ବର୍ଷା ଦିନେ ପିମ୍ପୁଡ଼ି ସମସ୍ୟାରୁ ରକ୍ଷା ପାଇବେ କେମିତି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ ଲୋକେ ନିଜ ଘର ଏବଂ ଅଗଣାରେ ଜନ୍ଦା ଓ ପିମ୍ପୁଡ଼ି ହେଉଥିବାରୁ ସମସ୍ୟାରେ ପଡ଼ିଥାନ୍ତି। ଘରେ ପିମ୍ପୁଡ଼ି ଅଧିକ ହେଲେ ଆପଣଙ୍କ ରୋଷେଇ ଘରେ ଥିବା ମିଠା ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଖରାପ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ରହିଛି, ଯାହାକୁ ପ୍ରୟୋଗ କଲେ ଘରକୁ ଜନ୍ଦା, ପିମ୍ପୁଡ଼ି ଆସିବେ ନାହିଁ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ? ଲେମ୍ୱୁ: ପିମ୍ପୁଡ଼ିଙ୍କୁ ଘରୁ ବାହାର […]

lifestyle

lifestyle

Rakesh Mallick
  • Published: Tuesday, 24 July 2018
  • Updated: 17 August 2018, 06:03 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ ଲୋକେ ନିଜ ଘର ଏବଂ ଅଗଣାରେ ଜନ୍ଦା ଓ ପିମ୍ପୁଡ଼ି ହେଉଥିବାରୁ ସମସ୍ୟାରେ ପଡ଼ିଥାନ୍ତି। ଘରେ ପିମ୍ପୁଡ଼ି ଅଧିକ ହେଲେ ଆପଣଙ୍କ ରୋଷେଇ ଘରେ ଥିବା ମିଠା ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଖରାପ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ରହିଛି, ଯାହାକୁ ପ୍ରୟୋଗ କଲେ ଘରକୁ ଜନ୍ଦା, ପିମ୍ପୁଡ଼ି ଆସିବେ ନାହିଁ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?
lifestyleଲେମ୍ୱୁ: ପିମ୍ପୁଡ଼ିଙ୍କୁ ଘରୁ ବାହାର କରିବା ପାଇଁ ଘରର ଯେଉଁ ସ୍ଥାନରେ ପିମ୍ପୁଡ଼ି ହେଉଛନ୍ତି, ସେଠାରେ ଲେମ୍ୱୁ ଚୋପା ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ପିମ୍ପୁଡ଼ି ପଶିବେ ନାହିଁ।
lifestyleତେଜପତ୍ର: ତେଜପତ୍ରର ବାସ୍ନା ପିମ୍ପୁଡ଼ିଙ୍କୁ ଭଲ ଲାଗେ ନାହିଁ। ଏହାର ବ୍ୟବହାର ଆପଣ ପିମ୍ପୁଡ଼ି ହେଉଥିବା ସ୍ଥାନରେ କରିପାରିବେ।
lifestyleଭିନେଗାର୍‌: ଘରର ଚଟାଣକୁ ପାଣିରେ ଭିନେଗାର୍‌ ମିଶାଇ ପୋଛନ୍ତୁ। ଏପରି କଲେ ପିମ୍ପୁଡ଼ି ରହିବେ ନାହିଁ।
lifestyleପୋଦିନା ପତ୍ର: ଯଦି ଆପଣଙ୍କ ଚିନି ଡବାରେ ପିମ୍ପୁଡ଼ି ହେଉଛନ୍ତି, ତେବେ ସେଥିରେ ଶୁଖିଲା ପୋଦିନା ପତ୍ର ଏବଂ ଲବଙ୍ଗ ରଖନ୍ତୁ। ଦେଖିବେ ପିମ୍ପୁଡ଼ି ହେବେ ନାହିଁ।
lifestyleହଳଦୀ: ପିମ୍ପୁଡ଼ିଙ୍କୁ ବାହାର କରିବା ପାଇଁ ଆପଣ ହଳଦୀର ବ୍ୟବହାର ମଧ୍ୟ କରି ପାରିବେ। ଯେଉଁଠି ପିମ୍ପୁଡ଼ି ହେଉଛନ୍ତି, ସେଠାରେ ହଳଦୀ ପାଉଡର୍‌ ଛିଞ୍ଚି ଦିଅନ୍ତୁ।
lifestyleକଫି ପାଉଡର୍‌: ପିମ୍ପୁଡ଼ି ହେଉଥିବା ସ୍ଥାନରେ କଫି ପାଉଡର୍‌ ପକାନ୍ତୁ। ପିମ୍ପୁଡ଼ି ରହିବେ ନାହିଁ।
lifestyleସାବୁନ୍‌: ସାବୁନ୍‌କୁ ଫେଣ କରି ପିମ୍ପୁଡ଼ି ହେଉଥିବା ସ୍ଥାନରେ ରଖନ୍ତୁ କିମ୍ବା ସ୍ପ୍ରେ କରନ୍ତୁ। ଘରେ ପିମ୍ପୁଡ଼ି ରହିବେ ନାହିଁ।
lifestyleଚକ୍‌ ଖଡ଼ି: ଯେଉଁଠାରେ ପିମ୍ପୁଡ଼ି ହେଉଛନ୍ତି, ଚକ୍‌ ଖଡ଼ିରେ ସେଠାରେ ଏକ ଗୋଲ୍‌ ତିଆରି କରନ୍ତୁ। ଦେଖିବେ ପିମ୍ପୁଡ଼ି ଗୋଲ୍‌ ବାହାରକୁ ଯିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story