ଏସବୁ ପରିବା ଫ୍ରିଜ୍‌ରେ ରଖିଲେ ଭିଟାମିନ ନଷ୍ଟ ହୋଇଯାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୟର ଅଭାବ । ଥରେ ମାର୍କେଟ ଯାଇ ସପ୍ତାହକ ପାଇଁ ପରିବା କିଣି ଆଣିଲେ ଚିନ୍ତା ନାହିଁ। ଘରେ ତ ଫ୍ରିଜରେ ଅଛି ନା ! ତେବେ ଫ୍ରିଜରେ ପରିବା ରଖିଲା ବେଳେ ଗୋଟିଏ କଥା ମନେ ରଖନ୍ତୁ,  ଏମିତି ଅନେକ ପରିବା ଅଛି ଯାହା ଫ୍ରିଜ୍‌ରେ ରଖିବା ଉଚିତ୍‌ ନୁହେଁ । ରଖିଲେ ପରିବାରେ ଥିବା ଭିଟାମିନ୍‌ ନଷ୍ଟ ହୋଇଥାଏ।  ଜାଣି ରଖନ୍ତୁ କେଉଁ ଜିନିଷ ଫ୍ରିଜରେ ରଖିଲେ କ’ଣ ହୋଇଥାଏ  […]

fruits

fruits

Puspanjali Panda
  • Published: Friday, 08 March 2019
  • Updated: 08 March 2019, 04:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୟର ଅଭାବ । ଥରେ ମାର୍କେଟ ଯାଇ ସପ୍ତାହକ ପାଇଁ ପରିବା କିଣି ଆଣିଲେ ଚିନ୍ତା ନାହିଁ। ଘରେ ତ ଫ୍ରିଜରେ ଅଛି ନା ! ତେବେ ଫ୍ରିଜରେ ପରିବା ରଖିଲା ବେଳେ ଗୋଟିଏ କଥା ମନେ ରଖନ୍ତୁ,  ଏମିତି ଅନେକ ପରିବା ଅଛି ଯାହା ଫ୍ରିଜ୍‌ରେ ରଖିବା ଉଚିତ୍‌ ନୁହେଁ । ରଖିଲେ ପରିବାରେ ଥିବା ଭିଟାମିନ୍‌ ନଷ୍ଟ ହୋଇଥାଏ।

 ଜାଣି ରଖନ୍ତୁ କେଉଁ ଜିନିଷ ଫ୍ରିଜରେ ରଖିଲେ କ’ଣ ହୋଇଥାଏ 
୧. ଟମାଟୋରେ ପାଣିର ମାତ୍ରା ଅଧିକ ରହିଥାଏ। ତେଣୁ ଟମାଟୋକୁ ଫ୍ରିଜରେ ରଖିଲେ ଏହା ଅନ୍ୟ ପରିବାକୁ ନଷ୍ଟ କରି ଦେଇଥାଏ। ତେଣୁ ଏହାକୁ ୨-୩ ଦିନରୁ ଅଧ‍କ ରଖିବା ଉଚିତ ନୁହେଁ।

୨. ସୋୟା ଏବଂ ଟମାଟୋ ସସ୍‌କୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ, କାରଣ ଏସବୁକୁ ଫ୍ରିଜରେ ରଖିବା ଦରକାର ପଡ଼େ ନାହିଁ।
୩. କଦଳୀକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହାକୁ ଫ୍ରିଜରେ ରଖିଲେ ଏହା କଳା ପଡିଯାଇଥାଏ ଏବଂ ପାଖରେ ଥିବା ଫଳକୁ ବି କଳା କରି ଦେଇଥାଏ।
୪. କଫିକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହା ଦ୍ୱାରା କଫିର ବାସ୍ନା ନଷ୍ଟ ହୋଇଯାଏ।

୫. ଲେମ୍ବୁରେ ସାଇଟ୍ରିକ ଏସିଡ୍‌ ରହିଥାଏ। ସେଥିପାଇଁ ଏହାକୁ ଫ୍ରିଜରେ ରଖିବା ଦରକାର ନାହିଁ। ଫ୍ରିଜରେ ରଖିଲେ ଏହା ଶିଘ୍ର ଶୁଖିଯାଏ।
୬. ଡ୍ରାଏ ଫ୍ରୁଟସ୍‌ ଯେପରିକି କାଜୁ , ପେସ୍ତା ବାଦାମ, ବାଦାମ ଓ କିସ୍‌ମିସ୍‌କୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ନଷ୍ଟ ହୋଇ ଯାଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଖରାପ ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story