ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକାଳଟା ଭଲରେ କଟିଲେ ପୂରା ଦିନଟା ଭଲରେ କଟେ ବୋଲି କୁହାଯାଏ। ଏଣୁ ପ୍ରାୟ ସମସ୍ତେ ସକାଳୁ କିଛି ଭଲ କାମରୁ ଦିନଟି ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତି।
କିଛି ଲୋକ ଅଛନ୍ତି ସକାଳୁ ଉଠିବା ମାତ୍ରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ମୁହଁ ଚାହାଁନ୍ତି। କାରଣ ସେମାନଙ୍କର ବିଶ୍ୱାସ ଥାଏ, ସକାଳୁ ଉଠି ପ୍ରଥମେ ସେମାନଙ୍କ ମୁହଁ ଚାହିଁଲେ ଦିନଟି ଭଲରେ କଟେ।
ତେବେ ସକାଳୁ ଉଠିବା ପରେ ୫ ଜଣଙ୍କୁ ଦେଖିବାକୁ ବାରଣ କରାଯାଇଛି। ଦୋଚାରୁଣୀ ସ୍ତ୍ରୀ, ଲଙ୍ଗଳା ଛୁଆ, ଏକ ଆଖିଆ ଲୋକ, କୃପଣ ଲୋକ ଏବଂ ଭିକାରୀ। ଏହି ୫ଜଣଙ୍କୁ ଯେତେ ସମ୍ଭବ ସକାଳୁ ଉଠି ପ୍ରଥମେ ଦେଖନ୍ତୁ ନାହିଁ। ଏମାନଙ୍କୁ ସକାଳୁ ଉଠି ପ୍ରଥମେ ଦେଖିଲେ ଦିନଟି ଭଲରେ ଯାଏନି ବୋଲି କୁହାଯାଏ।
ସକାଳୁ ଉଠିବା ପରେ ପ୍ରଥମେ ନିଜ ପାପୁଲିକୁ ଯୋଡ଼ି ‘କରାଗ୍ରେ ବସତେ ଲକ୍ଷ୍ମୀ: କରମଧ୍ୟେ ସରସ୍ୱତୀ। କରମୂଳେ ତୁ ଗୋବିନ୍ଦା: ପ୍ରଭାତେ କରଦର୍ଶନମ୍' ଶ୍ଲୋକ ପାଠ କରନ୍ତୁ। ଦିନଟି ଭଲ କଟିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...