ଏହି ସବୁ ଅଭ୍ୟାସ ଯୋଗୁ ଆପଣଙ୍କ ପେଟର ଚର୍ବି ବୃଦ୍ଧି ପାଇଥାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ମୋଟାପଣ ବୃଦ୍ଧି ପାଇଲେ ଆପଣ ଚିନ୍ତାରେ ରହିଥାନ୍ତି। ତେବେ ସବୁଠୁ ବେଶୀ ଚିନ୍ତାର କାରଣ ହେଉଛି ପେଟର ଚର୍ବି ବୃଦ୍ଧି ପାଇବା। ପେଟର ମାଂସପେଶୀ ବୃଦ୍ଧି ଯୋଗୁ ଆପଣଙ୍କୁ ହୃଦ୍‌ଘାତ, ଡାଇବେଟିସ୍‌ ଏବଂ ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ହେବାର ଆଶଙ୍କା ରହିଥାଏ। କାରଣ ପେଟ ସହିତ ଆପଣଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଜଡ଼ିତ ହୋଇ ରହିଛନ୍ତି। ଡାକ୍ତରୀ ଭାଷାରେ ମଧ୍ୟ ପେଟକୁ ‘ଜୀବନରେଖା’ ବୋଲି କୁହାଯାଏ। ତେବେ ଆପଣଙ୍କର […]

699-1

699-1

Puspanjali Panda
  • Published: Friday, 08 March 2019
  • Updated: 08 March 2019, 07:44 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ମୋଟାପଣ ବୃଦ୍ଧି ପାଇଲେ ଆପଣ ଚିନ୍ତାରେ ରହିଥାନ୍ତି। ତେବେ ସବୁଠୁ ବେଶୀ ଚିନ୍ତାର କାରଣ ହେଉଛି ପେଟର ଚର୍ବି ବୃଦ୍ଧି ପାଇବା। ପେଟର ମାଂସପେଶୀ ବୃଦ୍ଧି ଯୋଗୁ ଆପଣଙ୍କୁ ହୃଦ୍‌ଘାତ, ଡାଇବେଟିସ୍‌ ଏବଂ ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ହେବାର ଆଶଙ୍କା ରହିଥାଏ। କାରଣ ପେଟ ସହିତ ଆପଣଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଜଡ଼ିତ ହୋଇ ରହିଛନ୍ତି। ଡାକ୍ତରୀ ଭାଷାରେ ମଧ୍ୟ ପେଟକୁ ‘ଜୀବନରେଖା’ ବୋଲି କୁହାଯାଏ।

ତେବେ ଆପଣଙ୍କର ଖାଇବା ଶୈଳୀ ଓ ଅଭ୍ୟାସ ଉପରେ ହିଁ ପେଟର ଚର୍ବି ବୃଦ୍ଧି ଓ କମ୍‌ ହେବା ନିର୍ଭର କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଭ୍ୟାସ ଦ୍ୱାରା ପେଟର ମାଂସପେଶୀ ବୃଦ୍ଧି ପାଇଁ ଦାୟୀ।
୧. ଅଧିକ ସମୟ ସୋଶାଲ ମିଡିଆରେ ବ୍ୟସ୍ତ ରହିବା

ହାଭାର୍ଡ ହେଲଥ୍‌ ବ୍ଲଗ୍‌ର ରିପୋର୍ଟ ଅନୁସାରେ ଯଦି ଆପଣ ଫେସବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ର ବ୍ୟବହାରଠାରୁ ଦୂରେଇ ରହିବେ, ତେବେ ଆପଣଙ୍କ ଶରୀରର ଓଜନ କମ୍‌ ହେବାର ସମ୍ଭାବନା ରହିଛି। ଏହାର କାରଣ ଆପଣ ଖାଇ ସାରିବା ପରେ ଅଧିକ ସମୟ ସୋଶାଲ ମିଡିଆରେ ସମୟ ଦେବା ଯୋଗୁ ଶରୀରର ମୋଟାପଣ ସହିତ ପେଟର ଚର୍ବି ମଧ୍ୟ ବୃଦ୍ଧି ପାଇଥାଏ।

୨. ସ୍ନାକ୍ସ ଜାତୀୟ ଜିନିଷ ଖାଇବା

ସ୍ନାକ୍ସ ଜାୟୀୟ ଖାଦ୍ୟ ଯେପରିକି ବିସ୍କୁଟ୍‌, କୁର୍‌କୁରେ ଓ ଲେଜ୍‌ରେ ଅଧିକ କ୍ୟାଲୋରୀ ରହିଥାଏ। ଏହି ସମସ୍ତ ପ୍ୟାକେଟିଙ୍ଗ୍‌ ଦ୍ରବ୍ୟ ମଧ୍ୟ ଆପଣଙ୍କର ବେଲି ଫ୍ୟାଟ୍‌କୁ ବୃଦ୍ଧି କରାଇଥାଏ।

