କ୍ରିସ୍ପି ଏଗ୍‌ ବଲ୍ସ

ଆବଶ୍ୟକ ସାମଗ୍ରୀ: ସିଝା ଅଣ୍ଡା, ଭେଜିଟେବଲ୍‌ ଅଏଲ୍‌, କଞ୍ଚା ଲଙ୍କା, ବେସନ, ଲଙ୍କା ଗୁଣ୍ଡ, ଚାଉଳ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ଟିକେ ଥଣ୍ଡା ହେଲା ପରେ ଅଣ୍ଡାର ଖୋଳପା ଛଡ଼ାଇ ଏହା ଉପରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ।  ବର୍ତ୍ତମାନ ଏକ ପାତ୍ରରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ମିଶାଇ […]

egg

egg

Chinmayee Roy
  • Published: Wednesday, 28 August 2019
  • Updated: 28 August 2019, 04:59 PM IST

ଆବଶ୍ୟକ ସାମଗ୍ରୀ: ସିଝା ଅଣ୍ଡା, ଭେଜିଟେବଲ୍‌ ଅଏଲ୍‌, କଞ୍ଚା ଲଙ୍କା, ବେସନ, ଲଙ୍କା ଗୁଣ୍ଡ, ଚାଉଳ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ଟିକେ ଥଣ୍ଡା ହେଲା ପରେ ଅଣ୍ଡାର ଖୋଳପା ଛଡ଼ାଇ ଏହା ଉପରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ।  ବର୍ତ୍ତମାନ ଏକ ପାତ୍ରରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଏହି ବ୍ୟାଟର ଗାଢ଼ା ହେବା ଦରକାର। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସିଝା ଅଣ୍ଡାକୁ ଏହି ବ୍ୟାଟରରେ ବୁଡ଼ାଇ କଡ଼େଇରେ ଡିପ୍‌ ଫ୍ରାଏ କରନ୍ତୁ। ଅଣ୍ଡାର ରଙ୍ଗ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପରେ ଏହାକୁ କଡ଼େଇରୁ ବାହାର କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କ୍ରିସ୍ପି ଏଗ୍‌ ବଲ୍ସ’। ଏହାକୁ ଚଟଣି କିମ୍ବା ସସ୍‌ ସହିତ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story