ଏମିତି ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟ୍‌ସ ଲଡ଼ୁ

ଆବଶ୍ୟକ ସାମଗ୍ରୀ- ମାଣ୍ଡିଆ ଗୁଣ୍ଡ, ଓଟ୍‌ସ, ଖଜରା, ଘିଅ, କାଜୁ, ଗୁଜୁରାତି ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ ଏକ ପ୍ୟାନ୍‌ରେ ଓଟ୍‌ସ ଢାଳି ୨ରୁ ୩ ମିନିଟ୍‌ ଯାଏ ଭାଜି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଘିଅ ପକାଇ ଗରମ କରନ୍ତୁ। ଏଥିରେ ମାଣ୍ଡିଆ ଗୁଣ୍ଡ ପକାଇ ୨ରୁ ୩ ମିନିଟ୍‌ ଭାଜନ୍ତୁ। ଏହାକୁ ଅଲଗା ଏକ ଗିନାରେ ରଖନ୍ତୁ। ଗ୍ରାଇଣ୍ଡରରେ ଖଜରା, ମାଣ୍ଡିଆ ଗୁଣ୍ଡ, ଓଟ୍‌ସ ଗୁଣ୍ଡକୁ […]

sweet

sweet

Biswobandita Swain
  • Published: Thursday, 07 February 2019
  • Updated: 07 February 2019, 12:17 PM IST

Sports

Latest News

ଆବଶ୍ୟକ ସାମଗ୍ରୀ- ମାଣ୍ଡିଆ ଗୁଣ୍ଡ, ଓଟ୍‌ସ, ଖଜରା, ଘିଅ, କାଜୁ, ଗୁଜୁରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ
ଏକ ପ୍ୟାନ୍‌ରେ ଓଟ୍‌ସ ଢାଳି ୨ରୁ ୩ ମିନିଟ୍‌ ଯାଏ ଭାଜି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଘିଅ ପକାଇ ଗରମ କରନ୍ତୁ। ଏଥିରେ ମାଣ୍ଡିଆ ଗୁଣ୍ଡ ପକାଇ ୨ରୁ ୩ ମିନିଟ୍‌ ଭାଜନ୍ତୁ। ଏହାକୁ ଅଲଗା ଏକ ଗିନାରେ ରଖନ୍ତୁ। ଗ୍ରାଇଣ୍ଡରରେ ଖଜରା, ମାଣ୍ଡିଆ ଗୁଣ୍ଡ, ଓଟ୍‌ସ ଗୁଣ୍ଡକୁ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ ଓ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଘିଅ ଗରମ କରନ୍ତୁ। ଏଥିରେ କାଜୁ ପକାଇ ୨ ମିନିଟ୍‌ ଭାଜନ୍ତୁ। ଏହା ପରେ ଗ୍ରାଇଣ୍ଡିଂ କରାଯାଇଥିବା ସାମଗ୍ରୀରେ କାଜୁକୁ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା କରିବା ପରେ ହାତରେ ଛୋଟ ଛୋଟ ଗୋଲା ତିଆରି କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ମାଣ୍ଡିଆ ଓଟ୍‌ସ ଖଜରା ଲଡୁ। ଏହାକୁ ଚା’ କିମ୍ବା ଖାଲିରେ ଖାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story