ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡରର କାରଣ ଓ ଲକ୍ଷଣ

ଯେଉଁମାନେ ସବୁବେଳେ ସେକ୍ସ ଉପରେ ଆଲୋଚନା କରିବାକୁ ଚାହାନ୍ତି ସେମାନଙ୍କୁ ଆମେ ହସରେ ଉଡ଼ାଇ ଦେଉ। କିନ୍ତୁ ଏହା ଠିକ୍ ନୁହେଁ। ସେମାନଙ୍କୁ ଗମ୍ଭୀରତାର ସହ ନିଅନ୍ତୁ। ହୋଇପାରେ ସେମାନେ ହାଇପରସେକ୍ସୁଆଲ ଡିସ୍‌ଅର୍ଡରର ଶିକାର ହୋଇଥାଇପାରନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଯୌନ କ୍ରିୟା ଅବା ସେକ୍ସ ପ୍ରତି ବହୁତ ଆଡିକ୍ସନ ହୋଇଯାଆନ୍ତି। ଏହି ପ୍ରକାରର ଆଡିକ୍ସନକୁ ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡର କୁହାଯାଏ। ଏହା ବି ଏକ ପ୍ରକାର ମାନସିକ ବିକାର ଯାହା ମସ୍ତିଷ୍କରେ ହେଉଥିବା ରାସାୟନିକ ପରିବର୍ତ୍ତନ […]

HypersexualDisorders

HypersexualDisorders

Rakesh Mallick
  • Published: Friday, 17 November 2017
  • Updated: 17 November 2017, 11:35 AM IST

Sports

Latest News

ଯେଉଁମାନେ ସବୁବେଳେ ସେକ୍ସ ଉପରେ ଆଲୋଚନା କରିବାକୁ ଚାହାନ୍ତି ସେମାନଙ୍କୁ ଆମେ ହସରେ ଉଡ଼ାଇ ଦେଉ। କିନ୍ତୁ ଏହା ଠିକ୍ ନୁହେଁ। ସେମାନଙ୍କୁ ଗମ୍ଭୀରତାର ସହ ନିଅନ୍ତୁ। ହୋଇପାରେ ସେମାନେ ହାଇପରସେକ୍ସୁଆଲ ଡିସ୍‌ଅର୍ଡରର ଶିକାର ହୋଇଥାଇପାରନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଯୌନ କ୍ରିୟା ଅବା ସେକ୍ସ ପ୍ରତି ବହୁତ ଆଡିକ୍ସନ ହୋଇଯାଆନ୍ତି। ଏହି ପ୍ରକାରର ଆଡିକ୍ସନକୁ ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡର କୁହାଯାଏ। ଏହା ବି ଏକ ପ୍ରକାର ମାନସିକ ବିକାର ଯାହା ମସ୍ତିଷ୍କରେ ହେଉଥିବା ରାସାୟନିକ ପରିବର୍ତ୍ତନ କାରଣରୁ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଏପ୍ରକାର ମାନସିକ ବିକାରର କାରଣ ଓ ଲକ୍ଷଣ ଏବଂ ଚିକିତ୍ସା ସଂପର୍କରେ।

ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡରର କାରଣ:

ବାୟୋକେମିକାଲ୍‌ର ବୃଦ୍ଧି ଓ ହ୍ରାସ: ଏହି ପ୍ରକାରର ବିକାର ମସ୍ତିଷ୍କରେ ଘଟୁଥିବା ରାସାୟନିକ କାରଣ ଯୋଗୁଁ ହୋଇଥାଏ। ନ୍ୟୁରୋଟ୍ରାନ୍ସମିଟର ଅନ୍ତର୍ଗତ ଡୋପାମାଇନ୍, ସେରୋଟୋନିନ୍ ଓ ନ୍ୟୁରୋପାଇନ୍‌ଫ୍ରିନ୍‌ ହର୍ମୋନରେ ଦେଖାଯାଉଥିବା ପରିବର୍ତ୍ତନ ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡରର କାରଣ ହୋଇଥାଏ। ଏହି ତିନି ରସାୟନର ପରିମାଣ ଅଧିକ ହେଲେ ବ୍ୟକ୍ତି ସବୁବେଳେ ସେକ୍ସ ସଂପର୍କରେ ଚିନ୍ତା କରେ।

ଚିକିତ୍ସା ପରେ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବା: ଅନେକ ସମୟରେ ଚିକିତ୍ସା ବେଳେ କାହାରି କାହରି ମସ୍ତିଷ୍କର କିଛି ଭାଗ କ୍ଷତିଗ୍ରସ୍ତ ହୋଇଥାଏ। ଏହି କାରଣରୁ ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡର ଦେଖାଯିବାର ମଧ୍ୟ ସମ୍ଭାବନା ଥାଏ।

