ଜାଣନ୍ତୁ, ଦିନକୁ କେତେ ଘିଅ ଖାଇବା ଉଚିତ୍ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟମାନେ ଘିଅ ଖାଇବାକୁ ଅଧିକ ପସନ୍ଦ କରନ୍ତି। କିଛି ଲୋକ ଘିଅ ଖାଇବାକୁ ମାତ୍ରାଧିକ ଭଲ ପାଇଥାନ୍ତି। ତେଣୁ ଅଧିକରୁ ଅଧିକ ଘିଅ ଖାଇଥାନ୍ତି। ହେଲେ ଜାଣି ରଖିବା ଉଚିତ୍‌ ଅଧିକ ଘିଅ ଖାଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଜଣେ ସୁସ୍ଥ ମଣିଷ କେତେ ଘିଅ ଖାଇବା ଉଚିତ୍‌। ଏକ ସର୍ଭେରୁ ଜଣାପଡ଼ିଛି, ଅଧିକ ଘିଅ ଖାଇବା ଦ୍ୱାରା ମେଦ ବୃଦ୍ଧି ପାଇଥାଏ। ଏହାସହ ସ୍ୱାସ୍ଥ୍ୟ ଉପରେ […]

ghee

ghee

Ordigital Desk
  • Published: Tuesday, 07 August 2018
  • Updated: 07 August 2018, 01:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟମାନେ ଘିଅ ଖାଇବାକୁ ଅଧିକ ପସନ୍ଦ କରନ୍ତି। କିଛି ଲୋକ ଘିଅ ଖାଇବାକୁ ମାତ୍ରାଧିକ ଭଲ ପାଇଥାନ୍ତି। ତେଣୁ ଅଧିକରୁ ଅଧିକ ଘିଅ ଖାଇଥାନ୍ତି। ହେଲେ ଜାଣି ରଖିବା ଉଚିତ୍‌ ଅଧିକ ଘିଅ ଖାଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଜଣେ ସୁସ୍ଥ ମଣିଷ କେତେ ଘିଅ ଖାଇବା ଉଚିତ୍‌।

ଏକ ସର୍ଭେରୁ ଜଣାପଡ଼ିଛି, ଅଧିକ ଘିଅ ଖାଇବା ଦ୍ୱାରା ମେଦ ବୃଦ୍ଧି ପାଇଥାଏ। ଏହାସହ ସ୍ୱାସ୍ଥ୍ୟ ଉପରେ ଖରାପ ପଡ଼ିଥାଏ। ଏଥିପାଇଁ ପ୍ରତିଦିନ ଘିଅ ଖାଇବା ୧୦ରୁ ୧୫ ଗ୍ରାମ ମଧ୍ୟରେ ସୀମିତ ରଖିବା ଉଚିତ।

ବିଶେଷଜ୍ଞଙ୍କ ମତ ଅନୁସାରେ ଦିନକୁ ଦୁଇ ଚାମଚ ଘିଅ ଖାଇବା ଶରୀର ପାଇଁ ଲାଭଦାୟକ।

gheeଏଥିରେ ଭିଟାମିନ୍ ଏ, ଡି, ଇ ରହିଛି। ଘିଅ ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଇମ୍ୟୁନିଟି ବଢ଼ାଇଥାଏ। ଆମର ତ୍ୱଚାକୁ ଚିକ୍କଣ ରଖିଥାଏ।

ବଜାରରେ ବିଭିନ୍ନ ପ୍ରକାରର ଘିଅ ମିଳୁଛି। ହେଲେ ଗାଈ ଘିଅ ଶରୀର ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ପୌଷ୍ଟିକ ତତ୍ତ୍ୱ ଭରପୂର ହୋଇ ରହିଥାଏ। ତେଣୁ ଯଦି ଘିଅ ଖାଉଛନ୍ତି, ତେବେ ଗାଈ ଘିଅ ହିଁ ଖାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story