ବ୍ଲଡପ୍ରେସର ନେଇପାରେ ଜୀବନ: ପଢନ୍ତୁ ଓ ନିଜ ଜୀବନ ବଞ୍ଚାନ୍ତୁ

ଅଫିସର ଟେନସନ ହେଉ କି ଘରୋଇ ଦାୟିତ୍ୱକୁ ନେଇ ହେଉ ଆଜିକାଲି ଲୋକେ ବହୁତ ଟେନସନ୍‌ରେ ରହୁଛନ୍ତି। ଯାହା ଆପଣଙ୍କ ବ୍ଲଡପ୍ରେସର ବୃଦ୍ଧିର କାରଣ ପାଲଟିଛି। ଏହାସହ ଆମର ଦୈନନ୍ଦୀନ ଖାଦ୍ୟପେୟ ମଧ୍ୟ ବ୍ଲଡପ୍ରେସରକୁ ପ୍ରଭାବିତ କରିଥାଏ। ବ୍ଲକପ୍ରେସର ଅଧିକ ରହିଲେ ମୁଣ୍ଡ ବୁଲେଇବା ସହ ଯନ୍ତ୍ରଣା ଅନୁଭବ ହୋଇଥାଏ। ବ୍ଲଡପ୍ରେସର ଯୋଗୁଁ ହୃଦରୋଗ ହେବର ମଧ୍ୟ ଆଶଙ୍କା ରହିଥାଏ। ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଆମେ ଔଷଧ ଖାଇଥାଉ। ଆମେ ଆଗରୁ କହିଥିଲୁ ଅତ୍ୟଧିକ ଔଷଧ […]

stressed

stressed

Rakesh Mallick
  • Published: Monday, 05 June 2017
  • Updated: 05 June 2017, 06:26 PM IST

Sports

Latest News

ଅଫିସର ଟେନସନ ହେଉ କି ଘରୋଇ ଦାୟିତ୍ୱକୁ ନେଇ ହେଉ ଆଜିକାଲି ଲୋକେ ବହୁତ ଟେନସନ୍‌ରେ ରହୁଛନ୍ତି। ଯାହା ଆପଣଙ୍କ ବ୍ଲଡପ୍ରେସର ବୃଦ୍ଧିର କାରଣ ପାଲଟିଛି। ଏହାସହ ଆମର ଦୈନନ୍ଦୀନ ଖାଦ୍ୟପେୟ ମଧ୍ୟ ବ୍ଲଡପ୍ରେସରକୁ ପ୍ରଭାବିତ କରିଥାଏ। ବ୍ଲକପ୍ରେସର ଅଧିକ ରହିଲେ ମୁଣ୍ଡ ବୁଲେଇବା ସହ ଯନ୍ତ୍ରଣା ଅନୁଭବ ହୋଇଥାଏ। ବ୍ଲଡପ୍ରେସର ଯୋଗୁଁ ହୃଦରୋଗ ହେବର ମଧ୍ୟ ଆଶଙ୍କା ରହିଥାଏ। ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଆମେ ଔଷଧ ଖାଇଥାଉ। ଆମେ ଆଗରୁ କହିଥିଲୁ ଅତ୍ୟଧିକ ଔଷଧ ଖାଇଲେ ମଧ୍ୟ ଶରୀର ପ୍ରତି କ୍ଷତିକାରକ। ଔଷଧ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ଘରୋଇ ଉପାୟରେ ବ୍ଲଡପ୍ରେସରକୁ କିପରି ନିୟନ୍ତ୍ରଣ କରିହେବ ସେ ସମ୍ପର୍କରେ ଜାଣିବା।

stressଲୁଣ: ଆପଣ ଯଦି ହାଇ ବ୍ଲଡପ୍ରସର ସମସ୍ୟାରେ ପଡିଛନ୍ତି ତେବେ ଲୁଣ ଖାଇବା କମାଇ ଦିଅନ୍ତୁ। ପ୍ୟାକେଟ୍‌ ଫୁଡସ୍‌ରେ ଅଧିକ ଲୁଣ ଅଧିକ ଏସବୁ ଖଶଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ବିଟ: ହାଇ ବ୍ଲଡପ୍ରେସର ଥିଲେ ବିଟ୍‌କୁ ଖାଇବା ଥାଳିର ନିୟମିତ ମେନୁ ବନାଇ ନିଅନ୍ତୁ। ଏହା ଆପଣଙ୍କ ବ୍ଲଡପ୍ରେସର ସହିତ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖଇବ।

ରସୁଣ: ବ୍ଲଡପ୍ରେସର ରୋଗୀଙ୍କ ପାଇଁ ରସୁଣ ବହୁତ ଦରକାରୀ। ଏହାକୁ ସବୁଦିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ ରହିଥାଏ।

ବିଲାତି: ଟମାଟୋ ବିଲାତିରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଫ୍ୟାଟି ଏସିଡି ଜମି ନ ଥାଏ। ଯାହା ବ୍ୟକ୍ତିକୁ ବ୍ଲଡପ୍ରେସର ପରି ସମସ୍ୟାରୁ ଦୂରେଇ ରଖିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story