ଶୀତଦିନେ ଖଜୁରୀ ଖୁବ୍‌ ଜରୁରୀ

ଭୁବନେଶ୍ୱର: ସମସ୍ତଙ୍କ ମନରେ ଭୁଲ୍‌ ଧାରଣା ସବୁ ମିଠା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। କିନ୍ତୁ ଖଜୁରୀ ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା କେବଳ ସୁସ୍ଥ ଶରୀର ନୁହେଁ ବରଂ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୁଏ। ଖାସ୍‌କରି ଶୀତଦିନେ ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଭଲ। ତେବେ ଖଜୁରୀକୁ କେଉଁ ଉପାୟରେ ଖାଇଲେ ଶରୀର ଉପରେ କି ପ୍ରଭାବ ପକାଏ ଜାଣନ୍ତୁ ସେ […]

Eat-3-Dates-Daily

Eat-3-Dates-Daily

Rakesh Mallick
  • Published: Saturday, 07 January 2017
  • Updated: 27 April 2017, 05:06 PM IST

Sports

Latest News

ଭୁବନେଶ୍ୱର: ସମସ୍ତଙ୍କ ମନରେ ଭୁଲ୍‌ ଧାରଣା ସବୁ ମିଠା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। କିନ୍ତୁ ଖଜୁରୀ ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା କେବଳ ସୁସ୍ଥ ଶରୀର ନୁହେଁ ବରଂ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୁଏ। ଖାସ୍‌କରି ଶୀତଦିନେ ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଭଲ। ତେବେ ଖଜୁରୀକୁ କେଉଁ ଉପାୟରେ ଖାଇଲେ ଶରୀର ଉପରେ କି ପ୍ରଭାବ ପକାଏ ଜାଣନ୍ତୁ ସେ ସଂପର୍କିତ କିଛି ଖାସ୍‌ ତଥ୍ୟ।

ଶରୀରକୁ ଉଷ୍ମ ରଖେ: ଖଜୁରୀରେ ଫାଇବର. କ୍ୟାଲସିୟମ, ଆଇରନ୍‌, ଭିଟାମିନ୍‌ସ ଏବଂ ମାଗନେସିଅମ୍‌। ଶୀତଦିନେ ଖଜୁରୀ ଖାଇଲେ ଶରୀରକୁ ଉଷ୍ମ ରଖେ।

ଥଣ୍ଡାରୁ ମୁକ୍ତି ଦିଏ: ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ୩ଟି ଖଜୁରୀ, ୨ରୁ୪ଟି ଗୋଟା ଗୋଲମରିଚ ଏବଂ ଗୋଟେ ଗୁଜୁରାତି ଖଣ୍ଡକୁ ପାଣିରେ ଫୁଟାଇ ଏହି ଫୁଟା ପାଣିକୁ ରାତିରେ ଶୋଇବା ପୂର୍ବରୁ ପିଇ ଶୋଇଲେ ଥଣ୍ଡା ସମସ୍ୟା ଦୂର ହୁଏ।

ଶ୍ୱାସ ରୋଗ ବି ଦୂର କରେ: ଶୀତ ଋତୁରେ ଶ୍ୱାସ ରୋଗୀଙ୍କ ଠାରେ ଥଣ୍ଡା ସମସ୍ୟା ବେଶୀ ଦେଖାଯାଏ। ଯଦି ଆପଣ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ୨ଟି ଲେଖାଏଁ ଚାରୋଟି ଖଜୁରୀ ଖାଇଲେ ଶ୍ୱାସ ସମସ୍ୟା ଦୂର ହୁଏ।

ଶକ୍ତି ବଢ଼ାଏ: ବହୁ ସମୟ ଧରି ଉପାସ ରହିବା ପରେ ଅନ୍ୟ କିଛି ଖାଇବା ପୂର୍ବରୁ ଖଜୁରୀ ୪ ରୁ ୫ଟି ଖାଆନ୍ତୁ। କାରଣ ଏହା ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିବ। ଯେଉଁମାନେ ଶରୀର ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନେ ସକାଳ ଜଳଖିଆରେ ୫ ରୁ ୬ଟି ଖଜୁରୀ ଖାଇଲେ ଭୋକ ଲାଗିବ ନାହିଁ ଓ ତା’ସହ ଶରୀରକୁ ଦରକାର ମୁତାବକ ଶକ୍ତି ମିଳେ।

କୋଷ୍ଠକାଠିନ୍ୟ ସମସ୍ୟା ରୁହେ ନାହିଁ: କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କିଛି ଖଜୁରୀକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ ସକାଳେ ଏହାକୁ ଗ୍ରାଇଣ୍ଡିଙ୍ଗ୍‌ କରି ଖାଲି ପେଟରେ ପିଅନ୍ତୁ।

ହୃତ୍‌ପିଣ୍ଡ ପାଇଁ ଭଲ: ହୃତ୍‌ପିଣ୍ଡ ଜନିତ ସମସ୍ୟା ଥିଲେ ପ୍ରତିଦିନ ଖଜୁରୀ ଖାଆନ୍ତୁ। ଏଥିରେ ଥିବା ଫାଇବର ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ଓ  ହୃଦ୍‌ ସ୍ପନ୍ଦନରେ ନିୟନ୍ତ୍ରଣ ରୁହେ।

ରକ୍ତଚାପରେ ନିୟନ୍ତ୍ରଣ ଆଣେ: ପ୍ରତିଦିନ ୫ ରୁ ୬ଟି ଖଜୁରୀ ଖାଇଲେ ରକ୍ତଚାପରେ ନିୟନ୍ତ୍ରଣ ରଖେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story