ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ଦୂର କରିବାକୁ ଆପଣାନ୍ତୁ ୩ଟି ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ […]

dress

dress

Chinmayee Roy
  • Published: Sunday, 25 August 2019
  • Updated: 25 August 2019, 04:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ ନିଜକୁ ବି ଭଲ ଲାଗେ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବତାଇବୁ ଯାହା ସାହାଯ୍ୟରେ ଆପଣ ବର୍ଷା ଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିପାରିବେ।

୧) ଭିନେଗାର: ବର୍ଷା ଦିନେ ଲୁଗାପଟା ଧୋଇବା ପରେ ଅଧା ବାଲ୍‌ଟି ପାଣିରେ ଦୁଇ ଚାମଚ ଭିନେଗାର୍‌ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଧୁଆ ଲୁଗାକୁ ୧୦ ମିନିଟ୍‌ ବତୁରାଇବା ପରେ ଚିପୁଡ଼ି ଶୁଖାଇ ଦିଅନ୍ତୁ।

୨) ଡେଟଲ୍‌: ଠିକ୍‌ ଭିନେଗାର ପରି ଲୁଗା ଧୋଇବା ପରେ ସେଗୁଡ଼ିକୁ ଡେଟଲ୍‌ ପାଣିରେ ୧୦ ମିନିଟ ବୁଡ଼ାଇ ରଖନ୍ତୁ ଓ ପରେ ଚିପୁଡ଼ି ଶୁଖାଇ ଦିଅନ୍ତୁ। ଦେଖିବେ ଆଉ ସେଥିରେ ଦୁର୍ଗନ୍ଧ ରହିବ ନାହିଁ।

୩) ଧୂପକାଠି: ସାଧାରଣତଃ ଆମେ ପୂଜା ସମୟରେ ଧୂପକାଠିର ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଧୂପକାଠି ବର୍ଷା ଦିନରେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିଥାଏ। ଲୁଗାପଟାକୁ ଧୋଇ ଶୁଖାଇଲା ପରେ ଆଖପାଖରେ ଧୂପକାଠି ଲଗାଇ ଦିଅନ୍ତୁ। ଏହାର ଧୂଆଁ ଓ ସୁନ୍ଦର ମହକ ଆପଣଙ୍କ କପଡ଼ାରୁ ଦୁର୍ଗନ୍ଧକୁ ଦୂର କରି ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story