ଗାର୍ଲଫ୍ରେଣ୍ଡଙ୍କ ପାଖରେ ଆକର୍ଷଣୀୟ ଦିଶିବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ୧୦ଟି ଉପାୟ

କଲେଜରେ ପଢ଼ୁଥିବା ପିଲାମାନେ ଅନ୍ୟକୁ ଆକର୍ଷିତ କରିବାକୁ ବହୁତ କିଛି କରିଥାନ୍ତି। କିଏ ବାଳକୁ ଷ୍ଟାଇଲ କରିଥାଏ ତ ଆଉ କିଏ ଟାଟୁ ବନାଇଥାଏ। ବିଶେଷ କରି ପୁଅମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ପ୍ରାୟ ସମସ୍ତ କଲେଜ ପଢୁଆ ପୁଅଙ୍କର ଇଚ୍ଛା ଥାଏ ତାଙ୍କର ବି ଜଣେ ଗାର୍ଲଫ୍ରେଣ୍ଡ ହେଉ। ଏଥିପାଇଁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ତେବେ ଗାର୍ଲଫ୍ରେଣ୍ଡ ପାଇବାକୁ ହେଲେ ଆପଣଙ୍କ ପାଖରେ ବି ଝିଅଙ୍କୁ ଆକର୍ଷିତ କରିବା ଭଳି ଗୁଣ ରହିବା […]

cool-guy

cool-guy

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 09:42 AM IST

କଲେଜରେ ପଢ଼ୁଥିବା ପିଲାମାନେ ଅନ୍ୟକୁ ଆକର୍ଷିତ କରିବାକୁ ବହୁତ କିଛି କରିଥାନ୍ତି। କିଏ ବାଳକୁ ଷ୍ଟାଇଲ କରିଥାଏ ତ ଆଉ କିଏ ଟାଟୁ ବନାଇଥାଏ। ବିଶେଷ କରି ପୁଅମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ପ୍ରାୟ ସମସ୍ତ କଲେଜ ପଢୁଆ ପୁଅଙ୍କର ଇଚ୍ଛା ଥାଏ ତାଙ୍କର ବି ଜଣେ ଗାର୍ଲଫ୍ରେଣ୍ଡ ହେଉ। ଏଥିପାଇଁ ସେମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ତେବେ ଗାର୍ଲଫ୍ରେଣ୍ଡ ପାଇବାକୁ ହେଲେ ଆପଣଙ୍କ ପାଖରେ ବି ଝିଅଙ୍କୁ ଆକର୍ଷିତ କରିବା ଭଳି ଗୁଣ ରହିବା ଦରକାର। ଏଥିପାଇଁ ନିଜକୁ ଫ୍ରେସ୍‌ ଓ ହେଲଦି ରଖିବାକୁ ପଡିବ। ଯାହାର ଲୁକ୍‌ ଓ ପର୍ସନାଲିଟି ଯେତେ କୁଲ ହେବ ସେ ସେତେ ଅଧିକ ଅନ୍ୟକୁ ଆକର୍ଷିତ କରି ପାରିବ। ଯଦି ଆପଣ କଲେଜରରେ ପଢ଼ୁଛନ୍ତି ତେବେ ଆପଣାନ୍ତୁ ଏହି ୧୦ଟି ଉପାୟ ଯାହା ଆପଣଙ୍କୁ ଫ୍ରେସ୍‌ ଓ ହେଲଦି ରଖିବେ।

ପଇଡ଼ ପାଣି: ପ୍ରତିଦିନ ଅତି କମରେ ଥରେ ପଇଡ଼ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଏନର୍ଜେଟିକ ରଖିବ।

