ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ଜାକୁତି’

ଆବଶ୍ୟକ ସାମଗ୍ରୀ: ଚିକେନ୍, ପିଆଜ, ତେଲ, ଅଦା କୋରା, ରସୁଣ କୋରା, ନଡ଼ିଆ କୋରା, ଶୁଖଲା ଲଙ୍କା, ପୋସ୍ତକ, ହଳଦି, ଧନିଆ, ଗୋଲମରିଚ, ପାନମଧୁରୀ, ମେଥି, ଜାଇଫଳ ଗୁଣ୍ଡ, ଅଳେଇଚ, ଡାଲଚିନି, ତେନ୍ତୁଳି ମଣ୍ଡ, ଧନିଆ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଛୋଟ ପିସ୍ କରି କାଟନ୍ତୁ। ପିଆଜକୁ ମଧ୍ୟ ଚୁନା ଚୁନା କାଟନ୍ତୁ। ଏବେ କଡେଇରେ ପୋସ୍ତକ, ଧନିଆ, ଗୋଲମରିଚ, ଲଙ୍କା, ପାନମଧୁରୀ, ମେଥି, ଜାଇଫଳ, ଗୁଜୁରାତି, ଡାଲଚିନିକୁ ଅଲଗା ଭାଜି ମସଲାଗୁଣ୍ଡ କରି […]

recipe-of-chiken-jakuti-650

recipe-of-chiken-jakuti-650

Biswobandita Swain
  • Published: Saturday, 12 January 2019
  • Updated: 12 January 2019, 01:17 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଚିକେନ୍, ପିଆଜ, ତେଲ, ଅଦା କୋରା, ରସୁଣ କୋରା, ନଡ଼ିଆ କୋରା, ଶୁଖଲା ଲଙ୍କା, ପୋସ୍ତକ, ହଳଦି, ଧନିଆ, ଗୋଲମରିଚ, ପାନମଧୁରୀ, ମେଥି, ଜାଇଫଳ ଗୁଣ୍ଡ, ଅଳେଇଚ, ଡାଲଚିନି, ତେନ୍ତୁଳି ମଣ୍ଡ, ଧନିଆ ପତ୍ର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଛୋଟ ପିସ୍ କରି କାଟନ୍ତୁ। ପିଆଜକୁ ମଧ୍ୟ ଚୁନା ଚୁନା କାଟନ୍ତୁ। ଏବେ କଡେଇରେ ପୋସ୍ତକ, ଧନିଆ, ଗୋଲମରିଚ, ଲଙ୍କା, ପାନମଧୁରୀ, ମେଥି, ଜାଇଫଳ, ଗୁଜୁରାତି, ଡାଲଚିନିକୁ ଅଲଗା ଭାଜି ମସଲାଗୁଣ୍ଡ କରି ରଖି ଦିଅନ୍ତୁ। ସେହିପରି ଅଦା, ରସୁଣ ଓ ନଡ଼ିଆକୁ ଭାଜି ଗ୍ରାଇଣ୍ଡିଂ କରି ରଖନ୍ତୁ। ଏବେ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲେ ସେଥିରେ ପିଆଜ ପକାଇ ଲାଲ୍ କରି ଭାଜନ୍ତୁ। ପିଆଜ ଲାଲ ହୋଇଗଲେ ସେଥିରେ ବଟା ମସଲା ପକାଇ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଦେଇ ରାନ୍ଧନ୍ତୁ। ପରେ ଚିକେନ ଓ ଦରକୁଟା ମସଲା ପକାଇ କମ୍ ଆଞ୍ଚରେ ସିଝିବା ଯାଏଁ ରାନ୍ଧନ୍ତୁ। ମାଂସ ସିଝିଗଲା ପରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ଶେଷରେ ତେନ୍ତୁଳି ରସ ଓ ଲୁଣ ପକାଇ ଝୋଳ ମରିବା ଯାଏ ଛାଡ଼ିଦିଅନ୍ତୁ। ଏହାପରେ ପ୍ଲେଟକୁ କାଢ଼ି ସେଥିରେ ଧଣିଆପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚିକେନ ଜାକୁତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story