ବାରମ୍ୱାର ମୁହଁ ଧୋଇବା ହୋଇପାରେ କ୍ଷତିକାରକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବାହାରୁ ଘରକୁ ଆସିଲେ, କିମ୍ୱା ଟିକେ ଝାଳ ଲାଗିଲେ ଆମେ ମୁହଁ ବାରମ୍ବାର ଧୋଇଥାଉ। ଏହାଦ୍ୱାରା ତ୍ୱଚା ଅଏଲ ଫ୍ରି ହେବା ସହ ମଇଳା ମଧ୍ୟ ଜମି ନ ଥାଏ। କିନ୍ତୁ ମୁହଁ କେତେଥର ଧୋଇଲେ ଏହା ଆମ ତ୍ୱଚାରେ ଚମକ ଆଣିଥାଏ, ଅଧିକ ଧୋଇଲେ ଏହାର ନକରାତ୍ମକ ପ୍ରଭାବ ତ ପଡିନଥାଏ, ଏସବୁ ସମସ୍ୟାର ସମାଧାନ ବିଷୟରେ ଜାଣିଛନ୍ତି କି? ଯଦି ଆପଣଙ୍କ ସ୍କିନ ଅଏଲି, ତେବେ ଆପଣ ଦିନକୁ ୨ ଥର […]

facewash-2..1

facewash-2..1

Niharika Rout
  • Published: Thursday, 13 June 2019
  • Updated: 13 June 2019, 08:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବାହାରୁ ଘରକୁ ଆସିଲେ, କିମ୍ୱା ଟିକେ ଝାଳ ଲାଗିଲେ ଆମେ ମୁହଁ ବାରମ୍ବାର ଧୋଇଥାଉ। ଏହାଦ୍ୱାରା ତ୍ୱଚା ଅଏଲ ଫ୍ରି ହେବା ସହ ମଇଳା ମଧ୍ୟ ଜମି ନ ଥାଏ। କିନ୍ତୁ ମୁହଁ କେତେଥର ଧୋଇଲେ ଏହା ଆମ ତ୍ୱଚାରେ ଚମକ ଆଣିଥାଏ, ଅଧିକ ଧୋଇଲେ ଏହାର ନକରାତ୍ମକ ପ୍ରଭାବ ତ ପଡିନଥାଏ, ଏସବୁ ସମସ୍ୟାର ସମାଧାନ ବିଷୟରେ ଜାଣିଛନ୍ତି କି?

ଯଦି ଆପଣଙ୍କ ସ୍କିନ ଅଏଲି, ତେବେ ଆପଣ ଦିନକୁ ୨ ଥର ମୁହଁ ଧୋଇ ପାରିବେ। ଏହାଦ୍ୱାର ଆପଣଙ୍କ ତ୍ୱଚା ଗ୍ଲୋ କରିବା ସହ ମୁହଁରେ ଚମକ ବଜାୟ ରହିବ। କିନ୍ତୁ ଯେଉଁମାନଙ୍କ ତ୍ୱଚା ଡ୍ରାଏ ସେମାନେ ଦିନକୁ ଥରେ ମୁହଁ ଧୋଇବା ଆବଶ୍ୟକ। ବାରମ୍ୱାର ମୁହଁ ଧୋଇଲେ ସ୍କିନ ଡ୍ରାଏ ହେବା ସହ ପୋଡିବା ପରି ସମସ୍ୟା ମଧ୍ୟ ଦେଖାଯାଏ।

ଯେଉଁମାନଙ୍କ ତ୍ୱଚା ବହୁତ ନମନୀୟ, ସେମାନେ ଦିନକୁ ଅଧିକ ଥର ମୁହଁ ଧୋଇଲେ, ଏହା ରୁକ୍ଷ ହୋଇଯାଏ। ଏକ୍ସପର୍ଟଙ୍କ କହିବାନୁଯାୟୀ, ଦିନକୁ ଅତି କମ୍‌ରେ ୨ ଥର ମୁହଁ ଧୋଇବା ଆବଶ୍ୟକ। ଥରେ ସକାଳେ ଓ ଥରେ ସନ୍ଧ୍ୟାରେ। ସକାଳୁ ମୁହଁ ଧୋଇଲେ ମୁହଁରେ ଜମିଥିବା ମଇଳା ନିର୍ଗତ ହୋଇଯାଇଥାଏ ଓ ଆମକୁ ଫ୍ରେଶ ଲାଗିଥାଏ।

-ଫେଶୱାଶର ବ୍ୟବହାର କରିବା ସମୟରେ ପ୍ରଥମେ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ହାତରେ ଥିବା ମଇଳା ମୁହଁ ପର୍ଯ୍ୟନ୍ତ ଯାଇ ନ ଥାଏ। ସବୁବେଳେ ଯଥାସାଧ୍ୟ ଚେଷ୍ଟା କରନ୍ତୁ, ମୁହଁକୁ ପ୍ରଥମେ ପାଣିରେ ଧୋଇ ଦିଅନ୍ତୁ ଏହାପରେ ଫେଶୱାଶ ବ୍ୟବହାର କରନ୍ତୁ।

- ଫେଶୱାଶ ଲଗାଉଥିଲେ ପ୍ରଥମେ ଏହାକୁ ଚେହେରାରେ କିଛି ସମୟ ଛାଡି ଦିଅନ୍ତୁ। ଅତି କମ୍‌ରେ ୨ ମିନିଟ୍‌ରେ ମୁହଁକୁ ହାଲକା ଭାବେ ରଗଡି ଧୋ ଦିଅନ୍ତୁ।

-ଆବଶ୍ୟକତରଠାରୁ ଅଧିକ ସମୟ ମୁହଁକୁ ଧୁଅନ୍ତୁ ନାହିଁ। ଏହା ଚେହେରା ଲାଗି କ୍ଷତିକାରର ହୋଇଥାଏ।

- ଯଦି ଆପଣଙ୍କ ତ୍ୱଚା ବହୁତ ସମ୍ୱେଦନଶୀଳ, ତା ହେଲେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଭଲ ବେବି ସୋପରେ ବି ମୁହଁ ଧୋଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story