ପେଟ ଜଳା ପୋଡ଼ା ହେଉଥିଲେ ଅବହେଳା କରନ୍ତୁ ନାହିଁ, ହୋଇପାରେ ହିୟେଟଲ୍‌ ହାର୍ଣ୍ଣିଆର ଲକ୍ଷଣ

ଅନେକ ଲୋକଙ୍କର ପେଟ ସମ୍ପର୍କିତ ସମସ୍ୟା ଥାଏ। କିଛି ଲୋକଙ୍କ ପେଟ ସବୁବେଳେ ଭାରି ଲାଗିଥାଏ ଏବଂ ପେଟରେ ଜଳା ପୋଡ଼ା ଅନୁଭବ ହୋଇଥାଏ। ଯଦି ଆପଣଙ୍କଠାରେ ଏପରି କିଛି ସମସ୍ୟା ଦେଖାଦେଉଛି, ତେବେ ସାବଧାନ ହୋଇଯା’ନ୍ତୁ। କାରଣ, ଏହା ହିୟେଟଲ୍ ହାର୍ନିଆର ଲକ୍ଷଣ ହୋଇପାରେ। ହିୟେଟଲ୍ ହାର୍ନିଆ କ’ଣ? ଖାଦ୍ୟନଳୀ ଆଉ ପାକସ୍ଥଳୀର ସଂଯୋଗ ସ୍ଥାନରେ ଏକ ଛୋଟ ଅଂଶକୁ ହିୟେଟଲ୍‌ କୁହାଯାଏ।  ସ୍ୱାସ୍ଥ୍ୟଗତ କୌଣସି ସମସ୍ୟା ସୃଷ୍ଟି ହେଲେ, ଏହି ହିୟେଟଲ୍‌ ଫୁଲିଯାଇ ପାକସ୍ଥଳୀ […]

man-with-stomachache_7803e276-dfc7-11e6-84f6-f9b2ee092ea6-e1487925038926

Ordigital Desk
  • Published: Wednesday, 15 August 2018
  • Updated: 15 August 2018, 08:57 AM IST

Sports

Latest News

ଅନେକ ଲୋକଙ୍କର ପେଟ ସମ୍ପର୍କିତ ସମସ୍ୟା ଥାଏ। କିଛି ଲୋକଙ୍କ ପେଟ ସବୁବେଳେ ଭାରି ଲାଗିଥାଏ ଏବଂ ପେଟରେ ଜଳା ପୋଡ଼ା ଅନୁଭବ ହୋଇଥାଏ। ଯଦି ଆପଣଙ୍କଠାରେ ଏପରି କିଛି ସମସ୍ୟା ଦେଖାଦେଉଛି, ତେବେ ସାବଧାନ ହୋଇଯା'ନ୍ତୁ। କାରଣ, ଏହା ହିୟେଟଲ୍ ହାର୍ନିଆର ଲକ୍ଷଣ ହୋଇପାରେ।

ହିୟେଟଲ୍ ହାର୍ନିଆ କ’ଣ?

ଖାଦ୍ୟନଳୀ ଆଉ ପାକସ୍ଥଳୀର ସଂଯୋଗ ସ୍ଥାନରେ ଏକ ଛୋଟ ଅଂଶକୁ ହିୟେଟଲ୍‌ କୁହାଯାଏ।  ସ୍ୱାସ୍ଥ୍ୟଗତ କୌଣସି ସମସ୍ୟା ସୃଷ୍ଟି ହେଲେ, ଏହି ହିୟେଟଲ୍‌ ଫୁଲିଯାଇ ପାକସ୍ଥଳୀ ଉପରେ ଏକ ମୁଣି ଭଳି ଆକାର ଧାରଣ କରେ। ଏହାକୁ ହିୟେଟଲ୍‌ ହାର୍ନିଆ କୁହାଯାଏ।

[caption id="attachment_263836" align="aligncenter" width="1514"] ହିୟେଟଲ୍ ହାର୍ନିଆର ଲକ୍ଷଣ[/caption]

୧. ହିୟେଟଲ୍‌ ହାର୍ନିଆ ହେଲେ, ଖାଦ୍ୟ ଖାଇବା ପରେ ରୋଗୀକୁ ଏପରି ଅନୁଭବ ହୁଏ ଯେପରି ଖାଦ୍ୟସବୁ ତଣ୍ଟି ଉପରକୁ ଆସୁଛି।

୨. ପେଟ ଭାରି ଭାରି ଲାଗିବା ମଧ୍ୟ ଏହାର ଏକ ଲକ୍ଷଣ। ଏଥିରେ ରୋଗୀକୁ ଅନୁଭବ ହୁଏ ଯେ ଖାଦ୍ୟସବୁ ପେଟର ଉପରଭାଗରେ ହିଁ ପଡ଼ି ରହିଛି।

୩. ହିୟେଟଲ୍‌ ହାର୍ନିଆ ହେଲେ ଏସିଡିଟି ହୋଇଥାଏ। ସବୁବେଳେ ଛାତିରେ ଜଳା ପୋଡ଼ା ଅନୁଭବ ହୁଏ।

୪. ଏହି ରୋଗ ହେଲେ, ଖାଦ୍ୟ ଗିଳିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ତଣ୍ଟି ବ୍ୟଥା ଏବଂ ନିଃଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଦିଏ।

ଏଥିରୁ କେମିତି ପାଇବେ ମୁକ୍ତି ?

୧. ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ବ୍ୟତୀତ ଏକାସଙ୍ଗେ ସହ ବହୁ ଗରିଷ୍ଠ ଖାଦ୍ୟ ଭୋଜନ କରନ୍ତୁ ନାହିଁ।

୨. ଖାଇ ସାରିବା ପରେ ତୁରନ୍ତ ଶୋଇ ପଡ଼ନ୍ତୁ ନାହିଁ। କାରଣ, ନଳୀରେ ଖାଦ୍ୟ ଜମା ହୋଇଯିବ ଓ ଏଥିପାଇଁ ଆପଣଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ିପାରେ।

୩. ତରବର ହୋଇ ଆଦୌ ଖାଆନ୍ତୁ ନାହିଁ। ସବୁବେଳେ ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ ଓ ଅଳ୍ପ ଅଳ୍ପ ଖାଆନ୍ତୁ । ଏପରି ଖାଇଲେ ଏହା ଭଲ ଭାବେ ହଜମ ହୋଇ ପାରିବ।

୪.  ନଜ ଓଜନକୁ  ନିୟନ୍ତ୍ରଣରେ ରଖନ୍ତୁ।  କାରଣ ଓଜନ ଅଧିକ ହେଲେ, ହିୟେଟଲ୍ ହାର୍ନିଆ ହେବାର ଆଶଙ୍କା ଅଧିକ ।

୫. ଆଲ୍‌କହଲ, ଚା' ଓ କଫି ଅଧିକ ସେବନ କରନ୍ତୁ ନାହିଁ। ଏବଂ ଏସବୁ ପାନୀୟ ସହ କୌଣସି ଗରମ ଖାଦ୍ୟ ଖାଆନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story