୩. ପ୍ରୋବାୟୋଟିକ୍‌ ଦ୍ରବ୍ୟ ନ ଖାଇବା

ପ୍ରୋବାୟୋଟିକ୍‌ ଦ୍ରବ୍ୟ ଯେପରିକି ଦହି ଆପଣଙ୍କ ଓଜନ ବୃଦ୍ଧି ଓ କମ୍‌ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ଭଲ ବ୍ୟାକ୍ଟେରିଆ ପ୍ରବେଶ କରିଥାନ୍ତି ଏବଂ ପେଟକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାନ୍ତି। ଏହି ସମସ୍ତ ଖାଦ୍ୟ ଆପଣଙ୍କ ପାକସ୍ଥଳୀରେ ଥିବା ହରମୋନ୍‌କୁ ସୁସ୍ଥ ରଖିଥାଏ।
ଫିଟନେସ୍‌ ମାଗାଜିନ୍‌ର ତଥ୍ୟ ଅନୁସାରେ କମ୍‌ ପରିମାଣର ପ୍ରୋବାୟୋଟିକ୍‌ ଖାଦ୍ୟ ଖାଇବା ଯୋଗୁ ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ।

୪. ମୁଡ୍‌ ଅନୁସାରେ ଖାଦ୍ୟ ଖାଇବା

ଇମୋସ୍‌ନାଲ୍‌ ଇଟିଂ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଏହାର ଅର୍ଥ ଆପଣ ଦୁଃଖ କିମ୍ୱା ଖୁସିରେ ଥିବା ସମୟରେ ଅଧିକ ଖାଇଥାନ୍ତି। କୋରନେଲ୍‌ ୟୁନିଭରସିଟିର ରିସର୍ଚ୍ଚ ଅନୁସାରେ ଆପଣଙ୍କ କ’ଣ ଖାଉଛନ୍ତି, ଏହା ଆପଣଙ୍କ ମୁଡ୍‌ ଉପରେ ନିର୍ଭର କରିଥାଏ। ନକରାତ୍ମକ ମନୋଭାବ ରଖୁଥିବା ବ୍ୟକ୍ତି ସକାରାତ୍ମକ ମନୋଭାବ ବ୍ୟକ୍ତିଙ୍କଠାରୁ ଅଧିକ କ୍ୟୋଲୋରୀ ଯୁକ୍ତ ଖାଦ୍ୟ ଖାଇଥାନ୍ତି। ଯାହା ଯୋଗୁ ଶରୀରର ଓଜନ ବୃଦ୍ଧି ପାଇଥାଏ ବୋଲି ରିସର୍ଚ୍ଚରେ ପ୍ରମାଣିତ ହୋଇଥିଲା।

୫. ମୃଦୁପାନୀୟ ଅଧିକ ପିଇବା

ଯଦି ଆପଣ ସୋଡ଼ା ଥିବା ପାନୀୟ ଯେପରିକି କୋକାକୋଲା ଓ ପେପ୍ସି ଅଧିକ ପିଉଛନ୍ତି, ତେବେ ଏହା ଆପଣଙ୍କ ଓଜନ ବୃଦ୍ଧି କରାଇଥାଏ। ସୋଡ଼ାରେ ଅଧିକ ମାତ୍ରାରେ ସୁଗାର୍‌ ରହିଥାଏ, ଯାହା ଆପଣଙ୍କ ବିଭିନ୍ନ ରୋଗର କାରଣ। ଗୋଟିଏ ବୋତଲ ସୋଡ଼ା ୧୦ ଚାମଚ ଚିନି ଓ ୧୫୦ ଖରାପ କ୍ୟାଲୋରୀ ସହିତ ସମାନ। ତେଣୁ ଏହାକୁ ପିଇବା ବଦଳରେ ପାଣି ପିଅନ୍ତୁ।

୬. ଅଫିସରେ ଅଧିକ ସମୟ ବସି ରହିବା

ଅଧିକ ସମୟ ଚେୟାର୍‌ରେ ବସି ରହିବା ଯୋଗୁ ମଧ୍ୟ ଆପଣଙ୍କର ପେଟର ଚର୍ବି ବୃଦ୍ଧି ପାଇଥାଏ। ଯଦି ଆପଣ ଅଫିସ୍‌ରେ ୬ ରୁ ୮ ଘଣ୍ଟା ବସି ରହିବେ, ତେବେ ଏହା ଶାରୀରିକ ଗତିବିଧି ଉପରେ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା ଆପଣଙ୍କ ଶରୀରରୁ ଫ୍ୟାଟ୍‌ ବର୍ଣ୍ଣି ଏନ୍‌ଜାଇମ୍‌ ନଷ୍ଟ ହୋଇଥାଏ।
୭. ଠିକ୍‌ ସମୟରେ ନଖାଇବା

ସେହିପରି ଠିକ୍‌ ସମୟରେ ନ ଖାଇବା ଖାଦ୍ୟ ସେବନରେ ଅନିୟମିତତା ଫ୍ୟାଟ୍‌ ବୃଦ୍ଧିର ଆଉ ଏକ କାରଣ। ଏହା ଯୋଗୁ ଆପଣଙ୍କ ଶରୀରରେ ମେଟାବଲିଜିମ୍‌ ଧିର ହୋଇଯାଇଥାଏ ଓ ଶରୀରର ଓଜନ ବୃଦ୍ଧି କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story