ଏକୁଟିଆ ଲାଗୁଛି କି? ଆପଣାନ୍ତୁ ଏହି ସବୁ ଉପାୟ

ସମସ୍ତେ ପାଖରେ ଥିଲେ ସୁଦ୍ଧା ଜଣେ ଜଣେ ଏକୁଟିଆ ଅନୁଭବ କରିଥା’ନ୍ତି। ଏହାକୁ ଏକୁଟିଆପଣ ବା ଲୋନ୍‌ଲିନେସ୍‌ ବୋଲି କୁହାଯାଏ। ଜଣେ ଜୀବନସାଥୀ ହିଁ ଏକୁଟିଆପଣ ଦୂର କରିବାରେ ସମର୍ଥ ହୋଇଥା’ନ୍ତି ବୋଲି କୁହାଯାଏ। ତେବେ ଜୀବନସାଥୀ ବା ପାର୍ଟନରଙ୍କ ଉପସ୍ଥିତି ସତ୍ତ୍ୱେ ଏକୁଟିଆ ଲାଗୁଥିଲେ, ଏହା ଏକ ଚିନ୍ତାଜନକ ସ୍ଥିତି ହୋଇଥାଏ, ଯାହା ସଂପର୍କରେ ମଧ୍ୟ ଫାଟ ସୃଷ୍ଟି କରିପାରେ। ତା’ହେଲେ ଆସନ୍ତୁ ଜାଣିବା ଏଭଳି ସ୍ଥିତିରେ କ’ଣ କରିବା ଉଚିତ୍। ନିଜ ସହିତ ନିଜେ […]

p1

p1

Puspanjali Panda
  • Published: Wednesday, 21 August 2019
  • Updated: 21 August 2019, 04:07 PM IST

Sports

Latest News

ସମସ୍ତେ ପାଖରେ ଥିଲେ ସୁଦ୍ଧା ଜଣେ ଜଣେ ଏକୁଟିଆ ଅନୁଭବ କରିଥା’ନ୍ତି। ଏହାକୁ ଏକୁଟିଆପଣ ବା ଲୋନ୍‌ଲିନେସ୍‌ ବୋଲି କୁହାଯାଏ। ଜଣେ ଜୀବନସାଥୀ ହିଁ ଏକୁଟିଆପଣ ଦୂର କରିବାରେ ସମର୍ଥ ହୋଇଥା’ନ୍ତି ବୋଲି କୁହାଯାଏ। ତେବେ ଜୀବନସାଥୀ ବା ପାର୍ଟନରଙ୍କ ଉପସ୍ଥିତି ସତ୍ତ୍ୱେ ଏକୁଟିଆ ଲାଗୁଥିଲେ, ଏହା ଏକ ଚିନ୍ତାଜନକ ସ୍ଥିତି ହୋଇଥାଏ, ଯାହା ସଂପର୍କରେ ମଧ୍ୟ ଫାଟ ସୃଷ୍ଟି କରିପାରେ। ତା’ହେଲେ ଆସନ୍ତୁ ଜାଣିବା ଏଭଳି ସ୍ଥିତିରେ କ’ଣ କରିବା ଉଚିତ୍।

ନିଜ ସହିତ ନିଜେ ଖୁସି ରୁହନ୍ତୁ
ପାର୍ଟନର ବା ଜୀବନସାଥୀଙ୍କ ପ୍ରତି ଆପଣଙ୍କ ଭାବନାତ୍ମକ ଆବେଗକୁ କମ୍‌ କରନ୍ତୁ। ଜଣେ ଜଣେ ସେମାନଙ୍କ ପାର୍ଟନର୍‌ଙ୍କ ସହିତ ଭାବନାତ୍ମକ ଭାବେ ଏପରି ଯୋଡ଼ି ହୋଇ ରହିଥା’ନ୍ତି ଯେ, ନିଜ ଜୀବନର ଲକ୍ଷ୍ୟକୁ ସୁଦ୍ଧା ଭୁଲି ଯା’ନ୍ତି। ୨୪ ଘଣ୍ଟା ତାଙ୍କ ସହିତ ନ ରହି ପରିବାର ଅନ୍ୟ ସଦସ୍ୟ ତଥା ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ବିତାନ୍ତୁ। ବେଳେ ବେଳେ ଏକା ରୁହନ୍ତୁ ଓ ଜୀବନକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏକା ଏକା ଛୁଟି କାଟିବାକୁ ବି ଯା’ନ୍ତୁ। ଦେଖିବେ ଏସବୁ ଶୀଘ୍ର ପ୍ରଭାବ ପକାଇବ ଓ ଆପଣ ଆଉ ଏକୁଟିଆ ଅନୁଭବ କରିବେ ନାହିଁ।

ନିଜ ଅହଙ୍କାରକୁ ନିୟନ୍ତ୍ରଣ କରନ୍ତୁ
ଯଦି ପାର୍ଟନରଙ୍କ ସହିତ କୌଣସି ମତଭେଦ ହେଉଛି, ତେବେ ସମ୍ପର୍କକୁ ଠିକ୍‌ କରିବା ପାଇଁ ଆପଣ ଆଗୁଆ ପଦକ୍ଷେପ ନେବା ଉଚିତ୍‌। କିନ୍ତୁ ଜଣ ଜଣଙ୍କ ଅହଙ୍କାର ସେମାନଙ୍କୁ ଏପରି କରିବାକୁ ଦେଇ ନଥାଏ। ଆପଣ ଜମାରୁ ଏ ଭୁଲ୍ କରନ୍ତୁ ନାହିଁ। ନହେଲେ ଆପଣ ଏକୁଟିଆ ଅନୁଭବ କରିବେ। ପାର୍ଟନରଙ୍କ ସହ ଯେତେବେଳେ ବି କୌଣସି ଭୁଲ୍ ବୁଝାମଣା ହେଉଛି, ପ୍ରଥମେ ନିଜ ଆଡୁ ଏହାର ସମାଧାନ ପାଇଁ ଚେଷ୍ଟା କରିବା ଉଚିତ୍। ଏହା ସମ୍ପର୍କକୁ ଆହୁରି ମଜଭୁତ କରିଥାଏ।

ଏକାଠି ସମୟ ବିତାନ୍ତୁ
ହୋଇପାରେ ଆପଣ ଓ ଆପଣଙ୍କ ପାର୍ଟନର ଏକାଠି ଯଥେଷ୍ଟ ସମୟ ବିତାଇ ପାରୁ ନଥିବେ। ତା’ହେଲେ ଏ ଦିଗରେ କିଛି ପଦକ୍ଷେପ ନିଅନ୍ତୁ। ବ୍ୟସ୍ତ କାର୍ଯ୍ୟସୂଚୀ ଭିତରୁ ସମୟ କାଢ଼ି ଦୁହେଁ ବୁଲିବାକୁ ଯା’ନ୍ତୁ। ଏକାଠି ସମୟ ବିତାନ୍ତୁ। ନିୟମିତ ବ୍ୟବଧାନରେ ଏପରି କଲେ ଆପଣ ଏକୁଟିଆ ଅନୁଭବ କରିବେ ନାହିଁ କି ସଂପର୍କରେ ଫାଟ ସୃଷ୍ଟି ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story