କଦଳୀ: ପ୍ରତିଦିନ ଗୋଟିଏ କଦଳୀ ଖାଇଲେ ମନ ସ୍ଥିର ରହିବ। ଏହା ଆପଣଙ୍କୁ ଦିନସାରା ଆକ୍ଟିଭ ରଖିବ।

ଦହି: କଲେଜ ପଢ଼ୁଆ ପୁଅମାନେ ପ୍ରତିଦିନ ଦହି ଖାଇବା ଉଚିତ। କାରଣ ଏହା ଆପଣଙ୍କ ଓଜନକୁ କଣ୍ଟ୍ରୋଲ କରିଥାଏ। ଓଜନ କଣ୍ଟ୍ରୋଲରେ ରହିଲେ ଆପଣ କ୍ୟୁଟ୍‌ ଲାଗିବେ।

ବାଦାମ: ପ୍ରତିଦିନ ଗୋଟେ ମୁଠା ବାଦମ ଖାଆନ୍ତୁ। ଏହା ରକ୍ତ ସଂଚାଳନ ଠିକ୍‌ ରଖିଥାଏ। ଏହା ଆପଣଙ୍କ ଆତ୍ମବିଶ୍ୱାସ ବଢାଇଥାଏ।

ଏଲୋବରା ଜୁସ୍‌: କଲେଜ ପଢୁଆ ପୁଅମାନଙ୍କୁ ପ୍ରତିଦିନ ଏଲୋବେରା ଜୁସ୍ ଗୋଟେ ଗ୍ଲାସ୍‌ ନିହାତି ପିଇବା ଦରକାର। ଏହା ଆପଣଙ୍କ ବାଳ ଝଡ଼ିବା ରୋକିବା ସହ ଏହାକୁ ସତେଜ ରଖିଥାଏ। କାରଣ ଆପଣଙ୍କ ବାଳ ହିଁ ଆପଣଙ୍କୁ ଅଧିକ ଆକର୍ଷଣୀୟ ଦେଖିବାରେ ସହାୟକ ହୋଇଥାଏ।

ବିଲାତି: ଆପଣ ନିଜର ରଙ୍ଗକୁ ନେଇ ଦୁଃଖିତ କି ? ଏଥିରେ ଦୁଃଖି ହେବାର କିଛି ନାହିଁ। ବିଲାଟିର ପେଷ୍ଟ ବନାଇ ମୁହଁରେ ଲଗାନ୍ତୁ। ଏହା ଆପଣଙ୍କ ମୁହଁରେ ଉଜ୍ୱଳତା ଭରିଦେବ ଓ ଆପଣ ବହୁତ ସୁନ୍ଦର ଦିଶିବେ।

ଅଣ୍ଡା: ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଆଖାନ୍ତୁ। ଏହା ଆପଣଙ୍କ ମସଲ୍ସକୁ ପରଫେକ୍ଟ ବନାବ। ଏହାଦ୍ୱାରା ଆପଣଙ୍କ ଲୁକ୍‌ ଆକର୍ଷଣୀୟ ହେବା ସହ ପର୍ସନାଲିଟି ବଢ଼ିବ।

ବେସନ: ବେସନରେ ମୋହୁ ମିଶାଇ ମୁହଁରେ ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କ ରଙ୍ଗ ଗୋରା ହେବ ଓ ଆପଣ ଅଧିକ ହ୍ୟାଣ୍ଡସମ୍‌ ଲାଗିବେ।

ପାନମୋଉରୀ: ପ୍ରତିଦିନ ପାନମୋଉରୀ ଖାଇଲେ ମୁଖଗନ୍ଦ ଦୂର ହୋଇଥାଏ। ଏହା ଆପଣଙ୍କ ଇମ୍ପ୍ରେସନ ବଢ଼ାଇଥାଏ ଓ ଆପଣ ସାଙ୍ଗମାନଙ୍କ ସହ ଅଧିକ ମିଶି ପାରିବେ।

ଗ୍ରୀନ୍‌ ଟି: ପ୍ରତିଦିନ ଗ୍ରୀନ୍‌ ଟି ପିଅନ୍ତୁ। ଏହା ଆପଣଙ୍କ ଓଜନକୁ କଣ୍ଟ୍ରୋଲରେ ରଖିବ। ପୂରାଦିନ ଆପଣ ଆକ୍ଟିଭ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story