେ ଓ ଖାଇବା ପିଇବା ପ୍ରତି ଧ୍ୟାନ ଦେଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଜଏଣ୍ଟ ପେନ୍‌ରୁ ମୁକ୍ତି ପାଇଁ ନିୟମିକ ବ୍ୟାୟାମ ଓ ପୃଷ୍ଟିକର ଖାଦ୍ୟ ନିହାତି ଜରୁରୀ। ଏହା ବ୍ୟତିତ ଏଥିରୁ ମୁକ୍ତି ପାଇଁ ମହୌଷଧୀ ହେଉଛି ଲେମ୍ବୁ। ଲେମ୍ବୁରେ ପୋଷକ ତତ୍ତ୍ଵ ଭରି ରହିଛି । ମ୍ୟାଗ୍ନେସିଅମ,ପଟାସିଅମ, କ୍ୟାଲସିଅମ, କୋଲିକ ଏସିଡ , ଫସଫରସ, ଭିଟାମିନ ‘ଏ’, ‘ସି’, ‘ବି ୧‘ ଓ ‘ବି ୬‘ ଲେମ୍ବୁରେ ପ୍ରଚୁର ମାତ୍ରାରେ ରହିଛି । ଖାଲି ଲେମ୍ବୁ ରସ ନୁହେଁ ଲେମ୍ବୁ ଚୋପା ମଧ୍ୟ ବହୁତ ଉପକାରୀ। ଯାହାକି ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

ଆହୁରି ମଧ୍ୟ ପଢନ୍ତୁ: ରୁହନ୍ତୁ ସତର୍କ: ଶୀତ ଦିନେ ବ୍ରେନ୍‌ ଷ୍ଟ୍ରୋକ୍‌ର ସମ୍ଭାବନା ଅଧିକ

ପ୍ରଥମେ ଲେମ୍ବୁ ଚୋପାକୁ ଏକ ଜାର୍‌ରେ ରଖନ୍ତୁ। ସେଥିରେ କିଛି ଅଲିଭ ଅଏଲ ଢାଳି ଜାରକୁ ଭଲ କରି ବନ୍ଦ କରି ଦିଅନ୍ତୁ। ଦୁଇସପ୍ତାହ ସେହିପରି ଅବସ୍ଥାରେ ରଖିବା ପରେ ସେହି ମିଶ୍ରଣକୁ ଆପଣ ଗଣ୍ଠି ଯନ୍ତ୍ରଣା ଉପସମ ପାଇଁ ବ୍ୟବହାର କରି ପାରିବେ। ରେସମ କପଡ଼ାରେ ଏହି ମିଶ୍ରଣକୁ ନେଇ, ବିନ୍ଧା ବା ଦର୍ଜ ହେଉଥିବା ଜାଗାରେ ଲଗାନ୍ତୁ ଓ ବ୍ୟାଣ୍ଡେଜରେ ଭଲକି କଭର କରି ଦିଅନ୍ତୁ। ଦେଖିବେ କିଛି ସମୟ ପରେ ଆପଣଙ୍କୁ ଉପଶମ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story