କାହିଁକ ଧନୀ ହୁଏ ଧନୀ, ଗରିବ ରହିଯାଏ ଅଭାବରେ: ଛୋଟ କଥା ହେଲେ ସତ କଥା

ତେଲିଆ ମୁଣ୍ଡରେ ତେଲ। ଓଡ଼ିଆ ଭାଷାରେ ଏ ରୁଢ଼ି ସହ ଆମେ ସମସ୍ତେ ପରିଚିତ। ଭାରତର ଅର୍ଥନୀତିକୁ ଦେଖିଲେ ଜଣାପଡେ ଯେ ଯେଉଁମାନେ ଧନୀ ସେମାନେ ଆହୁରି ଧନୀ ହେଉଛନ୍ତି। ଗରିବ ସେମିତି ଗରିବ ହେଇ ରହୁଛି। ଅର୍ଥନୀତି ବିଶାରଦମାନେ ଏହି ତାରତମ୍ୟକୁ ନେଇ ଅନେକ ଯୁକ୍ତି ଉପସ୍ଥାପନ କରନ୍ତି। ହେଲେ କେବେ ଭାବିଛନ୍ତି ଏସବୁ ପଛରେ ଗୋଟିଏ ସାଧାରଣ କଥା ଲୁଚି ରହିଛି। କାରଣ ସଂପତ୍ତି ବଢାଇବାକୁ ହେଲେ କେବଳ ପରିଶ୍ରମ ନୁହେଁ ବୁଦ୍ଧିର ଆବଶ୍ୟକତା […]

Rich-man

Rich-man

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 02:22 PM IST

Sports

Latest News

ତେଲିଆ ମୁଣ୍ଡରେ ତେଲ। ଓଡ଼ିଆ ଭାଷାରେ ଏ ରୁଢ଼ି ସହ ଆମେ ସମସ୍ତେ ପରିଚିତ। ଭାରତର ଅର୍ଥନୀତିକୁ ଦେଖିଲେ ଜଣାପଡେ ଯେ ଯେଉଁମାନେ ଧନୀ ସେମାନେ ଆହୁରି ଧନୀ ହେଉଛନ୍ତି। ଗରିବ ସେମିତି ଗରିବ ହେଇ ରହୁଛି। ଅର୍ଥନୀତି ବିଶାରଦମାନେ ଏହି ତାରତମ୍ୟକୁ ନେଇ ଅନେକ ଯୁକ୍ତି ଉପସ୍ଥାପନ କରନ୍ତି। ହେଲେ କେବେ ଭାବିଛନ୍ତି ଏସବୁ ପଛରେ ଗୋଟିଏ ସାଧାରଣ କଥା ଲୁଚି ରହିଛି। କାରଣ ସଂପତ୍ତି ବଢାଇବାକୁ ହେଲେ କେବଳ ପରିଶ୍ରମ ନୁହେଁ ବୁଦ୍ଧିର ଆବଶ୍ୟକତା ଥାଏ। କେଉଁଠି ଅର୍ଥ ବିନିଯୋଗ କଲେ କେତେ ଲାଭ ମିଳିବ ତାର ହିସାବକିତାବ ଦରକାର ହୁଏ। ହେଲେ ସାଧାରଣ ଲୋକଟିଏ ଏସବୁର ହିସାବନିକାଶ କରି ପାରି ନଥାଏ। ଫଳରେ ଧନୀ ନିଜ ବୁଦ୍ଧି ବଳରେ ଆହୁରି ଧନୀ ହୁଏ ଆଉ ଗରିବ ଗରିବିର ସୀମା ରେଖାକୁ ଡେଇଁ ପାରେନି।

ଏକ ରିପୋର୍ଟରୁ ଜଣାପଡ଼ିଛି, ସାଧାରଣ ଲୋକଙ୍କ ପାଖରେ ପଇସା ହେଲେ ସେ ଟିକେ ଅହଙ୍କାରୀ ହୋଇଯାଏ। ଅନ୍ୟକୁ ଦେଖାଇ ହେବାକୁ ଯାଇ ଅୟେଶ ଆରାମ ପାଇଁ କଷ୍ଟ ଅର୍ଜିତ ଟଙ୍କାକୁ ଖର୍ଚ୍ଚ କରି ଦେଇଥାଏ। ଖର୍ଚ୍ଚର କୌଣସି ଭାଗମାପ ରଖେନି।  କିନ୍ତୁ ଧନୀ ବ୍ୟକ୍ତି ଏହା  କରି ନଥାନ୍ତି। ଧନୀବ୍ୟକ୍ତି  ନିଜ ଟଙ୍କାକୁ ଏପରି ଜାଗାରେ ବି଼ନିଯୋଗ କରିଥାନ୍ତି, ଯାହା ତାଙ୍କୁ ଆହୁରି ରୋଜଗାରର ମାଧ୍ୟମ ପାଲଟିଥାଏ। ଆସନ୍ତୁ ଜାଣିବା ଧନୀ ବ୍ୟକ୍ତି ଅଧିକରୁ  ଅଧିକ ଟଙ୍କା କିପରି ରୋଜଗାର କରନ୍ତି।

୧- ଧନୀ ବ୍ୟକ୍ତି ସେମାନଙ୍କ ଟଙ୍କାକୁ ଠିକ୍‌ ସ୍ଥାନରେ ଲଗାଇଥାନ୍ତି। ସେଥରୁ ତାଙ୍କୁ ଫାଇଦା ମିଳିଥାଏ। କିନ୍ତୁ ସାଧାରଣ ଲୋକେ ଟଙ୍କାକୁ ବିଭିନ୍ନ ଜିନିଷ କିଣିବାରେ ଖର୍ଚ୍ଚ କରିଥାନ୍ତି।

୨- ଧନୀ ବ୍ୟକ୍ତି  ବୁଝିଶୁଝି  ନିଜର ଟଙ୍କାକୁ  ଲଗାନ୍ତି। ତରତବିଆ ଭାବେ କୌଣସି କାମ କରନ୍ତି ନାହିଁ।

୩- ଧନୀ ବ୍ୟକ୍ତି  ଅଧିକ ଲାଭ ପାଉଥିବା ଜାଗାରେ ଟଙ୍କାକୁ ଲଗାନ୍ତି।  ଏମିତି ବ୍ୟବସାୟରେ ପଇସା ଲଗାନ୍ତି, ଯାହା ଭବିଷ୍ୟତରେ  ଅଧିକ ହେବାର ସମ୍ଭାବନା ରହିଥାଏ।

୪- ଟଙ୍କାକୁ ଗୋଟିଏ ଜାଗା ନ ଲଗାଇ ବିଭିନ୍ନ ଜାଗାରେ ଲଗାଇଥାନ୍ତି। ସେମାନଙ୍କ ଲକ୍ଷ୍ୟ ସବୁବେଳେ ନୂଆ କାରବାର ଉପରେ ରହିଥାଏ।

୫- ଧନୀ ବ୍ୟକ୍ତି ସବୁବେଳେ ଟଙ୍କାକୁ କଳାକୃତି ଓ ବିଜ୍ଞାପନ କ୍ଷେତ୍ରରେ ଲଗାଇଥାନ୍ତି। ଯେଉଁଥିରେ ସେମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଲାଭ ମିଳି ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story