ଗ୍ରହ ଅନୁସାରେ କରନ୍ତୁ ଦାନ: ବଦଳିଯାଇପାରେ ଭାଗ୍ୟ

ପୁରାଣ ଶାସ୍ତ୍ର ଅନୁସାରେ ଦାନକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଇଛି। ଦାନ ଦେବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତ ମିଳିଥାଏ। ଜନ୍ମକୁଣ୍ଡଳୀରେ ଗ୍ରହର ସ୍ଥିତି ଖରାପ ଥିଲେ ଏହାର ନିବାରଣ ପାଇଁ ଗ୍ରହ ସମ୍ବନ୍ଧୀୟ ବସ୍ତୁ ଦାନ କଲେ ଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା କେଉଁ ଗ୍ରହ କୁଣ୍ଡଳୀରେ ଖରାପ ସ୍ଥିତିରେ ଥିଲେ କେଉଁ ବସ୍ତୁ ଦାନ କରିବେ । – ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଖରାପ ସ୍ଥିତିରେ ଥିଲେ ଲାଲ – ହଳଦିଆ […]

luck

luck

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 09:59 AM IST

Sports

Latest News

ପୁରାଣ ଶାସ୍ତ୍ର ଅନୁସାରେ ଦାନକୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଇଛି। ଦାନ ଦେବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତ ମିଳିଥାଏ। ଜନ୍ମକୁଣ୍ଡଳୀରେ ଗ୍ରହର ସ୍ଥିତି ଖରାପ ଥିଲେ ଏହାର ନିବାରଣ ପାଇଁ ଗ୍ରହ ସମ୍ବନ୍ଧୀୟ ବସ୍ତୁ ଦାନ କଲେ ଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା କେଉଁ ଗ୍ରହ କୁଣ୍ଡଳୀରେ ଖରାପ ସ୍ଥିତିରେ ଥିଲେ କେଉଁ ବସ୍ତୁ ଦାନ କରିବେ ।

- ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଖରାପ ସ୍ଥିତିରେ ଥିଲେ ଲାଲ - ହଳଦିଆ ବସ୍ତ୍ର, ଗହମ, ତମ୍ବା, ମାଣିକ୍ୟ, ମସୁର ଡାଲି, ଲାଲ ରଙ୍ଗର ପଳ କିମ୍ୱା ଫୁଲ, ଲାଲ ଚନ୍ଦନ ଓ ସୁନା ଦାନ କଲେ ଶୁଭ ଫଳ ମିଳିଥାଏ।

- ଧଳା ରଙ୍ଗର ବସ୍ତ୍ର, ଖିର,ଦହି, ଶଙ୍ଖ, ମୋତି, ଚାନ୍ଦି, ଚିନି, ଚାଉଳ ଆଦି ଦାନ କଲେ  ଚନ୍ଦ୍ର ଗ୍ରହ ପ୍ରଭାବରୁ ପାଉଥିବା କଷ୍ଟ ଦୂର ହୁଏ ।

- ମଙ୍ଗଳ ଗ୍ରହରୁ  ମିଳୁଥିବା କଷ୍ଟରୁ ବଞ୍ଚିବା ପାଇଁ ସୁନା, ଗୁଡ, ଲାଲ ରଙ୍ଗର ବସ୍ତ୍ର, ଲାଲ ରଙ୍ଗର ମିଠା, ରକ୍ତ ଚନ୍ଦନ ଦାନ କରନ୍ତୁ।

-  ସୁନା, ପାନ୍ନା ରତ୍ନ, କସାଂ, ସବୁଜ ରଙ୍ଗର ବସ୍ତ୍ର, ସବୁଜ ରଙ୍ଗର ଫଳ ଦାନ କଲେ ବୁଧ ଗ୍ରହର ଖରାପ ଦୃଷ୍ଟିରୁ ବଞ୍ଚି ପାରିବେ।

- କୁଣ୍ଡଳୀରେ ବୃହଷ୍ପତ୍ତି ଖରାପ ସ୍ଥିତିରେ ଥିଲେ ହଳଦିଆ ରଙ୍ଗର ବସ୍ତ୍ର, ଚଣା ଡାଲି, ହଳଦୀ, ଧାର୍ମିକ ପୁସ୍ତକ, ସୁନା ଧାତୁ, ମହୁ ଆଦି ଦାନ କଲେ ଶୁଭ ଫଳ ମିଳିଥାଏ।

- ଶୁକ୍ର ଗ୍ରହର ଦୋଷ ନିବାରଣ କରିବା ପାଇଁ ଚାଉଳ, ଘିଅ, ହୀରା, ଚିନି, ମିଶ୍ରି, ଦହି, ଧଳା ରଙ୍ଗର ବସ୍ତ୍ର ଦାନ କଲେ ଜୀବନରେ ସୁଖ ଶାନ୍ତି ବଜାୟ ରହେ।

- ଶନି ଗ୍ରହ କୁଣ୍ଡଳୀର ଖରାପ ସ୍ଥିତିରେ ରହିଥିଲେ କଳା ରଙ୍ଗର ବସ୍ତ୍ର, ହରଡ ଡାଲି, ଲୁହା, କଳା ରଙ୍ଗର ଚଣା, ନୀଲମ ଧାତୁ, ସୋରିଷ ତେଲ ଦାନ କଲେ ଶନି ପୀଡା ଦୂର ହୁଏ।

- ରାହୁ ଜନ୍ମ କୁଣ୍ଡଳୀର ଖରାପ ସ୍ଥିତିରେ ଥିଲେ ଖଣ୍ଡା, ସ୍ୱର୍ଣ୍ଣ ମିଶ୍ରିତ ନାଗ, ତମ୍ୱା ବାସନ, କଳା ସୋରିଷ ଦାନ କଲେ ଶୁଭ ଫଳ ପ୍ରାପ୍ତି କରିବେ।

- କେତୁ ଗ୍ରହ ଖରାପ ସ୍ଥିତିରେ ଥିଲେ ୭ ପ୍ରକାର ଶସ୍ୟ, କଳା, ସୁନା ,ରୁପା ଧାତୁ, ତମ୍ୱା ଆକୃତିର ସର୍ପ, ମିଠା ଦାନ କଲେ ଭଲ ଫଳ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story