ଚା’ ପିଇବା ପରେ ପତି ଫୋପାଡ଼ନ୍ତୁ ନାହିଁ

ଭୁବନେଶ୍ୱର: ଘରେ ଘରେ ଲୋକେ ଚା’ ପିଅନ୍ତି। ତେବେ ସମସ୍ତେ ଚା’ ସିନା ପିଅନ୍ତି, ହେଲେ ବ୍ୟବହୃତ ଚା’ପତିର କେମିତି ଉପଯୋଗ କରିବାକୁ ହୁଏ, ତାହା ଜାଣନ୍ତି ନାହିଁ। ଏ ବିଷୟରେ ବିଶେଷ ଧାରଣା ନଥିବା ଯୋଗୁ ଅଧିକାଂଶ ଲୋକ ଚା’ କରିବା ପରେ ପତି ଫୋପାଡ଼ି ଦିଅନ୍ତି। କିନ୍ତୁ ଏହା ବି ବଡ଼ କାମରେ ଆସେ। ଏହାକୁ ଆପଣ ଏକାଧିକ କାମରେ ଲଗାଇ ପାରିବେ। ତା’ହେଲେ ଆସନ୍ତୁ ସେ ବିଷୟରେ ଜାଣି ନେବା। ୧- ବ୍ୟବହୃତ […]

tea-4..

tea-4..

Niharika Rout
  • Published: Friday, 26 July 2019
  • Updated: 26 July 2019, 12:47 PM IST

Sports

Latest News

ଭୁବନେଶ୍ୱର: ଘରେ ଘରେ ଲୋକେ ଚା’ ପିଅନ୍ତି। ତେବେ ସମସ୍ତେ ଚା’ ସିନା ପିଅନ୍ତି, ହେଲେ ବ୍ୟବହୃତ ଚା’ପତିର କେମିତି ଉପଯୋଗ କରିବାକୁ ହୁଏ, ତାହା ଜାଣନ୍ତି ନାହିଁ। ଏ ବିଷୟରେ ବିଶେଷ ଧାରଣା ନଥିବା ଯୋଗୁ ଅଧିକାଂଶ ଲୋକ ଚା’ କରିବା ପରେ ପତି ଫୋପାଡ଼ି ଦିଅନ୍ତି। କିନ୍ତୁ ଏହା ବି ବଡ଼ କାମରେ ଆସେ। ଏହାକୁ ଆପଣ ଏକାଧିକ କାମରେ ଲଗାଇ ପାରିବେ। ତା’ହେଲେ ଆସନ୍ତୁ ସେ ବିଷୟରେ ଜାଣି ନେବା।

୧- ବ୍ୟବହୃତ ଚା’ ପତିକୁ ଆଉ ଥରେ ପାଣିରେ ଫୁଟାଇ ଦିଅନ୍ତୁ। ସେହି ପାଣି ଥଣ୍ଡା ହୋଇଗଲା ପରେ ବିଭିନ୍ନ ପନିପରିବା ଓ ଫୁଲ ଗଛରେ ତାକୁ ସ୍ପ୍ରେ କରନ୍ତୁ। ଏହାଦ୍ୱାରା ଗଛରେ ହେଉଥିବା ପୋକ ମରିଯିବେ।

୨- ଆପଣ ଚାହିଁଲେ, ଏହି ଚା’ପତିକୁ ଅର୍ଗାନିକ ଖତ ରୂପେ ମଧ୍ୟ ଗଛରେ ବ୍ୟବହାର କରିପାରିବେ।

୩- ଆପଣ ଗ୍ରୀନ୍‌ ଟି ପିଅନ୍ତି କି? ଏହା ଉଭୟ ତ୍ୱଚା ଓ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଭଲ। ତେବେ ଆପଣ ଏହାର ପତିକୁ ନ ଫୋପାଡ଼ି ଏହାକୁ ବ୍ୟବହାର କରି ମୁହଁର ବିଭିନ୍ନ ଦାଗ ଛଡ଼ାଇ ପାରିବେ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ତ୍ୱଚାରୁ ଦାଗ ଦୂର କରିବା ସହ ଏଥିରେ ଚମକ ଭରି ଦେଇଥାଏ।

୪- ବ୍ୟବହୃତ ଚା’ ପତି ଦ୍ୱାରା ଆପଣ କେଶର କଣ୍ଡିସନିଂ ମଧ୍ୟ କରିପାରିବେ। ଏଥିଲାଗି ପ୍ରଥମେ ବ୍ୟବହାର ହୋଇ ସାରିଥିବା ଚା’ ପତିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଗୋଟିଏ ପାତ୍ରରେ କିଛି ପାଣି ଗରମ କରି ଏହାକୁ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଥଣ୍ଡା କରି ଏକ  ବୋତଲରେ ଭର୍ତ୍ତି କରି ରଖି ଦିଅନ୍ତୁ। କେଶ ସାମ୍ପୋ କରି ସାରିବା ପରେ ଏହି ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ଦେଖିବେ, କେଶ କିପରି ସିଲ୍‌କି ହେବା ସହ ସାଇନ୍‌ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story