ଗହଣା ବାକ୍ସରେ ରଖୁଛନ୍ତି କି? ଜାଣନ୍ତୁ କେମିତି ରଖିଲେ ଆପଣଙ୍କ ଧନ ବଢିବ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର) : ଝିଅ ମାନେ ଗହଣା ପ୍ରିୟ। ସୁନାରେ ସଜେଇ ହେବାକୁ ସବୁ ଝିଅମାନେ ଭଲ ପାଆନ୍ତି । ଏଥିସହ ସୁନାରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ କିଛି ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସୁନାରେ କଳି ମଧ୍ୟ ବାସ କରେ। ଥରେ ଯଦି ସୁନାରେ କଳି ବାସ କଲା ତେବେ ସୁନା ଆଉ କେବେ ବୃଦ୍ଧି ପାଇବନି। ତେଣୁ ସୁନାକୁ ଗହଣା ବାକ୍ସ କିମ୍ୱା ଆଲମାରିରେ ରଖିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ।</p> <p>ସୁନାକୁ ଗହଣା ବାକ୍ସରେ ରଖିବା ପୂର୍ବରୁ ଗୋଟେ ସାଧା କାଗଜରେ ୪ଟି ଅକ୍ଷର -&quot;ପରୀକ୍ଷିତ&quot; ଲେଖି ରଖନ୍ତୁ । ଏହି ୪ଟି ଅକ୍ଷର ଲେଖି ଏହି କାଗଜକୁ ଗହଣା ରଖୁଥିବା ବାକ୍ସରେ ରଖିଦିଅନ୍ତୁ ଯାହା ଦ୍ବାରା ସୁନାରେ କେବେ କଳି ପ୍ରବେଶ କରିବ ନାହିଁ ଓ ଧନର ବୃଦ୍ଧି ମଧ୍ୟ ଘଟିବ।</p>

Ordigital Desk
  • Published: Friday, 13 October 2017
  • Updated: 13 October 2017, 12:45 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର) : ଝିଅ ମାନେ ଗହଣା ପ୍ରିୟ। ସୁନାରେ ସଜେଇ ହେବାକୁ ସବୁ ଝିଅମାନେ ଭଲ ପାଆନ୍ତି । ଏଥିସହ ସୁନାରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ କିଛି ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ସୁନାରେ କଳି ମଧ୍ୟ ବାସ କରେ। ଥରେ ଯଦି ସୁନାରେ କଳି ବାସ କଲା ତେବେ ସୁନା ଆଉ କେବେ ବୃଦ୍ଧି ପାଇବନି। ତେଣୁ ସୁନାକୁ ଗହଣା ବାକ୍ସ କିମ୍ୱା ଆଲମାରିରେ ରଖିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ।</p><p>ସୁନାକୁ ଗହଣା ବାକ୍ସରେ ରଖିବା ପୂର୍ବରୁ ଗୋଟେ ସାଧା କାଗଜରେ ୪ଟି ଅକ୍ଷର -&quot;ପରୀକ୍ଷିତ&quot; ଲେଖି ରଖନ୍ତୁ । ଏହି ୪ଟି ଅକ୍ଷର ଲେଖି ଏହି କାଗଜକୁ ଗହଣା ରଖୁଥିବା ବାକ୍ସରେ ରଖିଦିଅନ୍ତୁ ଯାହା ଦ୍ବାରା ସୁନାରେ କେବେ କଳି ପ୍ରବେଶ କରିବ ନାହିଁ ଓ ଧନର ବୃଦ୍ଧି ମଧ୍ୟ ଘଟିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos