ରାତିରେ ଖଟା ଫଳ ଖାଉଛନ୍ତି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଏଥିରେ ଅନେକ ପ୍ରକାରର ଭିଟାମିନ୍‌, ମିନେରାଲ୍ସ ରହିଛି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଫଳ ଖାଇବାର ମଧ୍ୟ ଉଚିତ୍‌ ସମୟ ରହିଛି।  ଠିକ୍‌ ସମୟରେ ନ ଖାଇବା ଦ୍ୱାରା ଫଳ ସେବନ ମଧ୍ୟ ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଡାକ୍ତରଙ୍କ କହିବା ଅନୁସାରେ ରାତିରେ ଖଟା ଫଳ ଯେପରିକି କମଳା, ସପୁରୀ, ଅଙ୍ଗୁର ଆଦି ଖାଇବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବା କାହିଁକି […]

fruits

fruits

Puspanjali Panda
  • Published: Tuesday, 19 February 2019
  • Updated: 19 February 2019, 11:51 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଏଥିରେ ଅନେକ ପ୍ରକାରର ଭିଟାମିନ୍‌, ମିନେରାଲ୍ସ ରହିଛି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଫଳ ଖାଇବାର ମଧ୍ୟ ଉଚିତ୍‌ ସମୟ ରହିଛି।  ଠିକ୍‌ ସମୟରେ ନ ଖାଇବା ଦ୍ୱାରା ଫଳ ସେବନ ମଧ୍ୟ ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଡାକ୍ତରଙ୍କ କହିବା ଅନୁସାରେ ରାତିରେ ଖଟା ଫଳ ଯେପରିକି କମଳା, ସପୁରୀ, ଅଙ୍ଗୁର ଆଦି ଖାଇବା ଉଚିତ୍‌ ନୁହେଁ। ଆସନ୍ତୁ ଜାଣିବା କାହିଁକି ଡାକ୍ତର ରାତିରେ ଖଟା ଫଳ ଖାଇବା ପାଇଁ ବାରଣ କରିଥାନ୍ତି।

  • ଖଟା ଫଳରେ ଅମ୍ଳ ବା ଏସିଡ୍ ରହିଥାଏ। ଏହାକୁ ରାତିରେ ଖାଇବା ଦ୍ୱାରା ଆପଣଙ୍କୁ ଏସିଡିଟି ହେବାର ଆଶଙ୍କା ରହିଛି।
  •  ରାତିରେ ଖଟା ଫଳ ଖାଇ ଶୋଇବା ଦ୍ୱାରା କାଶ ହୋଇଥାଏ ଏବଂ ଗଳାରେ ଯନ୍ତ୍ରଣା ଅନୁଭବ ହୁଏ।
  • କାଶ ହେବାରୁ ଗଳାରେ କଫ ମଧ୍ୟ ଜମାଟ ବାନ୍ଧିଥାଏ।
  • ଖଟା ଫଳରେ ଭିଟାମିନ୍‌ ‘ଏ’ ଓ ‘ସି’ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ନିଦ ମଧ୍ୟ ହୋଇ ନ ଥାଏ।
  • ଯଦି ଆପଣ ମେଦବହୁଳତା ପାଇଁ ଚିନ୍ତାରେ ଅଛନ୍ତି, ତେବେ ରାତିରେ କମଳା କିମ୍ୱା ସପୁରୀ ଖାଇବାରୁ ଦୂରେଇ ରହନ୍ତୁ। କାରଣ ଏହିସବୁ ଖଟାଫଳ ଖାଇବା ଦ୍ୱାରା ଶରୀରରେ ପାଣିର ମାତ୍ରା ବଢ଼ିଥାଏ। ଯାହାକି ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ।
  • ଆୟୁର୍ବେଦ ଅନୁସାରେ ରାତିରେ ଖଟାଫଳ ଖାଇବା ଦ୍ୱାରା ତିନୋଟି ସମସ୍ୟା ଦେଖା ଦେଇଥାଏ। ସେଗୁଡ଼ିକ ହେଲା ବାତ, ପିତ୍ତ ଓ କଫ। ଯଦି ଆପଣ ରାତିରେ ଖଟା ଫଳ ଖାଉଛନ୍ତି, ତେବେ ଆପଣଙ୍କର ବାତ ଦୋଷ ବଢ଼ିବାର ସମ୍ଭାବନା ରହିଛି।
  • ତେବେ ଡାକ୍ତରଙ୍କ କହିବା ଅନୁସାରେ ଫଳ ଖାଇବାର ଉପଯୁକ୍ତ ସମୟ ହେଉଛି, ଦ୍ୱିପ୍ରହର। ଏହି ସମୟରେ ଫଳ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଅନେକ ଲାଭ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story