ଲିଭର୍ ପାଇଁ କ୍ଷତିକାରକ ଚିନାବାଦାମ!

ନୂଆଦିଲ୍ଲୀ: ସାଧାରଣତଃ ଶୀତଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଉଷୁମ ମିଳିଥାଏ । ଏଥିରେ ଭିଟାମିନ୍-ଇ, ଭିଟାମିନ-ବି୬, ଓମେଗା ଫ୍ୟାଟ ଏସିଡ, ମ୍ୟାଗ୍ନେଶିୟମ, ଫସଫରସ, ପୋଟାସିଅମ, ଜିଙ୍କ୍ ଏବଂ ଆଇରନ ଭରପୂର ମାତ୍ରାରେ ରହିଛି । କିନ୍ତୁ ପୁଷ୍ଟିକର ତତ୍ତ୍ୱରେ ଭରପୂର ଏହି ଚିନାବାଦାମରେ ଅନେକ ହାନିକାରକ ତତ୍ତ୍ୱ ମଧ୍ୟ ରହିଛି, ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ । – ଚିନାବାଦାମ ଖାଇବା ଦ୍ୱାରା ଶରୀରରେ ଆଫଲାଟୋକ୍ସିନ ପରିମାଣ ବଢ଼ିଥାଏ। ଏହା କ୍ଷତିକାରକ ପଦାର୍ଥ ଅଟେ […]

peanuts-1

peanuts-1

Jitendra Garnayak
  • Published: Monday, 23 November 2020
  • Updated: 23 November 2020, 10:41 AM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତଃ ଶୀତଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଉଷୁମ ମିଳିଥାଏ । ଏଥିରେ ଭିଟାମିନ୍-ଇ, ଭିଟାମିନ-ବି୬, ଓମେଗା ଫ୍ୟାଟ ଏସିଡ, ମ୍ୟାଗ୍ନେଶିୟମ, ଫସଫରସ, ପୋଟାସିଅମ, ଜିଙ୍କ୍ ଏବଂ ଆଇରନ ଭରପୂର ମାତ୍ରାରେ ରହିଛି । କିନ୍ତୁ ପୁଷ୍ଟିକର ତତ୍ତ୍ୱରେ ଭରପୂର ଏହି ଚିନାବାଦାମରେ ଅନେକ ହାନିକାରକ ତତ୍ତ୍ୱ ମଧ୍ୟ ରହିଛି, ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ ।

- ଚିନାବାଦାମ ଖାଇବା ଦ୍ୱାରା ଶରୀରରେ ଆଫଲାଟୋକ୍ସିନ ପରିମାଣ ବଢ଼ିଥାଏ। ଏହା କ୍ଷତିକାରକ ପଦାର୍ଥ ଅଟେ । ଭୋକ ନ ହେବା, ଆଖି ହଳଦିଆ ପଡିଯିବା ଆଫଲାଟୋକ୍ସିନ ବିଷାକ୍ତ ହେବାର ଲକ୍ଷଣ । ଏହାଦ୍ୱାରା ଲିଭର (ଯକୃତ) ଖରାପ ହେବା ସହ ଜଣ୍ଡିସ ମଧ୍ୟ ହୋଇପାରେ ବୋଲି ଏକ ସ୍ୱାସ୍ଥ୍ୟ ରିପୋର୍ଟରୁ ଜଣାପଡିଛି । ଆଫଲାଟୋକ୍ସିନ ବିଷାକ୍ତ ହେବା ଦ୍ୱରା ଲିଭର ଖରାପ ହେବା ସହ ଲିଭର କ୍ୟାନସରର ପ୍ରମୁଖ କାରଣ ମଧ୍ୟ ପାଲଟିପାରେ। ଗରମ ଏବଂ ଆଦ୍ର ସ୍ଥାନରେ ଆଫଲାଟୋକ୍ସିନ ବିଷାକ୍ତ ହେବା ଆଶଙ୍କା ଅଧିକ।

- ଆର୍ଥ୍ରାଇଟିସ୍ ଥିବା ରୋଗୀଙ୍କୁ ଚିନାବାଦାମ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।  ଏଥିରେ ଥିବା ଲେକ୍ଟିନ୍ ଯୋଗୁଁ ଆର୍ଥ୍ରାଇଟିସ୍ ସମସ୍ୟା ଆହୁରି ବଢ଼ିଯାଇଥାଏ । ଏହା କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ହୃଦଘାତର କାରଣ ହୋଇପାରେ।

- ଚିନାବାଦାମରେ ଫାଇଟିକ୍ ଏସିଡ୍ ନାମକ ଏକ ଉପାଦାନ ରହିଛି, ଯାହା ଶରୀରରେ ଆବଶ୍ୟକୀୟ ପୁଷ୍ଟିକର ମୂଲ୍ୟ ହ୍ରାସ କରିଥାଏ । ଫାଇଟିକ୍ ଏସିଡ୍ ଶରୀରରେ ଆଇରନ୍ ଏବଂ ଜିଙ୍କ ପରିମାଣକୁ ହ୍ରାସ କରିଥାଏ । ଯେଉଁମାନେ ସନ୍ତୁଳିତ ଡାଏଟ୍ କିମ୍ବା ନିୟମିତ ମାଂସ ଖାଆନ୍ତି, ସେମାନଙ୍କୁ ଅଧିକ ଅସୁବିଧା ହେବ ନାହିଁ । କିନ୍ତୁ ଯେଉଁମାନେ କେବଳ ଶସ୍ୟ କିମ୍ବା ଫଳ ପନିପରିବା ଉପରେ ନିର୍ଭର କରନ୍ତି ସେମାନଙ୍କ ସମସ୍ୟା ହୋଇପାରେ ।

- ଚିନାବାଦାମ ଅଧିକ ଖାଇବା ଦ୍ୱାରା ଚର୍ମ ଜନିତ ସମସ୍ୟା ହୋଇପାରେ । ଚର୍ମ କୁଣ୍ଡେଇ ହେବା ଏବଂ ନାଲି ପଡିଯିବା ଭଳି ସମସ୍ୟା ଦେଖାଦଇପାରେ । କେବଳ ସେତିକି ନୁହେଁ ମୁହଁ କୁଣ୍ଡେଇ ହେବା ‍ଫୁଲି ମଧ୍ୟ ଯାଏ।

ଚିନାବାଦାମ ଏକ ଗରମ ଯୁକ୍ତ ଖାଦ୍ୟ, ତେଣୁ ଏହାକୁ ଶୀତଦିନେ ହିଁ ଖାଇବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନ ମତ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story