ଯାତ୍ରା କରିବା ବେଳେ ବାନ୍ତି ହେଉଛି କି? ଖାଆନ୍ତୁ ନାହିଁ ଏହି ୩ଟି ଖାଦ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଲୋକେ ବସ୍‌ରେ ବାନ୍ତି କରୁଥିବା ଆପଣମାନେ ଦେଖିଥିବେ। ଅସୁସ୍ଥତା ହେତୁ ସେମାନେ ବାନ୍ତି କରନ୍ତି ନାହିଁ। ବସ୍‌ରେ ବସିବା ମାତ୍ରେ ସେମାନଙ୍କ ମୁଣ୍ଡ ବୁଲାଏ ଓ ସେମାନେ ବାନ୍ତି କରନ୍ତି। ଖାଲି ବସ୍‌ ନୁହେଁ, ଜଣେ ଜଣେ କାର୍ ଆଦିରେ ଦୂର ସ୍ଥାନକୁ ଯାତ୍ରା କଲେ ମଧ୍ୟ ବାନ୍ତି କରନ୍ତି। ସେଥିପାଇଁ ଆପଣ ଦେଖିଥିବେ କେହି କେହି ବସ୍ ଆଦିରେ ପାଖ ହେଉ ଅବା ଦୂର ଯାତ୍ରା କଲା ବେଳେ […]

travel

travel

Jyoshna Pradhan
  • Published: Tuesday, 11 September 2018
  • Updated: 11 September 2018, 07:49 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଲୋକେ ବସ୍‌ରେ ବାନ୍ତି କରୁଥିବା ଆପଣମାନେ ଦେଖିଥିବେ। ଅସୁସ୍ଥତା ହେତୁ ସେମାନେ ବାନ୍ତି କରନ୍ତି ନାହିଁ। ବସ୍‌ରେ ବସିବା ମାତ୍ରେ ସେମାନଙ୍କ ମୁଣ୍ଡ ବୁଲାଏ ଓ ସେମାନେ ବାନ୍ତି କରନ୍ତି।

ଖାଲି ବସ୍‌ ନୁହେଁ, ଜଣେ ଜଣେ କାର୍ ଆଦିରେ ଦୂର ସ୍ଥାନକୁ ଯାତ୍ରା କଲେ ମଧ୍ୟ ବାନ୍ତି କରନ୍ତି। ସେଥିପାଇଁ ଆପଣ ଦେଖିଥିବେ କେହି କେହି ବସ୍ ଆଦିରେ ପାଖ ହେଉ ଅବା ଦୂର ଯାତ୍ରା କଲା ବେଳେ ସାଙ୍ଗରେ ଲେମ୍ବୁ ଧରି ଥାଆନ୍ତି ଏବଂ ଏହାକୁ ଶୁଙ୍ଘି ଶୁଙ୍ଘି ଯାଆନ୍ତି। ଆଉ କେହି କେହି ଯାତ୍ରା କରିବା ପୂର୍ବରୁ ଔଷଧ ଖାଆନ୍ତି। ବାନ୍ତି ଭୟରେ ଜଣେ ଜଣେ ଯାତ୍ରା କରିବା ପୂର୍ବରୁ ଆଦୌ ଖାଆନ୍ତି ନାହିଁ। ତେବେ ଏସବୁ କରିବା ସତ୍ତ୍ୱେ ସେମାନଙ୍କର ବାନ୍ତି ହୋଇଥାଏ।

ଯାତ୍ରା ପୂର୍ବରୁ ଆଦୌ ଖାଦ୍ୟ ନଖାଇଲେ ବି ସମସ୍ୟା ଅଛି। ଏହା ଦ୍ୱାରା ପେଟ ଖରାପ ହୋଇଥାଏ। ଯାତ୍ରା ପୂର୍ବରୁ ଅବା ଯାତ୍ରା ସମୟରେ ହାଲ୍‌କା ଖାଦ୍ୟ ଖାଆନ୍ତି। କିଛି ଖାଦ୍ୟ ଅଛି ଯେଉଁଗୁଡ଼ିକୁ ଖାଇଲେ ଭଲ ଲୋକର ବି ଦେହ ଖରାପ ହେବା ସହିତ ବାନ୍ତି ହୋଇଯିବ।

ତା’ହେଲେ ଆସନ୍ତୁ ଜାଣିବା ଯେଉଁମାନଙ୍କର ଯାତ୍ରା ବେଳେ ବାନ୍ତି ହୁଏ, ସେମାନେ କ’ଣ ଖାଇବା ଉଚିତ୍ ନୁହେଁ।

୧- ଯାତ୍ରା କରିବା ସମୟରେ ବ୍ରେଡ୍‌, ପାସ୍ତା, ନୁଡଲ୍‌ ଓ ଭାତ ପରି ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଯାତ୍ରା କରିବା ସମୟରେ ଆପଣ ବସି ରହନ୍ତି। ଆଉ ବସି ରହିଲେ ଏସବୁ ଖାଦ୍ୟ ହଜମ ହୋଇପାରି ନଥାଏ।

୨-. ସେହିପରି ଯାତ୍ରା କରିବା ସମୟରେ ଫ୍ରାଏ ସ୍ନାକ୍ସ, ପକୁଡ଼ି, ମିଠା ଓ ଆଇସ୍‌କ୍ରିମ୍‌ ଖାଆନ୍ତୁ ନାହିଁ। କାରଣ ମିଠା ଓ ଲୁଣି ଖାଦ୍ୟ ଦ୍ୱାରା ଶରୀରରେ ଫ୍ଲୁଇଡ୍‌ ରିଟେନ୍‌ସନ୍ ହୋଇଥାଏ। ଫ୍ଲୁଇଡ୍‌ ରିଟେନ୍‌ସନ୍‌ ହେଲେ ଗୋଡ଼, ହାତ, ପାଦ ଆଦି କୁଣ୍ଡାଇ ହୁଏ। ତେଣୁ ଯାତ୍ରା କରିବା ସମୟରେ ହାଲ୍‌କା ଖାଦ୍ୟ ଖାଆନ୍ତୁ।

୩- କିଛି ଲୋକ ଅଛନ୍ତି ଯାତ୍ରା ସମୟରେ ନିଜ ପସନ୍ଦର ମଦ ପିଇବାକୁ ଭଲ ପାଆନ୍ତି। ଏପରି କଲେ ନିଦ ଭଲ ହୋଇଥାଏ ବୋଲି ସେମାନେ ଭାବିଥାନ୍ତି। ହେଲେ ମଦ ପିଇବା ଦ୍ୱାରା  ଡିହାଇଡ୍ରେସନ୍‌ ଓ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଇଥାଏ। ବାରମ୍ବାର ଶୋଷ ବି ଲାଗିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story