ଅଣ୍ଡା ଆମିଷ ନା ନିରାମିଷ, ଜାଣିବା ଆସନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଏପରି କିଛି ପ୍ରଶ୍ନ ଦୁନିଆରେ ରହିଛି ଯାହାର ସମାଧାନ ଆଜି ଯାଏ ବି ହୋଇପାରୁନି। ଏପରି ଏକ ଅମିମାଂସିତ ପ୍ରଶ୍ନ ହେଉଛି ଅଣ୍ଡା ନିରାମିଶ ନା ଆମିଷ। ଏହି ପ୍ରଶ୍ନର ଉତ୍ତର ସବୁବେଳେ ଭିନ୍ନ ଭିନ୍ନ ହୋଇଥାଏ। ଆସନ୍ତୁ ଜାଣିବା ପ୍ରକୃତରେ ଏହା କ’ଣ । ଏହା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ। ଲୋକଙ୍କ ଧାରଣା ରହିଛି ଯେ, ଅଣ୍ଡାରୁ କୁକୁଡ଼ା ଛୁଆ ବାହାରୁଥିବାରୁ ଏହା ହେଉଛି ସମ୍ପୂର୍ଣ୍ଣ ରୂପେ […]

egg-4....

egg-4....

Niharika Rout
  • Published: Thursday, 14 March 2019
  • Updated: 14 March 2019, 10:43 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଏପରି କିଛି ପ୍ରଶ୍ନ ଦୁନିଆରେ ରହିଛି ଯାହାର ସମାଧାନ ଆଜି ଯାଏ ବି ହୋଇପାରୁନି। ଏପରି ଏକ ଅମିମାଂସିତ ପ୍ରଶ୍ନ ହେଉଛି ଅଣ୍ଡା ନିରାମିଶ ନା ଆମିଷ। ଏହି ପ୍ରଶ୍ନର ଉତ୍ତର ସବୁବେଳେ ଭିନ୍ନ ଭିନ୍ନ ହୋଇଥାଏ। ଆସନ୍ତୁ ଜାଣିବା ପ୍ରକୃତରେ ଏହା କ’ଣ । ଏହା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ।

ଲୋକଙ୍କ ଧାରଣା ରହିଛି ଯେ, ଅଣ୍ଡାରୁ କୁକୁଡ଼ା ଛୁଆ ବାହାରୁଥିବାରୁ ଏହା ହେଉଛି ସମ୍ପୂର୍ଣ୍ଣ ରୂପେ ଆମିଷ । ହେଲେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଭ୍ରାନ୍ତ ଧାରଣା।

ପ୍ରଥମେ ସମସ୍ତେ ଜାଣି ରଖିବା ଉଚିତ ଯେ,  କୁକୁଡ଼ା ୬ ମାସର ହେବା ପରେ ପ୍ରତି ଦେଢ ଦିନରେ ଥରେ ଅଣ୍ଡା ଦେଇଥାଏ। ହେଲେ ଏଥିପାଇଁ ତାହାର କୌଣସି ଗଞ୍ଜା ସହ ସମ୍ପର୍କ ରଖିବା ଆବଶ୍ୟକ ହୋଇ ନଥାଏ। ଉକ୍ତ ଅଣ୍ଡାରୁ ମଧ୍ୟ ଛୁଆ ବାହାରି ନ ଥାଏ। ତେଣୁ ଏହାକୁ ‘ଅନଫଟିଲାଇଜଡ଼୍‌ ଏଗ୍‌’ କୁହାଯାଏ। ତେଣୁ ଏପରି ଅଣ୍ଡାକୁ ଯଦି ଆପଣ ଆମିଷ କହିବେ, ତେବେ ଆପଣ ନିହାତି ଭାବେ ଭୁଲ୍‌ ଧାରଣା ରଖିଛନ୍ତି। କାରଣ ବୈଜ୍ଞାନିକଙ୍କ ମତରେ ଏହା ସମ୍ପୂର୍ଣ୍ଣ ନିରାମିଷ।

ହେଲେ ଗଞ୍ଜା ସହ ସମ୍ପର୍କରେ ଆସିବା ପରେ ଯେଉଁ କୁକୁଡ଼ା ଅଣ୍ଡା ଦେଇଥାଏ, ସେଥିରୁ ହିଁ ଛୁଆ ଫୁଟିଥାଏ।  ତାହାକୁ ହିଁ ଆମେ ଆମିଷ ବୋଲି କହିପାରିବା।

ବୈଜ୍ଞାନିକଙ୍କ ଅନୁଯାୟୀ, ସାଧାରଣତଃ ଅଣ୍ଡାର ୩ଟି ସ୍ତର ଥାଏ। ପ୍ରଥମ ହେଉଛି ଏହାର ଚୋପା। ଦ୍ୱିତୀୟ ଧଳା ଅଂଶ ଏବଂ ତୃତୀୟ ହେଉଛି ହଳଦିଆ ଅଂଶ। ଅଣ୍ଡାର ଧଳା ଅଂଶ ପ୍ରୋଟିନ୍‌ରେ ଭରପୁର। ଏଥିରେ କୌଣସି ମାଂସ ନଥାଏ ବୋଲି ଗବେଷଣାରୁ ଜଣାପଡିଛି।

ବଜାରରେ ଅଣ୍ଡାର ଧଳା ଅଂଶ ମିଶ୍ରିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ମିଳୁଛି । ଆମେ ତାହାକୁ ନିରାମିଷ ବୋଲି କହିପାରିବା। ଏହାବ୍ୟତୀତ କେଶରରେ ମଧ୍ୟ  ପ୍ରୋଟିନ୍‌, କୋଲେଷ୍ଟ୍ରଲ୍‌ ଆଉ ଫ୍ୟାଟ୍‌ ମହଜୁଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story