ପାଦ ମୋଡ଼ି ହୋଇ ଯାଇଛି ? ଯନ୍ତ୍ରଣାରୁ ମୁକ୍ତି ପାଇଁ ଜାଣନ୍ତୁ ୪ଟି ଟିପ୍ସ

କୌଣସି କାମ କଲାବେଳେ ବା ଚାଲିବା ବେଳେ ପାଦ ହଠାତ୍ ମୋଡି ହୋଇ ଯାଇଥାଏ। ଫଳରେ  ପାଦରେ ଜୋରରେ ଯନ୍ତ୍ରଣା ଓ ବଥା ହୋଇଥାଏ। ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇଥାଉ। କିନ୍ତୁ ଏହା ଶୀଘ୍ର  ଭଲ ହୋଇ ନ ଥାଏ, ସମୟ ଲାଗିଥାଏ। କିନ୍ତୁ ଏପରି କିଛି ଘରୋଇ ଉପଚାର ରହିଛି, ଯାହା କରିବା ଦ୍ୱାରା ପାଦ ମୋଡ଼ି ହେବା ଯୋଗୁଁ ହେଉଥିବା ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ମିଳିଥାଏ। ଆସନ୍ତୁ […]

nnn

nnn

Rakesh Mallick
  • Published: Monday, 02 October 2017
  • Updated: 02 October 2017, 09:49 AM IST

Sports

Latest News

କୌଣସି କାମ କଲାବେଳେ ବା ଚାଲିବା ବେଳେ ପାଦ ହଠାତ୍ ମୋଡି ହୋଇ ଯାଇଥାଏ। ଫଳରେ  ପାଦରେ ଜୋରରେ ଯନ୍ତ୍ରଣା ଓ ବଥା ହୋଇଥାଏ। ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇଥାଉ। କିନ୍ତୁ ଏହା ଶୀଘ୍ର  ଭଲ ହୋଇ ନ ଥାଏ, ସମୟ ଲାଗିଥାଏ। କିନ୍ତୁ ଏପରି କିଛି ଘରୋଇ ଉପଚାର ରହିଛି, ଯାହା କରିବା ଦ୍ୱାରା ପାଦ ମୋଡ଼ି ହେବା ଯୋଗୁଁ ହେଉଥିବା ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ କିଛି ଟିପ୍ସ।

୧- ପାଦ ମୋଡ଼ି ହୋଇ ଗଲେ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ପାଇବା ପାଇଁ ପ୍ରଥମେ ବରଫର ଛୋଟ ଖଣ୍ଡ ଆଣି ପ୍ରଭାଭିତ ସ୍ଥାନରେ ଲଗାନ୍ତୁ। ଏହା ଦ୍ୱାରା ଯନ୍ତ୍ରଣା କମି ଯିବ। ଆପଣଙ୍କୁ ଟିକିଏ ଆରାମ ମିଳିବ।

-ପାଦ ମୋଡ଼ି ହୋଇ ଗଲା ପରେ ଯଦି ଅଧିକ ଯନ୍ତ୍ରଣା ହୁଏ, ତାହାହେଲେ ଆପଣ ଏକ ଗ୍ଲାସ ଗରମ କ୍ଷୀରରେ ଅଳ୍ପ ଫିଟିକିରି ମିଶାଇ ପିଅନ୍ତୁ। ଏହା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ।

୩- ସେହିପରି ଆଉ ଏକ ଉପାୟ ହେଲା,ଅଳ୍ପ ପାଣିରେ ହଳଦୀ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ଅଳ୍ପ ଗରମ କରିଦିଅନ୍ତୁ। ଉଷୁମ ହୋଇଥିବା ଏହି  ହଳଦୀ ପେଷ୍ଟକୁ ଏବେ ଜଖମ ହୋଇଥିବା ସ୍ଥାନରେ ଲଗାନ୍ତୁ। ଦୁଇ ଘଣ୍ଟା ପରେ ପାଦକୁ ଧୋଇ ଦିଅନ୍ତୁ। ଦେଖିବେ ଆରାମ ମିଳିବ। ଆପଣ ଏହାକୁ ନିୟମିତ ତିନି ଦିନ ଧରି ଲଗାଇଲେ,ଜଖମ ସ୍ଥାନରେ ବଥା ପୂରା କମିଯିବ। ହଳଦୀରେ ଅଧିକ ଆଣ୍ଟି-ଇନଫାମେଣ୍ଟାରୀ ବା ଜ୍ୱଳନ-ନିରୋଧକ ଗୁଣ ଭରପୂର ହୋଇ ରହିଥାଏ। ଯାହାକି ବଥା ଓ ଯନ୍ତ୍ରଣା କମାଇବାରେ ସାହାଯ୍ୟ କରିଥାଏ।

୪- ଯଦି କେବେ ପାଦ ମୋଡି ହୋଇ ଯାଏ। ତାହାହେଲେ ଅଳ୍ପ ମହୁରେ କିଛି ଖାଇବା ଚୁନ ମିଶାଇ ଆଘାତ ଲାଗିଥିବା ସ୍ଥାନରେ ମାଲିସ୍‌  କରନ୍ତୁ। ଯନ୍ତ୍ରଣାରୁ ଆରାମ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story