ତାଳି ମାରିଲେ ମିଳିଥାଏ ଏସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକେ ସାଧାରଣତଃ ଖୁସି ହେଲେ ତାଳି ମାରନ୍ତି। ଗୀତ ଓ ନାଚ କାର୍ଯ୍ୟକ୍ରମଗୁଡ଼ିକରେ ଲଗାତାର ତାଳି ମାରନ୍ତି।  କ୍ରିକେଟ୍ ବା ଅନ୍ୟ କୌଣସି ଖେଳ ଦେଖିଲା ବେଳେ ତାଳି ମାରନ୍ତି। ସେହିପରି ଠାକୁରଙ୍କ ପାଖରେ ଭଜନକୀର୍ତ୍ତନ ବେଳେ ମଧ୍ୟ ଲୋକେ ତାଳି ମାରନ୍ତି। ତେବେ ଆପଣ ଜାଣିଛନ୍ତି କି, ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳେ। ତାଳି ମାରିବା ଏକ ବ୍ୟାୟାମ, ଯାହା ଶରୀରକୁ ସୁସ୍ଥ […]

clap....

clap....

Tapaswini Nayak
  • Published: Friday, 24 August 2018
  • Updated: 24 August 2018, 03:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକେ ସାଧାରଣତଃ ଖୁସି ହେଲେ ତାଳି ମାରନ୍ତି। ଗୀତ ଓ ନାଚ କାର୍ଯ୍ୟକ୍ରମଗୁଡ଼ିକରେ ଲଗାତାର ତାଳି ମାରନ୍ତି।  କ୍ରିକେଟ୍ ବା ଅନ୍ୟ କୌଣସି ଖେଳ ଦେଖିଲା ବେଳେ ତାଳି ମାରନ୍ତି। ସେହିପରି ଠାକୁରଙ୍କ ପାଖରେ ଭଜନକୀର୍ତ୍ତନ ବେଳେ ମଧ୍ୟ ଲୋକେ ତାଳି ମାରନ୍ତି।

ତେବେ ଆପଣ ଜାଣିଛନ୍ତି କି, ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳେ। ତାଳି ମାରିବା ଏକ ବ୍ୟାୟାମ, ଯାହା ଶରୀରକୁ ସୁସ୍ଥ ରଖେ। ଯଦି ଆପଣ ପ୍ରତିଦିନ ୧ରୁ ୨ମିନିଟ୍ ତାଳି ମାରିବେ, ତା’ହେଲେ ସର୍ବଦା ସୁସ୍ଥ ରହିପାରିବେ।

୧- ପ୍ରତିଦିନ ତାଳି ମାରିବା ଦ୍ୱାରା ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।  ଏହା ବିଭିନ୍ନ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ।

୨- ଏକ୍ୟୁପ୍ରେସର ଚିକିତ୍ସା ପ୍ରଣାଳୀରେ ଶରୀରର ଯେଉଁ ଅଂଶରେ ସମସ୍ୟା ଥାଏ, ତା’ର ଚିକିତ୍ସା କରିବା ପାଇଁ ପାପୁଲିର କିଛି ନିର୍ଦ୍ଦିଷ୍ଟ ଅଂଶକୁ ପ୍ରେସ୍‌ କରାଯାଏ। ଶରୀର ବିଭିନ୍ନ ଅଙ୍ଗ ପାଇଁ ପାପୁଲିରେ ଭିନ୍ନ ଭିନ୍ନ ପଏଣ୍ଟ ରହିଛି। ତାଳି ମାରିଲେ ଏହି ପଏଣ୍ଟଗୁଡ଼ିକ ସକ୍ରିୟ ହୁଅନ୍ତି ଓ ଶରୀରର ବିଭିନ୍ନ ଅଙ୍ଗକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତି।

୩- ତାଳି ମାରିବା ଦ୍ୱାରା ମୋଟାପଣ କମ୍‌ ହୋଇଥାଏ ଓ ଓଜନ ହ୍ରାସ ଘଟିଥାଏ।

୪- ତାଳି ମାରିବା ଦ୍ୱାରା ଆମ ଶରୀରରେ ବାତ, ପିତ୍ତ ଓ କଫର ସନ୍ତୁଳନ ଠିକ୍  ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story