ଉପବାସରେ ରହିଲେ ଆୟୁଷ ବଢ଼ିଥାଏ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଧର୍ମୀୟ ଭାବନାରେ ଉପବାସର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଧାର୍ମିକ ଭାବନା ବ୍ୟତୀତ ଉପବାସର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିଥାଏ। ଉପବାସ ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିବା ସହ ଶରୀରରେ ଅନେକ ଲାଭଦାୟକ ପରିବର୍ତ୍ତନ ମଧ୍ୟ ହୋଇଥାଏ। ଆଉ ଏବେ ଅନେକ ନିଜକୁ ମାନସିକ ଓ ଶାରୀରିକ ସ୍ତରରେ ଫିଟ୍ ରଖିବା ପାଇଁ ଉପବାସରେ ରହିବାକୁ ପସନ୍ଦ କରୁଛନ୍ତି। ଏବେ ଆସନ୍ତୁ ଜାଣିବା, ଉପବାସ ଦ୍ୱାରା ସ୍ୱାସ୍ଥ୍ୟକୁ କ’ଣ […]

fasting

fasting

Puspanjali Panda
  • Published: Tuesday, 29 January 2019
  • Updated: 29 January 2019, 07:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଧର୍ମୀୟ ଭାବନାରେ ଉପବାସର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଧାର୍ମିକ ଭାବନା ବ୍ୟତୀତ ଉପବାସର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିଥାଏ। ଉପବାସ ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିବା ସହ ଶରୀରରେ ଅନେକ ଲାଭଦାୟକ ପରିବର୍ତ୍ତନ ମଧ୍ୟ ହୋଇଥାଏ। ଆଉ ଏବେ ଅନେକ ନିଜକୁ ମାନସିକ ଓ ଶାରୀରିକ ସ୍ତରରେ ଫିଟ୍ ରଖିବା ପାଇଁ ଉପବାସରେ ରହିବାକୁ ପସନ୍ଦ କରୁଛନ୍ତି।

ଏବେ ଆସନ୍ତୁ ଜାଣିବା, ଉପବାସ ଦ୍ୱାରା ସ୍ୱାସ୍ଥ୍ୟକୁ କ'ଣ ସବୁ ଲାଭ ମିଳିଥାଏ।

ଓଜନ ହ୍ରାସ ହୁଏ
ଉପବାସ ରହିବା ଦ୍ୱାରା ଶରୀରରେ ଥିବା ଅତିରିକ୍ତ ଫ୍ୟାଟ୍‌ ଉର୍ଜାରେ ପରିବର୍ତ୍ତନ ହୁଏ। ଜଣେ ବ୍ୟକ୍ତି କିଛି ଘଣ୍ଟା ଉପବାସ ରହିବା ଦ୍ୱାରା ଶରୀରର ଓଜନ କମ୍‌ ହୋଇଥାଏ। ଏବେ ଅନେକ ଆଥ୍‌ଲେଟ୍‌ ଏହି ପ୍ରକ୍ରିୟା ଦ୍ୱାରା ଶରୀରର ଓଜନ ହ୍ରାସ କରୁଛନ୍ତି।

ଆୟୁଷ ବୃଦ୍ଧି ପାଇଥାଏ
ଆପଣଙ୍କୁ ବିଶ୍ୱାସ ହୋଇ ନ ପାରେ, କିନ୍ତୁ ଏକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ଉପବାସ ରହିବା ଦ୍ୱାରା ବ୍ୟକ୍ତିଙ୍କ ଆୟୁଷ ଦୀର୍ଘ ହୋଇଥାଏ। ଏହି ଗବେଷଣା ଅନୁସାରେ, ଲୋକଙ୍କ ଆୟୁଷ ସେମାନଙ୍କ କମ୍‌ କିମ୍ୱା ଅଧିକ ଖାଇବା ଉପରେ ନିର୍ଭର କରିଥାଏ। ଉପବାସ ଦ୍ୱାରା ମେଟାବଲିଜିମ୍‌ କମ୍‌ ହୋଇଥାଏ। ଏହାଦ୍ୱାରା ବୟସ ବଢ଼ିବା ପରର ସମସ୍ୟା ଶୀଘ୍ର ଅନୁଭୂତ ହୋଇ ନ ଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ।

ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବଢ଼େ
ଉପବାସ ରହିବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟ କରିବା କ୍ଷମତା ବୃଦ୍ଧି ପାଇଥାଏ। ଉପବାସ ଦ୍ୱାରା ମସ୍ତିଷ୍କରୁ ‘ଡିରାଇଡ୍ ନ୍ୟୁରୋଟ୍ରୋଫିକ୍‌ ଫ୍ୟାକ୍ଟର’ ନାମକ ପ୍ରୋଟିନ୍‌ ବାହାରିଥାଏ। ଏହି ପ୍ରୋଟିନ୍‌ ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହି ପ୍ରୋଟିନ୍‌ ମସ୍ତିଷ୍କଜନିତ ଅନେକ ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ।

ତ୍ୱଚାରୁ ବ୍ରଣ ଦୂର କରିଥାଏ
ଉପବାସ ରହିବା ଦ୍ୱାରା ତ୍ୱଚାରୁ ବ୍ରଣ ସମସ୍ୟା ଦୂର ହୋଇଥାଏ। କାରଣ ଉପବାସ ଦ୍ୱାରା ଶରୀରରୁ ଅନେକ ଟକ୍ସିନ୍‌ ବାହାରି ଯାଇଥାଏ। ଏହା ସହ ଅନ୍ୟ ଅଙ୍ଗଗୁଡ଼ିକର ଶାରୀରିକ ସଞ୍ଚାଳନ ମଧ୍ୟ ଠିକ୍‌ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story