ହର୍ମୋନ: ମହିଳା ହୁଅନ୍ତୁ ବା ପୁରୁଷ ଉଭୟଙ୍କଠାରେ ସେକ୍ସ ସମ୍ବନ୍ଧୀୟ ହର୍ମୋନ ରହିଛି। ଏହାକୁ ଏଣ୍ଡ୍ରୋଜେନ୍ କୁହାଯାଏ। ଏଣ୍ଡ୍ରୋଜେନ୍‌ ବ୍ୟକ୍ତିକୁ ସେକ୍ସ କରିବା ପାଇଁ ଉସୁକାଇ ଥାଏ। ତେବେ ଏହି ଭଳି ହର୍ମୋନର ପରିମାଣ ବଢ଼ି ଗଲେ ଏହା ବ୍ୟକ୍ତି ଭିତରେ ସେକ୍ସ ଭଳି ବିଚାରକୁ ବଢ଼ାଇ ଦିଏ।

ଛୋଟ ବେଳେ ହୋଇଥିବା ଦୁର୍ବ୍ୟବହାର: ଅନେକ ସମୟରେ ଦେଖାଯାଇଛି ଯେ ଛୋଟ ବେଳେ ଯଦି କେହି ଦୁର୍ବ୍ୟବହାର ଶିକାର ହୋଇଥାଆନ୍ତି ଓ ଏହା ତାଙ୍କ ଉପରେ ଗଭୀର ଭାବେ ନାକାରାତ୍ମକ ପ୍ରଭାବ ପକାଇଥାଏ। ଏଥିଯୋଗୁଁ ସେମାନେ ମାନସିକ ବିକାରର ଶିକାର ହୋଇଥାଆନ୍ତି।

ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡରର ଲକ୍ଷଣ:

ଅତ୍ୟଧିକ ହସ୍ତମୈଥୁନ: ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡରରେ ପୀଡ଼ିତ ବ୍ୟକ୍ତିମାନେ ଅତ୍ୟଧିକ ହସ୍ତମୈଥୁନ କରନ୍ତି। ସେମାନଙ୍କ ପାଇଁ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ। ଏହି ପ୍ରକାର ଲକ୍ଷଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖାଯାଏ। ଏହା ସହିତ ସେମାନେ ଅନ୍ୟ ପ୍ରକାର ଯୌନ କ୍ରିୟାରେ ଲିପ୍ତ ରହନ୍ତି।

ସବୁବେଳେ ସେକ୍ସ ସଂପର୍କରେ ଭାବିବା: ଏହି ପ୍ରକାରର ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ସବୁ ବେଳେ କେବଳ ସେକ୍ସ ବିଷୟରେ ଚିନ୍ତା କରିଥାଏ।

ଅଧିକ ସମୟ ଅଶ୍ଳୀଳ ଫିଲ୍ମ ଦେଖିବା: ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡରରେ ବ୍ୟକ୍ତି ସେକ୍ସ ଆଡିକ୍ସନ ହୋଇଯାଏ। ଏହି କାରଣରୁ ସେ ସବୁବେଳେ ଅଶ୍ଳୀଳ ଫିଲ୍ମ ଓ ଫଟୋ ଦେଖିବାକୁ ଚାହେଁ।

ଜଣେରୁ ଅଧିକ ଲୋକଙ୍କ ସହ ସଂପର୍କ ସ୍ଥାପନ ସଂପର୍କରେ ଭାବିବା: ହାଇପରସେକ୍ସୁଆଲ୍‌ଡିସ୍ଅର୍ଡରରେ ପୀଡ଼ିତ ବ୍ୟକ୍ତି ନିଜ ସାଥୀଙ୍କ ବ୍ୟତୀତ ଅନ୍ୟମାନଙ୍କ ସହ ସଂପର୍କ ସ୍ଥାପନ କରିବା ସଂପର୍କରେ ଭାବନ୍ତି। ଏହା ବହୁ ବିପଦ ହୋଇପାରେ। ଏହା ଦ୍ୱାରା ବିଭିନ୍ନ ପ୍ରକାର ଯୌନ ସଞ୍ଚାରିତ ରୋଗ ଦେଖାଯାଇପାରେ।

ହାଇପରସେକ୍ସୁଆଲ୍‌ ଡିସ୍ଅର୍ଡରର ଚିକିତ୍ସା:

ଏଭଳି ମାନସିକ ବିକାରକୁ ଠିକ୍ କରାଯାଇପାରିବ। ଏଥିରେ ବ୍ୟକ୍ତିର ମନ-ମସ୍ତିଷ୍କରୁ ଏଭଳି ଭାବନାଗୁଡ଼ିକୁ ବାହାର କରିବା ପାଇଁ ସାଇକୋଥେରାପି ଦେବାକୁ ହୁଏ। ଏହା ବ୍ୟତୀତ ଔଷଧ ମଧ୍ୟ ଦିଆଯାଏ। ଅନେକ ସମୟରେ ଏହି ପ୍ରକାରର ରୋଗର ଚିକିତ୍ସା ପାଇଁ ମନୋଚିକିତ୍ସକଙ୍କ କାଉନ୍‌ସେଲିଂର ସାହାଯ୍ୟ ନେବାକୁ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story