ଏହି ୮ ପ୍ରଫେସନର ପୁଅଙ୍କୁ ବାହା ହେବାକୁ ଚାହାଁନ୍ତି ଝିଅ, କାରଣ ଜାଣିବାକୁ ପଢ଼ନ୍ତୁ ପୂରା ରିପୋର୍ଟ

ପୂର୍ବରୁ ଝିଅକୁ ବାହାଘର କରିବା ପାଇଁ ପରିବାର ଲୋକେ ପୁଅ ବାଛୁଥିଲେ। ପୁଅ କେମିତି, କ’ଣ କରୁଛି, କେତେ ରୋଜଗାର କରୁଛି- ଏସବୁ ଜାଣିବା ପରେ ଯାଇ ନିଷ୍ପତ୍ତି ନେଉଥିଲେ। କିନ୍ତୁ ସମାଜ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି।  ବିଶେଷ କରି ଝିଅମାନେ ଏବେ ବାହାଘର ପ୍ରସଙ୍ଗରେ ନିଜର ପସନ୍ଦ ଓ ନାପସନ୍ଦ କଥା କହୁଛନ୍ତି। ପରିବାର ଲୋକେ ମଧ୍ୟ ଝିଅର ମତାମତ ଲୋଡୁଛନ୍ତି।  ଆଜିକାଲି ଝିଅମାନେ ଭଲ ପ୍ରଫେସନ୍‌ ଓ ଓ ହ୍ୟାଣ୍ଡସମ୍ […]

marriage-i,,

marriage-i,,

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 12:51 PM IST

Sports

Latest News

ପୂର୍ବରୁ ଝିଅକୁ ବାହାଘର କରିବା ପାଇଁ ପରିବାର ଲୋକେ ପୁଅ ବାଛୁଥିଲେ। ପୁଅ କେମିତି, କ’ଣ କରୁଛି, କେତେ ରୋଜଗାର କରୁଛି- ଏସବୁ ଜାଣିବା ପରେ ଯାଇ ନିଷ୍ପତ୍ତି ନେଉଥିଲେ। କିନ୍ତୁ ସମାଜ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି।  ବିଶେଷ କରି ଝିଅମାନେ ଏବେ ବାହାଘର ପ୍ରସଙ୍ଗରେ ନିଜର ପସନ୍ଦ ଓ ନାପସନ୍ଦ କଥା କହୁଛନ୍ତି। ପରିବାର ଲୋକେ ମଧ୍ୟ ଝିଅର ମତାମତ ଲୋଡୁଛନ୍ତି।  ଆଜିକାଲି ଝିଅମାନେ ଭଲ ପ୍ରଫେସନ୍‌ ଓ ଓ ହ୍ୟାଣ୍ଡସମ୍ ଦେଖାଯାଉଥିବା ପୁଅଙ୍କୁ ପସନ୍ଦ କରୁଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ଝିଅମାନେ କେଉଁ ପ୍ରଫେସନର ପୁଅଙ୍କୁ ବିବାହ କରିବା ପାଇଁ ଅଧିକ ପସନ୍ଦ କରନ୍ତି।

ଡାକ୍ତର

ଝିଅମାନେ ଡାକ୍ତରଙ୍କୁ ବିବାହ କରିବା ପାଇଁ ଅଧିକ ପ୍ରାଥମିକତା ଦିଅନ୍ତି। କାରଣ ଡାକ୍ତର ଲୋକଙ୍କୁ ସାହାଯ୍ୟ କରନ୍ତି ଓ ଲଭିଂ ମଧ୍ୟ ହୋଇଥାନ୍ତି । ଏହା ସହ ତାଙ୍କ ପାଖରେ ଅଧିକ ଟଙ୍କା ଥାଏ।

ଆର୍ମି

କେତେକ ଝିଅଙ୍କୁ ଆର୍ମିରେ ଥିବା ଯୁବକଙ୍କୁ ପସନ୍ଦ କରନ୍ତି। ଝିଅମାନେ ସେମାନଙ୍କର ବ୍ୟକ୍ତିତ୍ୱ ଓ ଅନୁଶାସନର ଦିୱାନୀ ହୋଇଥାନ୍ତି।

ଅଭିନେତା

ଝିଅଙ୍କର ଇଚ୍ଛା ଥାଏ କେଉଁ ବଡ଼ ଅଭିନେତା ସହ ତାଙ୍କର ବିବାହ ହେଉ। ଅଭିନେତାଙ୍କର  ସମାଜରେ ଏକ ଅଲଗା ପରିଚୟ ଥାଏ। ସେମାନେ ଗ୍ଲାମର ଲାଇଫ୍ ମେଣ୍ଟେନ୍ କରନ୍ତି। ପୁଣି ସେମାନଙ୍କ ପାଖରେ ମୋଟ ଅର୍ଥ ଥାଏ।

ପାଇଲଟ୍‌

ପାଇଲଟ୍‌ଙ୍କୁ ଅଧିକ ଝିଅମାନେ ବିବାହ କରିବା ପାଇଁ ପସନ୍ଦ କରନ୍ତି। କାରଣ ସେମାନେ ହ୍ୟାଣ୍ଡସମ୍ ହୋଇଥାଆନ୍ତି। ଏହା ସହିତ ସେମାନେ ଅଧିକ ଟଙ୍କା ରୋଜଗାର କରନ୍ତି।

ଇଞ୍ଜିନିୟର

ଝିଅମାନଙ୍କ ପସନ୍ଦ ତାଲିକାରୁ ଇଞ୍ଜିନିୟରମାନେ ବାଦ୍ ପଡ଼ନ୍ତି ନାହିଁ। ଇଞ୍ଜିନିୟରଙ୍କ ପର୍ସନାଲିଟି ଟିକେ ନିଆରା। ତେଣୁ ଝିଅମାନେ ସେମାନଙ୍କ ଉପରେ ଫିଦା ହୋଇଥାନ୍ତି ଓ ବାହା ହେବାକୁ ଚାହାଁନ୍ତି।

ରେଡିଓ ଜୋକି

ଚଞ୍ଚଳ ସ୍ୱାଭବର ଝିଅମାନେ ରେଡିଓ ଜୋକିରେ କାମ କରୁଥିବା ପୁଅଙ୍କୁ ପସନ୍ଦ କରନ୍ତି। ସେମାନଙ୍କ କହିବା ଷ୍ଟାଇଲ୍‌ ଏହି ଧରଣର ଝିଅଙ୍କୁ ଦିୱାନୀ କରି ଦିଏ।

ଶିକ୍ଷକ

ଯେଉଁ ଝିଅମାନେ ପାଠ ପଢ଼ିବାକୁ ଭଲ ପାଆନ୍ତି ସେମାନେ ଶିକ୍ଷକଙ୍କୁ ବିବାହ କରିବାକୁ ପସନ୍ଦ କରନ୍ତି।

ଫ୍ୟାସନ ଡିଜାଇନର

ଝିଅମାନେ  ଫ୍ୟାସନ ଇଣ୍ଡଷ୍ଟ୍ରିରେ କାମ କରୁଥିବା ପୁଅଙ୍କୁ ମଧ୍ୟ ବେଶ୍ ପସନ୍ଦ କରନ୍ତି। କାରଣ ସେମାନଙ୍କର ବିଭିନ୍ନ ଷ୍ଟାଇଲର ଡ୍ରେସ୍ ପିନ୍ଧିବାକୁ ଇଚ୍ଛା ଥାଏ।

ସୌଜନ୍ୟ- ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story