ମୁହଁରେ ଥିବା ଦାଗ ଦୂର ହେଉନି କି ? ଜାଣନ୍ତୁ କିଛି ସରଳ ଉପାୟ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ତ୍ୱଚା ହିଁ ମଣିଷର ପରିଚୟ। ତେଣୁ ଏହାକୁ ସୁନ୍ଦର ରଖିବା ସହ ଏଥିରେ ଚମକ ଆଣିବାକୁ ଓ ନମନିୟତା ବଜାୟ ରଖିବାକୁ ସମସ୍ତେ ତତ୍ପର ଥାନ୍ତି।  କିନ୍ତୁ ବେଳେବେଳେ ମୁହଁରେ ରହିଯାଇଥିବା କିଛି ଦାଗ ଆମକୁ ଅସୁବିଧାରେ ପକାଇଥାଏ । ଏଥିଯୋଗୁ ଆମେ ଅସ୍ୱସ୍ତିକର ଅନୁଭବ କରୁ। ଏହାକୁ ଲିଭାଇବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ। ଏପରିକି ମେଡ଼ିସିନ, କ୍ରିମ୍‌ ଦ୍ୱାରା ନ କମିଲେ ସର୍ଜରୀର ସାହାରା ନେବାକୁ ମଧ୍ୟ […]

face-2..

face-2..

Niharika Rout
  • Published: Tuesday, 23 April 2019
  • Updated: 23 April 2019, 09:06 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ତ୍ୱଚା ହିଁ ମଣିଷର ପରିଚୟ। ତେଣୁ ଏହାକୁ ସୁନ୍ଦର ରଖିବା ସହ ଏଥିରେ ଚମକ ଆଣିବାକୁ ଓ ନମନିୟତା ବଜାୟ ରଖିବାକୁ ସମସ୍ତେ ତତ୍ପର ଥାନ୍ତି।  କିନ୍ତୁ ବେଳେବେଳେ ମୁହଁରେ ରହିଯାଇଥିବା କିଛି ଦାଗ ଆମକୁ ଅସୁବିଧାରେ ପକାଇଥାଏ । ଏଥିଯୋଗୁ ଆମେ ଅସ୍ୱସ୍ତିକର ଅନୁଭବ କରୁ।

ଏହାକୁ ଲିଭାଇବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଉ। ଏପରିକି ମେଡ଼ିସିନ, କ୍ରିମ୍‌ ଦ୍ୱାରା ନ କମିଲେ ସର୍ଜରୀର ସାହାରା ନେବାକୁ ମଧ୍ୟ ଭୁଲି ନ ଥାଉ। ହେଲେ ଏହାକୁ ଆପଣାଇବାକୁ ସମସ୍ତେ ପ୍ରସ୍ତୁତ ନଥାନ୍ତି। ହେଲେ ଆଜି କିଛି ଘରୋଇ ଉପାୟ କହିବୁ, ଯାହାକୁ ଆପଣାଇଲେ ଶରୀରରେ ଥିବା ବହୁ ପୁରୁଣା ଦାଗ ବି ଫିକା ପଡ଼ିଯାଇ ଲିଭିଯିବ।

ଚନ୍ଦନ

ଆପଣଙ୍କ ତ୍ୱଚାରେ କିଛି ଖଣ୍ଡିଆ ଖାବରାର ଚିହ୍ନ ଥିଲେ ଏହାକୁ ଲିଭାଇବା ଲାଗି ଆପଣ ଚନ୍ଦନ ବ୍ୟବହାର କରିପାରିବେ। ଏକ ଚାମଚ ଚନ୍ଦନ ପାଉଡ଼ରରେ କିଛି ଗୋଲାପ ଜଳ ଓ୨ ଚାମଚ କ୍ଷୀର ମିଶା ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ନିୟମିତ ଭାବେ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ଲଗାଇ ଏକ ଘଣ୍ଟା ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏପରି କିଛି ଦିନ କରିବା ପରେ ଆପଣଙ୍କ ଦାଗ ଫିକା ହେବା ପରି ଅନୁଭବ କରିବେ। ଏହାପରେ ଦାଗ ଲିଭିଯିବ।

ଲେମ୍ବୁ

ମୁହଁରେ ଦାଗ ସମସ୍ୟାରୁ ମୁକ୍ତି ପାଇବା ଲାଗି ଲେମ୍ବୁ ଏକ ଭଲ ଉପଚାର ଅଟେ। ଏଥିରେ ମହଜୁଦ ଥିବା ବ୍ଲିଜିଙ୍ଗ ଦାଗକୁ ହାଲକା କରିବାରେ ସାହାଯ୍ୟ କରେ। ଏକ ସପ୍ତାହ ଏହାର ବ୍ୟବହାର ପରେ ଆପଣ ଫରକ ଅନୁଭବ କରିପାରିବେ।

ମହୁ

ମହୁ ଆମ ଶରୀର ସମେତ ତ୍ୱଚା ଲାଗି ଲାଭଦାୟକ ବୋଲି ସମସ୍ତେ ଜାଣିଥାନ୍ତି। ଏହା ତ୍ୱଚାରୁ ମୃତ କୋଷିକା ଓ ସେଲ୍‌କୁ ଦୂର କରିଥାଏ। ଏଥିଲାଗି କିଛି ବୁନ୍ଦା ମହୁ ପ୍ରତିଦିନ ଦାଗ ହୋଇଥିବା ଜାଗାରେ ଲଗାନ୍ତୁ। କିଛି ଦିନ ପରେ ଦାଗ ହାଲକା ହୋଇଯିବ।

କାକୁଡ଼ି

କାକୁଡ଼ି ଆମ ତ୍ୱଚାକୁ ନରମ, ମୁଲାୟମ କରିବା ସହ ହାଇଡ୍ରେଡ କରିବାକୁ ସାହାଯ୍ୟ କରିଥାଏ। ଏହା ଦାଗ ଦୂର କରିବା ସହ ତ୍ୱଚାରେ ନମମିୟତା ଓ ଚମକ ଆଣିଥାଏ। ଏହାକୁ ନିୟମିତ ବ୍ୟବହାର କରିବା ସହ ଫରକ ଅନୁଭବ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story