ଆପଣାନ୍ତୁ ଏହି ଉପାୟ, ପର୍ସ୍‌ରେ ସବୁବେଳେ ରହିପାରେ ଟଙ୍କା

ଯେତେ ଧନ ଉପାର୍ଜନ କଲେ ସୁଦ୍ଧା ପର୍ସରେ ଟଙ୍କାଟିଏ ମଧ୍ୟ ରହୁନାହିଁ କି ? ସବୁବେଳେ ଆର୍ଥିକ ଚିନ୍ତା ଘାରୁଛି କି? ଯଦି ଆପଣ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି,  ତା’ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ଉପାୟ ଆପଣେଇ ପାରିବେ। ଏହାକୁ ଆପଣେଇ ଏହି ସମସ୍ୟାକୁ ଦୂରେଇ ପାରିବେ। ଆସନ୍ତୁ ଜାଣିବା ଉପାୟଟି କ’ଣ ? – ଧନର ଦେବୀ ହେଛନ୍ତି ମା’ ଲକ୍ଷ୍ମୀ। ବିଶ୍ୱାସ ରହିଛି ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଦ୍ୱାରା ଧନ […]

wallet

wallet

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 12:57 PM IST

Sports

Latest News

ଯେତେ ଧନ ଉପାର୍ଜନ କଲେ ସୁଦ୍ଧା ପର୍ସରେ ଟଙ୍କାଟିଏ ମଧ୍ୟ ରହୁନାହିଁ କି ? ସବୁବେଳେ ଆର୍ଥିକ ଚିନ୍ତା ଘାରୁଛି କି? ଯଦି ଆପଣ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି,  ତା’ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ଉପାୟ ଆପଣେଇ ପାରିବେ। ଏହାକୁ ଆପଣେଇ ଏହି ସମସ୍ୟାକୁ ଦୂରେଇ ପାରିବେ। ଆସନ୍ତୁ ଜାଣିବା ଉପାୟଟି କ'ଣ ?

- ଧନର ଦେବୀ ହେଛନ୍ତି ମା’ ଲକ୍ଷ୍ମୀ। ବିଶ୍ୱାସ ରହିଛି ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଦ୍ୱାରା ଧନ ସହ ଜଡ଼ିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ମା' ଲକ୍ଷ୍ମୀଙ୍କ ଫଟୋ ପର୍ସରେ ଏପରି ଜାଗାରେ ରଖନ୍ତୁ ଯେପରି ଏହା ତଳେ ନପଡ଼େ ଏବଂ ନ ହଜେ।

- ପୂଜା ସ୍ଥାନରେ ବସିଥିବା ମା’ ଲକ୍ଷ୍ମୀଙ୍କ ଫଟୋକୁ ପର୍ସରେ ରଖିଦିଅନ୍ତୁ। ଅର୍ଥାଭାବ ସମସ୍ୟା ଦୂର ହୋଇଯିବ।

- ଲାଲ୍‌ ରଙ୍ଗର କାଗଜରେ ନିଜ ଇଚ୍ଛାକୁ ଲେଖି ଲାଲ ସୂତାରେ ବାନ୍ଧି ପର୍ସରେ ରଖିଦିଅନ୍ତୁ। ଏପରି କଲେ ଇଚ୍ଛା ଶୀଘ୍ର ପୂରଣ ହୋଇଥାଏ।

- ପର୍ସରେ ଅଳ୍ପ ଚାଉଳ ରଖନ୍ତୁ। ଏପରି କଲେ ଆପଣଙ୍କ ପର୍ସ କେବେ ଖାଲି ରହିବ ନାହିଁ ଓ ଆପଣ ଅଯଥା ଖର୍ଚ୍ଚରୁ ମଧ୍ୟ ମୁକ୍ତି ପାଇପାରିବେ ବୋଲି କୁହାଯାଏ।

ଆହୁରି ମଧ୍ୟ ପଢନ୍ତୁ: ଗୁରୁବାର ୫ଟି କାର୍ଯ୍ୟରୁ ବିରତ ରୁହନ୍ତୁ, ନ ହେଲେ ମାଡ଼ିବସିବ ଦୁର୍ଭାଗ୍ୟ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story