ନିଆରା ଲୁକ୍‌ର ଜିନ୍‌ସ୍‌, ଦାମ୍ ୨୬ ହଜାର ଟଙ୍କା

ନୂଆଦିଲ୍ଲୀ: ଯୁଗ ଅନୁସାରେ ଲୋକଙ୍କର ରୁଚି ବି ବଦଳିବାରେ ଲାଗିଛି। ଏବେ ଆପଣ ବଜାରରେ ବିଭିନ୍ନ ପ୍ରକାରର ଫ୍ୟାଶନେବଲ୍‌ ଜିନ୍‌ସ୍‌ ଦେଖୁଥିବେ। ଏଥିପ୍ରତି ଯୁବପିଢ଼ିଙ୍କର ଆଗ୍ରହ ମଧ୍ୟ ବଢ଼ିବାରେ ଲାଗିଛି। ବିଦାୟୀ ବର୍ଷ ଅର୍ଥାତ୍‌ ୨୦୧୮ରେ ଏପରି ଏକ ଜିନ୍‌ସ୍‌ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା, ଯେଉଁଥିରେ କେବଳ ପକେଟ୍‌ ଓ ଜିପ୍‌ ରହିଥିଲା। ଗୋଡ଼ରୁ ପାଦ ଯାଏ ଲୁଚାଇବା ପାଇଁ କିଛି କପଡ଼ା ନଥିଲା। ଏହି ଜିନ୍‌ସ୍‌ଟି ଏତେ ମାତ୍ରାରେ ପପୁଲାର୍ ହୋଇଥିଲା ଯେ ୧୧ ହଜାର […]

Capture13

Capture13

Puspanjali Panda
  • Published: Tuesday, 15 January 2019
  • Updated: 15 January 2019, 06:30 PM IST

Sports

Latest News

ନୂଆଦିଲ୍ଲୀ: ଯୁଗ ଅନୁସାରେ ଲୋକଙ୍କର ରୁଚି ବି ବଦଳିବାରେ ଲାଗିଛି। ଏବେ ଆପଣ ବଜାରରେ ବିଭିନ୍ନ ପ୍ରକାରର ଫ୍ୟାଶନେବଲ୍‌ ଜିନ୍‌ସ୍‌ ଦେଖୁଥିବେ। ଏଥିପ୍ରତି ଯୁବପିଢ଼ିଙ୍କର ଆଗ୍ରହ ମଧ୍ୟ ବଢ଼ିବାରେ ଲାଗିଛି। ବିଦାୟୀ ବର୍ଷ ଅର୍ଥାତ୍‌ ୨୦୧୮ରେ ଏପରି ଏକ ଜିନ୍‌ସ୍‌ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା, ଯେଉଁଥିରେ କେବଳ ପକେଟ୍‌ ଓ ଜିପ୍‌ ରହିଥିଲା। ଗୋଡ଼ରୁ ପାଦ ଯାଏ ଲୁଚାଇବା ପାଇଁ କିଛି କପଡ଼ା ନଥିଲା। ଏହି ଜିନ୍‌ସ୍‌ଟି ଏତେ ମାତ୍ରାରେ ପପୁଲାର୍ ହୋଇଥିଲା ଯେ ୧୧ ହଜାର ଟଙ୍କାରୁ ଅଧିକ ମୂଲ୍ୟ ସତ୍ତ୍ୱେ ଏହା ବଜାରକୁ ଆସିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ବିକ୍ରି ହୋଇ ଯାଇଥିଲା।

ଏବେ ୨୦୧୯ରେ ଏପରି ଏକ ଜିନ୍‌ସ୍‌ ବଜାରକୁ ଆସିଛି, ଯାହା ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।

ନୂଆ ବର୍ଷରେ ବଜାରକୁ ଆସିଥିବା ଏହି ଜିନସ୍‌ଟିକୁ ୟୁକ୍ରେନ୍‌ର ଡିଜାଇନର୍‌ କସେନିଆ ଶନାଇଡର୍‌ ତିଆରି କରିଛନ୍ତି। ଯାହାକୁ ସୋଶାଲ ମିଡିଆରେ ଟ୍ରୋଲ୍‌ କରାଯାଉଛି।

ଏହି ଜିନ୍‌ସ୍‌ର ବିଶେଷତ୍ୱ ହେଉଛି, ଏହାର ଗୋଟିଏ ଗୋଡ଼ର ପ୍ୟାଣ୍ଟ୍‌ ଫିଟିଙ୍ଗ୍‌ ଥିବା ବେଳେ ଅନ୍ୟଟିକୁ ଅଧିକ ଲୁଜ୍‌ ରଖାଯାଇଛି।
https://www.instagram.com/p/BsVo9bghcme/?utm_source=ig_web_copy_link

ଏଥିପାଇଁ ଇନ୍‌ଷ୍ଟାଗ୍ରାମ୍‌ର ୟୁଜର୍‌ ଏହା ପ୍ରକୃତରେ କି ପ୍ରକାର ଜିନ୍‌ସ୍‌, ତାହା ବୁଝିପାରୁ ନାହାନ୍ତି।  କେହି କେହି ଏହି ଜିନ୍‌ସ୍‌କୁ ବର୍ତ୍ତମାନ ସୁଦ୍ଧା ବାହାରିଥିବା ସବୁ ଜିନ୍‌ସ୍‌ ଠାରୁ ବକ୍‌ବାସ୍‌ ଷ୍ଟାଇଲ୍‌ ବୋଲି କହୁଛନ୍ତି।
ଏହି ଜିନସ୍‌ର ଦାମ୍‌ ୨୯୦ ୟୁରୋ, ଯାହା ଭାରତୀୟ ମୁଦ୍ରାରେ ୨୬ ହଜାର ୫୩୭ ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story