ଭାଇରାଲ୍ ଜ୍ୱର ହେଲେ କଣ ଖାଇବେ !

ଭାଇରାଲ୍ ଜ୍ୱର ହେଲେ ଆମ ଶରୀରର ରୋଗ ପ୍ରତିରୋଧ କ୍ଷମତା କମି ଯାଏ। ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଖାଇବାପିଇବା ଉପରେ ଅଧିକ ଧ୍ୟାନ ଦିଆଯିବା ଉଚିତ। ତେଣୁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସାହାଯ୍ୟ କରେ। ସାଧାରଣତଃ ଭାଇରାଲ ଜ୍ୱର ହେଲେ ଲୋକମାନେ ଖାଇବା ପିଇବା ଛାଡି ଦେଇଥାନ୍ତି। କିନ୍ତୁ ଏହା କରିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ରୋଗ ବଢ଼ିଯାଇପାରେ। ତେବେ […]

mm

mm

Rakesh Mallick
  • Published: Sunday, 06 August 2017
  • Updated: 13 September 2017, 01:07 PM IST

Sports

Latest News

ଭାଇରାଲ୍ ଜ୍ୱର ହେଲେ ଆମ ଶରୀରର ରୋଗ ପ୍ରତିରୋଧ କ୍ଷମତା କମି ଯାଏ। ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଖାଇବାପିଇବା ଉପରେ ଅଧିକ ଧ୍ୟାନ ଦିଆଯିବା ଉଚିତ। ତେଣୁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସାହାଯ୍ୟ କରେ। ସାଧାରଣତଃ ଭାଇରାଲ ଜ୍ୱର ହେଲେ ଲୋକମାନେ ଖାଇବା ପିଇବା ଛାଡି ଦେଇଥାନ୍ତି। କିନ୍ତୁ ଏହା କରିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ରୋଗ ବଢ଼ିଯାଇପାରେ। ତେବେ ତାଜା ଓ ନିରାମିଷ ଖାଦ୍ୟ ଖାଇବା ଉଚିତ। କାରଣ ଗରିଷ୍ଠ ଖାଦ୍ୟ ଖାଇଲେ ହଜମ ହେବାରେ କଷ୍ଟ ହେବ। ଏହାସହ ଅଧିକ ପାଣି ପିଇବା ଦରକାର।  ଅଧିକ ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ୍‌ ହୋଇ ନ ଥାଏ। ଆସନ୍ତୁ ଜାଣିବା ଥଣ୍ଡା ଜ୍ୱର ହେଲେ କ’ଣ ଖାଇଲେ ରୋଗ ପ୍ରତିରୋଧ କ୍ଷମତା ବଢ଼ିଥାଏ।

- ଭାଇରାଲ ଜ୍ୱର ହେଲେ ଗାଜର ଖାଇବା ଉଚିତ। ଏଥିରେ କେରୋଟିନ୍‌ ମିଳିଥାଏ। ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଏହା ଶରୀରକୁ ରୋଗଜୀବାଣୁଙ୍କ ସହ ଲଢ଼ିବାରେ ସାହାଯ୍ୟ କରିଥାଏ।

- ସେଓ ଖାଇବା ଉଚିତ। ଏଥିରୁ ଆମ ଶରୀରକୁ ଅଧିକ ମାତ୍ରାରେ ପୋଟାସିୟମ୍‌ ମିଳିଥାଏ।

- କମଳା ଖାଇବା ଉଚିତ। ଏଥରୁ ଆମକୁ ଭିଟାମିନ-ସି ଓ ବିଟା କିରୋଟିନ୍‌ସ ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।  ଭାଇରାଲ ଜ୍ୱରରେ ଅଧିକ ଡ୍ରାଏଫୁଡ୍‌ ଖାଇବା ଉଚିତ। ଡ୍ରାଏଫୁଡରୁ ଭରପୂର ଜିଙ୍କ୍ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story